ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମମପୁର ଗାଁ ନିକଟରେ ଏକ ଦୁଖଃଦ ଘଟଣା ଘଟିଛି। ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାରେ ୬ ଜଣ ଆହତ ହୋଇଥିବା ଜଣାପଡିଛି।
ବରଯାତ୍ରୀମାନେ ହଳଦୀମୁଣ୍ଡା ଗାଁରୁ ବାହାଘରରେ ଯୋଗ ଦେଇ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି ।