ରାଜ୍ୟରୁ ସୁସ୍ଥ ହେଲେ ୨୯୮ ଜଣ କରୋନା ଆକ୍ରାନ୍ତ
ଭୁବନେଶ୍ଵର: ରାଜ୍ୟରେ ଖସୁଛି କରୋନା ଗ୍ରାଫ। ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଅପେକ୍ଷା ଧିରେ ଧିରେ କମିବାରେ ଲାଗିଛି। ଯାହା ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଆଣିଛି। ଆଜି ରାଜ୍ୟରେ ମୋଟ ୨୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୩ ଲକ୍ଷ ୨୬ ହଜାର ୫୦୭ଜଣ ସୁସ୍ଥ ହୋଇଛନ୍ତି। ଏ…