Daily Archives

January 5, 2021

ସୋନପୁରରେ ଚଳୁନି ଖୁଚୁରା ପଇସା

ବଲାଙ୍ଗୀର: ସୋନପୁରରେ ଚଳୁନି ଖୁଚୁରା ପଇସା । ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ମେଣ୍ଡା ଅଞ୍ଚଳରେ ଖୁଚୁରା ୧,୨ ଓ ୧୦ ଟଙ୍କିଆ ମୁଦ୍ରାକୁ ଦୋକାନୀମାନେ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ଗ୍ରାମାଞ୍ଚଳରେ ଲୋକମାନେ ମୁଖ୍ୟତ ବିଭିନ୍ନ ଜିନିଷ କିଣାବିକା ବେଳେ ଖୁଚୁରା ଟଙ୍କାକୁ ବହୁଳ…

ଅପପ୍ରଚାର ପାଇଁ ଫିନାଇଲ ପିଇଲେ ଯୁବତୀ

ଗୋଳନ୍ଥରା: ଅପପ୍ରଚାର ପାଇଁ ଫିନାଇଲ ପିଇଲେ ଯୁବତୀ । ଅପପ୍ରଚାର ଯୋଗୁଁ ବିବାହ ଭାଙ୍ଗିବା ଘଟଣାରେ ମର୍ମାହତ ହୋଇ ଆଜି ସକାଳେ ଯୁବତୀ ଜଣଙ୍କ ଘରେ ଥିବା ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେ ଏବେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଜୀବନ ସହ ସଂଗ୍ରାମ କରୁଥିବା ଜଣାପଡିଛି। ସୂଚନା…

ଶେଷ ହେଲା ଚିଲିକାରେ ପକ୍ଷୀ ଗଣନା

ଟାଙ୍ଗୀ: ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ନୀଳ ଜଳ ରାଶିରେ ଶୀତ ଋତୁ ରେ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥାଏ । ଚିଲିକାରେ ଦେଖା ଯାଉଥିବା ଏହି ପକ୍ଷୀଙ୍କ ସଂଖ୍ୟା ଜାଣିବା ପାଇଁ ସରକାରୀ ଭାବେ ଗଣନା କରାଯାଏ ।  ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଚିଲିକାରେ ଦେଶୀ ବିଦେଶୀ ପକ୍ଷୀଙ୍କ…

ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ

ସୁନ୍ଦରଗଡ଼: ଫାଣ୍ଡି ଅଧିକରୀଙ୍କୁ ତୀର ମାଡ଼ । ମଦ ଧରିବାକୁ ଯାଇଥିବା ବେଳେ ତୀର ମାଡ଼ ଅଭିଯୋଗ ହୋଇଛି । ଆଜି ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଟେନ୍ସା ଫାଣ୍ଡି ଅଞ୍ଚଳରେ ଘଟିଛି । ଅଭିଯୋଗ ଅନୁଯାୟୀ, ଟେନସା ଜିରୋ ଅଞ୍ଚଳରେ ଅବାଧ ମଦ ବେପାର ହେଉଥିବା ଅଭିଯୋଗ ହୋଇଥିଲା । ଏହା ପରେ ଫାଣ୍ଡି…

ଘରେ ପ୍ରସ୍ତୁତ କରନ୍ତୁ ବାଲୁଶାହି ମିଠା

ଆମ ରୋଷଇ: ଆମେ ସାଧାରଣତଃ ବିଭିନ୍ନ ପ୍ରକାରର ମିଠା ଖାଇଥାଉ। ଠାକୁରଙ୍କ ପାଖରେ ଭୋଗ ଲାଗିବା ହେଉ କିମ୍ବା ବିବାହ ଭାର ପାଇଁ ଘରେ ପ୍ରସ୍ତୁତ ହୁଏ ନାନାଦି ପ୍ରକାରର ମିଠା।  ସେଥି ମଧ୍ୟରୁ ବାଲୁଶାହି ମିଠା ବିଷୟରେ ଆପଣ ଭଲ ଭାବରେ ଯାଣିଥିବେ। ଏହି ମିଠା ଦେଖିବାକୁ ଯେମିତି ସୁନ୍ଦର, ସେଭଳି…

