ଏବେବି ବଞ୍ଚିଛି ମଣିଷ ପଣିଆ: ୩ ଭରି ଓଜନର ସୁନାଚେନ ପାଇ ଫେରାଇଲେ ହୋଟେଲ ମାଲିକ
ଆଠଗଡ: ପଣିଷ ପଣିଆ ଦେଖାଇଲେ ହୋଟେଲ ମାଲିକ ।ଗ୍ରାହକଙ୍କ ସୁନା ଚେନ ପାଇ ଫାରାଇଲେ ।ସୂଚନା ଅନୁଯାୟୀ, ଆଠଗଡ ବ୍ଲକ ଧାଈପୁର ପଞ୍ଚାୟତ କଇଥ ଛକ ନିକଟରେ ଥିବା ସାଇ କ୍ରିଷ୍ଣା ହୋଟେଲରେ ଆଜି ଅନୁଗୁଳ ଜିଲ୍ଲାର ଗୋଠମରା ଗ୍ରାମର ଦୁର୍ଯ୍ୟୋଧନ ପ୍ରଧାନ ତାଙ୍କ ପରିବାର ସହିତ ଅନୁଗୁଳରୁ ପୁରୀ ଯିବା…