୧୦ ବର୍ଷର ପିଲାକୁ ଟାଙ୍ଗିଆରେ ହାଣି ହତ୍ୟା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଭଟାଗୁଡ଼ା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ୧୦ ବର୍ଷର ପିଲାକୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତ ପଡ଼ୋଶୀକୁ ଗିରଫ କରିଛି ପୋଲିସ ।

ମୃତ ନାବାଳକ ଜଣକ  ଅନୀଲ ମାଝୀ । ଅନୀଲଙ୍କ ବଡ ଭାଇକୁ ମଧ୍ୟ ଧନୁ ତୀରରେ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ସେହି ଗାଁର ୪୨ ବର୍ଷ ବୟସ୍କ ଜୟସିଂହ ମାଝୀ ।

Leave A Reply

Your email address will not be published.

ବ୍ରେକିଂ