Daily Archives

January 3, 2021

କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ସଦାନ୍ଦ ଗୌଡ ଅସୁସ୍ଥ । ସେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ବେଙ୍ଗାଲୁରୁ ଫେରୁଥିୁବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ଘଟଣା ସ୍ଥଳରୁ ତାଙ୍କୁ ତୁରନ୍ତ ବାସଭେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ କହିବା ଅନୁଯାୟୀ,…

ନାବାଳକ ଅପହରଣର ପର୍ଦ୍ଦାଫାଶ: ୮ ଗିରଫ

ପାରଳାଖେମୁଣ୍ଡି: ନାବାଳକ ଅପହରଣ ଘଟଣାର ପର୍ଦ୍ଦାଫାଶ କଲା ଗଜପତି ପୋଲିସ୍।  ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ କୁମୁଟୀ ସାହିର ୭ବର୍ଷ ନାବାଳକ ଅପହରଣ ମାମଲାରେ ଜଣେ ନାବାଳକ ସମେତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ପୋଲିସ ୨ ଲକ୍ଷ ୨୦ ହଜାର ଟଙ୍କା ସହ …

ଖାଦ୍ୟରେ ସାମିଲ କରନ୍ତୁ ଏହି ଡାଲି ମିଳିବ ଅନେକ ହିତକର ଫାଇଦା

ପ୍ରଗତିବାଦୀ ସ୍ୱାସ୍ଥ୍ୟ ଟିପ୍ସ: ଆମ ଶରୀର ପାଇଁ ପ୍ରୋଟିନର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ ,ଏହି ପ୍ରୋଟିନ ଆମକୁ ଦଳି ଖାଇବା ଦ୍ୱାରା ମିଳିଥାଏ l ଭାରତୀୟ ଖାଦ୍ୟ ଥାଳିରେ ଦଳି ବିନା ଖାଦ୍ୟ ଅସମ୍ପୂର୍ଣ୍ଣ ଲାଗିଥାଏ l ଅଧିକାଂଶ ଘରେ ଖାଇବାରେ ପ୍ରତେକ ଦିନ ଦଳି ଓ ତରକାରୀ ଦୁଇଟିଯାକ ଖାଦ୍ୟ…

ଭାରତରେ କୋଭିଡ଼ ଟୀକାର ଜରୁରୀକାଳୀନ ଅନୁମତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସ୍ୱାଗତ

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ନିର୍ମିତ ଅକ୍ସଫୋର୍ଡ କୋଭିଡ୧୯ ଟୀକା କୋଭିସିଲ୍ଡଡକୁ ଅନୁମୋଦନ କରିଛନ୍ତି ଭାରତ ସରକାର । ସେହିପରି ସୀମିତ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଭାରତ ବାୟୋଟେକ ଦ୍ୱାରା ସ୍ୱଦେଶୀ ଭାବରେ ଟୀକା ବିକଶିତ କରାଯାଇଛି । ଭାରତରେ କରୋନା ଟୀକାର ଜରୁରୀକାଳୀନ…

କୋଚି – ମାଙ୍ଗାଲୁରୁ ପ୍ରାକୃତିକ ବାଷ୍ପ ପାଇପଲାଇନକୁ ଜାନୁଆରୀ ୧୫ରେ ରାଷ୍ଟ୍ରକୁ ଉତ୍ସର୍ଗ କରିବେ ମୋଦୀ

କୋଚି: କୋଚି - ମାଙ୍ଗାଲୁରୁ ପ୍ରାକୃତିକ ବାଷ୍ପ ପାଇପଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାନୁଆରୀ୧୫ ଦିନ ୧୧ ଟା ସମୟରେ ଲୋକାର୍ପିତ କରିବେ ମୋଦୀ ।  ଏହି କାର୍ଯ୍ୟକ୍ରମ ‘ୱାନ ନେସନ ୱାନ ଗ୍ୟାସ ଗ୍ରୀଡ’ ସୃଷ୍ଟି ଦିଗରେ ଏକ…

ସୋମବାର ଠାରୁ ସମସ୍ତ ରୁଟରେ ଚାଲିବ ମୋ ବସ୍

ଭୁବନେଶ୍ୱର: କାଲି ଠାରୁ ସମସ୍ତ ରୁଟରେ ଗଡିବ ମୋ ବସ୍ । ଏନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆ ଯାଇଛି । ?Notice- #MoBus? service will be available in all the routes including Route 29, tomorrow (4th…

ରାଜଧାନୀରୁ ୫୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରୁ ୫୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି। ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରୁ ଭୁବନେଶ୍ୱରକୁ ବ୍ରାଉନ୍‌ସୁଗାର ଚାଲାଣ ହେଉଥିବା ବେଳେ କମିସନରେଟ ପୁଲିସ୍‌ର କୁଇକ୍‌ ଆକ୍ସନ ଟିମ୍‌ ଏହାକୁ ଜବତ କରିଛି। କୌଣସି ସୂତ୍ରରୁ ସୂଚନା ମିଳିବା ‌ପରେ ପୁଲିସ ଟିମ୍‌ ଆଜି…

ସିଂହଦ୍ୱାରରୁ ପତିତପାବନ ଦର୍ଶନ କଲେ ରାଜ୍ୟପାଳ

ପୁରୀ: ଆଜି ପୁରୀରେ ପତିତପାବନ ଦର୍ଶନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । କରୋନା ନେଗେଟିଭ୍ ରିପୋର୍ଟ ନ ଥିବାରୁ ରାଜ୍ୟପାଳ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ ନ କରି କେବଳ ସିଂହ ଦ୍ୱାରରୁ ଦର୍ଶନ କରି ଫେରିଥିବା ସୂଚନା ମିଳିଛି । ଏହି ଅବସରରେ ସେ ଠାକୁରଙ୍କ ନିକଟରେ ରାଜ୍ୟର…

ଭାରତୀୟ ମହିଳା ହକି ଟିମ୍ ରେ ୪ ଓଡ଼ିଆ, ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: କରୋନା ପାଇଁ ବର୍ଷକ ପରେ ଆରମ୍ଭ ହୋଇଛି ଖେଳ । ଆଜି ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଅଭିମୁଖେ ଯାତ୍ରା କରିଛି । କରୋନା କାଳରେ ଦେଶ ବାହାରେ ଭାରତୀୟ ମହିଳା ହକି ଦଳର ଏହା ପ୍ରଥମ ମ୍ୟାଚ୍ । ହକି ଇଣ୍ଡିଆ ପକ୍ଷରୁ ୨୫ ଜଣିଆ ମହିଳା ଦଳ ଆର୍ଜେଣ୍ଟିନା ଟୁର୍ ପାଇଁ ଘୋଷଣା…

ବିଜେପି ନେତା ହତ୍ୟା ମାମଲା, ୧୨ ଜଣଙ୍କ ନାଁରେ ଥାନାରେ ଏତଲା

କଟକ: ମାହାଙ୍ଗା ବିଜେପି ନେତା ତଥା ପୂର୍ବତନ ବ୍ଲକ ଅଧକ୍ଷ୍ୟ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାରେ ୧୨ ଜଣଙ୍କ ନାଁରେ ଦିଆଯାଇଛି ଏତଲା । ମୃତ କୁଳମଣି ବରାଳଙ୍କ ପୁଅ ଏନେଇ ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି । ଘରକୁ ଫେରୁଥିବା ସମୟରେ ଏହି ୧୨ ଜଣ ତାଙ୍କ ବାପାଙ୍କୁ ଆକ୍ରମଣ…
ବ୍ରେକିଂ