ଓଡିଶା ସିଭିଲ୍ ସର୍ଭିସ୍ ୨୦୨୦ ପାଇଁ ବିଜ୍ଞପ୍ତି,୩୯୨ ପଦବୀ ପାଇଁ ଆବେଦନ ଆହ୍ୱାନ
କଟକ: ଓଡିଶା ସିଭିଲ୍ ସର୍ଭିସ୍ ୨୦୨୦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଫେବ୍ରୁଆରୀ ୧୨ ତାରିଖରୁ ୧୮ ତାରିଖ ଭିତରେ ଏଥିଲାଗି ଆଶାୟୀ ଓ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ସମୁଦାୟ ୩୯୨ଟି ପଦବୀ ପାଇଁ…