Daily Archives

January 1, 2021

ନୂଆବର୍ଷରେ ୬ ରାଜ୍ୟକୁ ନୂଆ ପ୍ରକଳ୍ପ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆବର୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆବର୍ଷରେ ଭିଡିଓ କନଫରେନ୍ସିଂ ଯୋଗେ ୬ଟି ରାଜ୍ୟରେ ଲାଇଟ୍ ହାଉସ୍ ପ୍ରୋଜେକ୍ଟର ଭିତ୍ତିପ୍ରସ୍ଥର ସ୍ଥାପନା କରିଛନ୍ତି । ମୋଦି ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ୍ ଇଣ୍ଡିଆ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ

ଭୁବନେଶ୍ୱର: ନବୀନଙ୍କୁ ପ୍ରଦୀପ୍ତଙ୍କ ଚିଠି।  ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ବିଧାୟକ ପାଣ୍ଠି ଖର୍ଚ୍ଚ କରିବା ନେଇ ଥିବା କଟକଣାକୁ ଉଠାଇବାକୁ ପ୍ରଦୀପ୍ତ , ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । କରୋନା…

ମିସ୍ କଲରେ ହେବ ଗ୍ୟାସ ରିଫିଲିଂ ବୁକିଂ

ଭୁବନେଶ୍ୱର: ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ।  ଏଣିକି ଗୋଟିଏ ମିସ୍ କଲରେ ଏଲପିଜି ରିଫିଲିଂ ହେବ । ବୁକିଂ ହେଉ ଅବା ନୂଆ ପଞ୍ଜୀକରଣ ହୋଇପାରିବ। ଆଜି ନୂଆ ବର୍ଷରେ ଏହି ଭେଟି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂଆ ସେବାର ଶୁଭାରମ୍ଭ…

ନବ ବର୍ଷରେ କବିତା ମାଧ୍ୟମରେ ଲୋକଙ୍କୁ ଆଶ୍ୱସନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିଦାୟ ଦେଇଛି ଯନ୍ତ୍ରଣା ଓ ସଂଘର୍ଷର ବର୍ଷ ୨୦୨୦। ନୂଆ ଆଶା , ସମୃଦ୍ଧି ନେଇ ପାଦ ଥାପିଛି ବର୍ଷ ୨୦୨୧ ।  ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ କବିତା ଲେଖି ଟ୍ୱିଟରରେ ସେୟାର କରିଛନ୍ତି। ଅଭି ତୋ ସୁରଜ ଉଗା ହେ ଏହି…

ନୂଆବର୍ଷରେ ବଦଳିଲେ ଚାରି ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛିନ୍ତି । ରାଜ୍ୟର ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି ସରକାର । ଆଇଏଏସ ଆର୍ ଭୀନିଲ କ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଜୁକ୍ତ କରାଯାଇଛି । ସେହିପରି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍କୁ…

ଫ୍ୟାନ୍ସଙ୍କୁ ପ୍ରଭାସଙ୍କ ନୂଆବର୍ଷ ଭେଟି; ଇନଷ୍ଟାଗ୍ରାମରେ ଛାଡିଲେ ରାଧେଶ୍ୟାମର ନୂଆ ପୋଷ୍ଟର

ହାଇଦ୍ରାବାଦ: ଫ୍ୟାନ୍ସଙ୍କୁ ପ୍ରଭାସ ଦେଲେ ନୂଆ ବର୍ଷର ଭେଟି ।  ନୂଆ ବର୍ଷର ଆରମ୍ଭରୁ ଫ୍ୟାନ୍ସଙ୍କୁ ନୂଆ ବର୍ଷର ପ୍ରଥମ ଉପହାର ଦେଇଛନ୍ତି ସୁପରଷ୍ଟାର ପ୍ରଭାସ । ସେ ତାଙ୍କ ଆଗାମୀ ଫିଲ୍ମର ନୂଆ ପୋଷ୍ଟରକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।  ଏହା ସହ ଏହି ସିନେମା ଚଳିତ ବର୍ଷ ରିଲିଜ ହେବ…

୨୪ ଘଣ୍ଟାରେ ରାଜ୍ୟରେ ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ  ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ  ୧୩୯ ଜଣ ସଂଗରୋଧରେ ରହିଥିବା ବେଳେ ୧୦୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।…

ପୁରୀରେ ବିମାନ ବନ୍ଦର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ ହେବ ଆନ୍ତର୍ଜାତୀୟ ବିମାନ ବନ୍ଦର । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ନାମରେ ଏକ ଆନ୍ତର୍ଜାତୀୟ ବିମାନବନ୍ଦର ପାଇଁ ନବୀନ ଏହି ଚିଠି ଲେଖିଛନ୍ତି । ଦେଶ ବିଦେଶରୁ ଆସୁଥିବା…

ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ସୂଚନା; ଓଡଶାରେ ନାହିଁ ବ୍ରିଟେନ ଷ୍ଟ୍ରେନ୍‌

ଭୁବନେଶ୍ୱର: ବ୍ରିଟେନରେ କରୋନାର ଯେଉଁ ନୂଆ ଷ୍ଟ୍ରେନ୍ ଦେଖା ଦେଇଛି, ତାହା ଓଡିଶାରେ ନାହିଁ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦିପ୍ର କୁମାର ଏହି ସୂଚନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବ୍ରିଟେନରୁ ଯେତିକି ଲୋକ ଆସିଥିଲେ, ପ୍ରାୟ ସମସ୍ତଙ୍କୁ ଚିହ୍ନଟ କରାଯାଇଛି ।…

୨୪ ଘଣ୍ଟାରେ ଦେଶରେ ୨୦,୦୩୬ ନୂଆ କରୋନା ଆକ୍ରାନତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ସମ୍ପୁର୍ଣ୍ଣ ଭାବରେ ଦୂର ହୋଇନାହିଁ । ପ୍ରତିଦିନ ହଜାର ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।  ତଥାପି ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ୨୪ ଘଣ୍ଟାରେ ଦେଶରେ ୨୦,୦୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…
ବ୍ରେକିଂ