ଓଡିଶାରୁ ସୁସ୍ଥ ହେଲେ ୨୭୧ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରୁ ଆଜି ୨୭୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ୩ ଲକ୍ଷ ୨୬ ହଜାର ୭୭୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣି। Another 271 Covid…

୨୦୨୦-୨୧ ବର୍ଷ ପାଇଁ ଲଳିତ କଳା ଏକାଡେମୀ ପୁରସ୍କାର ଘୋଷିତ

ଭୁବନେଶ୍ୱର: ୨୦୨୦-୨୧ ବର୍ଷ ପାଇଁ ଲଳିତ କଳା ଏକାଡେମୀ ପୁରସ୍କାର ଘୋଷିତ ହୋଇଛି । ଶ୍ରେଷ୍ଠ କୃତି ପାଇଁ  ୮ଜଣ ଶିଳ୍ପୀଙ୍କୁ ୨ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ । ଭାସ୍କର୍ଯ୍ୟ ପାଇଁ ବିଶ୍ୱରଞ୍ଜନ କର ଓ ସୁଧିରଞ୍ଜନ ମହାରଥା ମନୋନୀତ ହୋଇଥିବା ବେଳେ  ମୁଦ୍ରଣ କଳା ପାଇଁ ସୁଜିତ କୁମାର ସ୍ୱାଇଁ…

ଆକାଶ ପାଠକଙ୍କ କେସ୍ ଡାଏରୀ ଦାଖଲ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ଆକାଶ ପାଠକ ଜାମିନ ଆବେଦନର ଶୁଣାଣି କରିଛନ୍ତି ହାଇକୋର୍ଟ । କେସ୍ ଡାଏରୀ ଦାଖଲ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଆକାଶ ପାଠକଙ୍କ…

ଆପଣଙ୍କ ନିଦ ଅଧ ରାତିରୁ ଭାଙ୍ଗୁଛି କି ? ହୋଇପାରେ ଏହି ସବୁ କାରଣ

ସ୍ୱାସ୍ଥ୍ୟ ଟିପ୍ସ: ଦିନକୁ ୭ ରୁ ୮ ଘଣ୍ଟା ଭଲ ନିଦରେ ଆରାମରେ ଶୋଇବା ଆବଶ୍ୟକ l କିନ୍ତୁ ବେଳେବେଳେ ଏପରି ଦେଖା ଯାଇଥାଏ ନିଦ ଲାଗିଥିଲେ ମଧ୍ୟ ଆମେ ଠିକରେ ଶୋଇ ନପାରି ରାତିରେ ବାରମ୍ବାର ଉଠିଥାଉ l ଯାହା ଆମକୁ ଦିନସାରା ହାଲିଆ ଲାଗିବାର କାରଣ ଅଟେ l ଗବେଷଣାରୁ ଜଣା ପଡିଛି ଯେ ପାଖାପାଖି…

ପ୍ଲେନରେ ଯାତ୍ରା କରି ପାରିବେ ଗାଙ୍ଗୁଲି, ରକ୍ତ ନମୁନା ରିପୋର୍ଟ ସନ୍ତୋଷଜନକ: ଡାକ୍ତର ଦେବୀ ସେଟ୍ଟୀ

କୋଲକାତା: ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସୁସ୍ଥ ଅଛନ୍ତି । ତାଙ୍କୁ ବୁଧବାର ଡାକ୍ତରଖାନାରୁ ଛୁଟି ମିଳିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଉଡଲାଣ୍ଡ ମେଡିକାଲର କାର୍ଡିଆକ ସର୍ଜନ ଡାକ୍ତର ଦେବୀ ସେଟ୍ଟୀ କହିଛନ୍ତି ସୌରଭ…
ବ୍ରେକିଂ