କରୋନାରେ ଆର୍ଥିକ ବ୍ୟବଧାନ ବୃଦ୍ଧି
କରୋନା ମହାମାରୀ ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରିବା ଦିନଠାରୁ ପ୍ରତ୍ୟେକ ବ୍ୟକ୍ତି ଏଥିରେ ପ୍ରଭାବିତ ହୋଇଛନ୍ତି ଓ ସାଧାରଣ ଲୋକଙ୍କର ଜୀବନର ସାମାଜିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଦିଗ ଉପରେ ଏହାର ଛାପ ଭିନ୍ନ ଭାବେ ପଡିଛି । ଯଦିଓ ଏହା ସତ୍ୟ ଯେ କରୋନା ଭୂତାଣୁ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ କୌଣସି…