Monthly Archives

December 2020

ଚିନ୍ତାରେ ଯୁବଗୋଷ୍ଠୀ: ଲକ୍ଷାଧିକ ଟଙ୍କା ଠକି ନେଲା ଓଏମଜି ବର୍ସ ଆପ୍

ଜେନାପୁର: ଲୋଭ ଦେଖାଇ  ଲକ୍ଷାଧିକ ଟଙ୍କା ଠକି ନେଲା ଓଏମଜି  ବର୍ସ ଆପ୍  । ଚିଟଫଣ୍ଡ ଠକେଇ ଭଳି ସାଇବର କ୍ରାଇମ ଟିମ ଦ୍ଵାରା ଏକ ମୋବାଇଲ ଆପ ଦ୍ୱାରା ଜେନାପୁର ଓ କବାଟବନ୍ଧ ଅଞ୍ଚରରୁ ଯୁବକ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିନେଇ ଯାଇଥିବାର ଜଣାପଡିଛି । ଉକ୍ତ ଇଣ୍ଟରନେଟ ସଂସ୍ଥାରୁ…

କୋଭିଡରୁ ସୁସ୍ଥ ହେଲା ପରେ କରନ୍ତୁ ପ୍ରାଣାୟମ

ପ୍ରଗତିବାଦୀ ସ୍ୱାସ୍ଥ୍ୟ ଟିପ୍ସ: କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି, ବିଶେଷକରି ଯେଉଁମାନେ ଭେଣ୍ଟିଲେଟରରେ ରହୁଥିଲେ, ସେମାନଙ୍କୁ ଶ୍ୱାସକ୍ରିୟା ସମ୍ବନ୍ଧୀୟ ବ୍ୟାୟାମ କରିବା ଦରକାର। ସେମାନେ ନିଜର ଦୈନନ୍ଦିନ ଜୀବନରେ ପ୍ରାଣାୟାମ କରିପାରିବେ। ଖୋଲା ପରିବେଶରେ ପ୍ରାଣାୟମ କରନ୍ତୁ ,…

ଓବିସି ଓ ଏସଇବିସିଙ୍କ ସ୍ଥାନ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓବିସିଙ୍କୁ ଚାକିରି କ୍ଷେତ୍ରରେ ଓ ସାମାଜିକ ଆର୍ଥିକ ଦୃଷ୍ଟିରୁ ଏସଇବିସିଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି…

କାଲିଠୁ ଡବଲ ହେଲମେଟ ବାଧ୍ୟତାମୂଳକ

ଭୁବନେଶ୍ୱର: କାଲିଠୁ ଡବଲ ହେଲମେଟ ବାଧ୍ୟତାମୂଳକ। ପୂର୍ବ ନିଷ୍ପତ୍ତିନୁସାରେ ନୂଆ ବର୍ଷ ଅର୍ଥାତ ଆସନ୍ତାକାଲିଠାରୁ ବାଇକ୍ ପଛରେ ବସୁଥିବା ଯାତ୍ରୀ ବି ପିନ୍ଧିବେ ହେଲମେଟ୍ । ଉଭୟ ଚାଳକ ଏବଂ ଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ନିୟମ ଖିଲାପ କଲେ…

ପୂର୍ବତଟ ରେଳପଥ ମଧ୍ୟରୁ ଗଡିବ ୬ ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ୍

ଭୁବନେଶ୍ୱର: ଆସନ୍ତା ଜାନୁୟାରୀ ଦ୍ୱିତୀୟ ସପ୍ତାହରୁ ପୂର୍ବତଟ ରେଳପଥ ମଧ୍ୟରୁ ଗଡିବ ୬ ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ୍ ।  ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ବିଶେଷ ଟ୍ରେନ ଗୁଡିକ ଚଳାଚଳ କରିବ । ଏନେଇ ପୂର୍ବତଟ ରେଳପଥ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ,  …

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌, ଆଜି ସୁସ୍ଥ ହେଲେ ୩୨୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର:  ଆଜି ଓଡିଶାରୁ ସୁସ୍ଥ ହେଲେ ୩୨୯ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୫ ହଜାର ୪୩୨ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି।…

ସହିଦ କୋଭିଡ ଯୋଦ୍ଧାଙ୍କ ପାଇଁ ନିର୍ମାଣ ହେବ ସ୍ମାରକୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ସହିଦ କୋଭିଡ ଯୋଦ୍ଧାଙ୍କ ପାଇଁ ନିର୍ମାଣ ହେବ ସ୍ମାରକୀ। କୋଭିଡ ଯୋଦ୍ଧାଙ୍କ ପରିବାର ସହ ଆଲୋଚନା କରିବା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହୀଦ କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ସ୍ମୃତି ସ୍କାରକୀ ନିର୍ମାଣ କରାଯିବ। ଏହି ସ୍ମାରକୀରେ ପ୍ରାଣ…

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଏସ ମୁରଲୀଧର

କଟକ: ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ପଞ୍ଜାବ ହରିଆନା ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ ମୁରଲୀଧର। ସୁପ୍ରିମକୋର୍ଟଙ୍କ କଲେଜିୟମ ଏହି ସୁପାରିଶ କ୍ରମେ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ବିଭାଗ ଏ ନେଇ ବିଜ୍ଞପ୍ତି ଜାରି କରିଛି। ଜଷ୍ଟିସ ଡକ୍ଟର ଏସ ମୁରଲୀଧର ୧୯୬୧…

କଟକ ମହାନଗରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୭

କଟକ: ଆଜି କଟକ ମହାନଗରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ନୂଆ  ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ଜଣେ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୪ ରହିଛି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ…
ବ୍ରେକିଂ