ନୂଆବର୍ଷରେ ନନ୍ଦନକାନନରେ୧୩ ହଜାର ଟପିଲା ପର୍ଯ୍ୟଟକଙ୍କ ସଂଖ୍ୟା
ବାରଙ୍ଗ: ନୂଆବର୍ଷରେ ନନ୍ଦନକାନନରେ୧୩ ହଜାର ଟପିଲା ପର୍ଯ୍ୟଟକଙ୍କ ସଂଖ୍ୟା । କୋଭିଡ କଟକଣା କୋହଳ ପରେ ନୂଆ ବର୍ଷରେ ସର୍ବାଧିକ ପର୍ଯ୍ୟଟକଙ୍କ ନନ୍ଦନକାନନ ଆଗମନ ହୋଇଥିବା ସୂଚନା ଦେଇଛନ୍ତି ଉପନିର୍ଦ୍ଦେଶକ। ଆଜି ମୋଟ ୧୨,୪୩୯ ଜଣ ପର୍ଯ୍ୟଟକ ନନ୍ଦନକାନନର ଚିଡ଼ିଆଖାନା ଏବଂ ୧୨୨୯ ଜଣ ପର୍ଯ୍ୟଟକ…