ଜଳଖିଆ ଦୋକାନୀର ବର୍ବରକାଣ୍ଡ ;୨୦ କୁକୁରଙ୍କୁ ବିଷ ଦେଇ ହତ୍ୟା

ଚୌଦ୍ୱାର: ଜଳଖିଆ ଦୋକାନୀର ବର୍ବରକାଣ୍ଡ । ୫ ଦିନରେ ବିଷ ଦେଇ ହତ୍ୟା କଲାଣି ୨୦ କୁକୁର । କଟକ ଚୌଦ୍ୱାର ଅଞ୍ଚଳର ଶଙ୍କରପୁର ଗାଁରେ କୁକୁରଙ୍କୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ସ୍ଥାନୀୟ ଅଂଚଳରୁ ୧୦ କୁକୁରଙ୍କ ମୃତଦେହ ଉଦ୍ଧାର ହୋଇଛି । ୧୦ କୁକୁରଙ୍କ ମୃତଦେହ ଉଦ୍ଧାର ପରେ ଥାନାରେ ଅଭିଯୋଗ ହୋଇଛି ।

Leave A Reply

Your email address will not be published.

ବ୍ରେକିଂ