ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ବରଗଡ: ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି ଯୁବକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ବରଗଡ଼ ଟାଉନ ଥାନା ଅନ୍ତର୍ଗତ କଳାପାଣି ଗାଁରେ ଘଟିଛି ।  ମୃତ ଯୁବକ ଜଣଙ୍କ ହେଲେ ଗୌରଚନ୍ଦ୍ର ଭୁଏ । ସେ ଚାଷଜମିରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

ବ୍ରେକିଂ