Daily Archives

January 6, 2021

ଟିଆରପି ଠକେଇ ମାମଲା,ଅର୍ଣ୍ଣବଙ୍କ ବିରୋଧରେ ରହିଛି ଯଥେଷ୍ଟ ପ୍ରମାଣ: ମୁମ୍ବାଇ ପୋଲିସ

ମୁମ୍ବାଇ: ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ରକହିଛି ଯଥେଷ୍ଟ ପ୍ରମାଣ। ଟେଲିଭିଜନ ରେଟିଂ ପଏଣ୍ଟସ ବା ଟିଆରପି ଠକେଇ ମାମଲାରେ ତଦନ୍ତ କରି ହାଇକୋର୍ଟଙ୍କୁ ଜଣାଇଛି ମୁମ୍ବାଇ ପୋଲିସ।   ଜାନୁୟାରୀ ୧୫ ତାରିଖରେ ହେବାକୁ ଥିବା ଏହି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ…

ଦେଶି ମଦ ବିକୁଥିଲେ, ବନ୍ଧା ହେଲେ

ଅମର୍ଦ୍ଦାରୋଡ: ଦେଶି ମଦ ବିକି ବିକୁଥିଲେ । ପୋଲିସ୍ ଦ୍ୱାରା ଧାରାପଡି ଗିରଫ ହେଲେ । ଦେଶି ମଦ ବ୍ୟବସାୟୀଙ୍କୁ ବାଲେଶ୍ୱର ଅବକାରୀ ବିଭାଗ ଗିରଫ କରିଛି । ଆଜି ବାଲେଶ୍ଵର ଜିଲ୍ଲା ବସ୍ତା ଅବକାରୀ ବିଭାଗ ତରଫରୁ ବସ୍ତା ଥାନା ଅଧୀନ କୁସିଡିହା ବଜାର, ଗୋଠଗଡିଆ ଓ କୁସୁଡିହା ଛକ ଆଦି ସ୍ଥାନ…

ଭୁବନେଶ୍ୱର ଗ୍ରୀନ୍‌ ଚିଲ୍ଲିରେ ଭୟାବହ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ଗ୍ରାହକ, କର୍ମଚାରୀ

ଭୁବନେଶ୍ୱର: ଭୁବନେଶ୍ୱର ବିରିୟାନୀ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ । ଗୋପବନ୍ଧୁ ଛକ ନିକଟରେ ଥିବା ଗ୍ରୀନ ଚିଲ୍ଲିଜ୍ ବିରିୟାନୀ ସେଣ୍ଟରରେ ନିଆଁ ଲାଗି ଯାଇଛି ।ଗ୍ୟାସ୍ ଚୁଲ୍ଲା ଉପରେ ଥିବା ତେଲ କଢ଼େଇ ଢଳି ଯିବା ଫଳରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଲା…

ବଦାଉନ ଗଣମଳାତ୍କାର, ହତ୍ୟା ମାମଲା : ୨ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବଦାଉନ ଜିଲାରେ ଘଟିଥିବା ଗଣାବଳାତ୍କାର ଓ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଅନ୍ୟ ଜଣେ ଅପରାଧିକୁ ଧରିବା ପାଇଁ ବଦାଉନ ସିନିୟର ଏସ୍‌ପି ସଙ୍କଳ୍ପ ଶର୍ମା ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଉଗାଇଟି ଥାନାରେ ଭାରତୀୟ ପିଙ୍ଗଳ…

ଜାନୁୟାରୀ ୧୧ ରୁ ଗୁଜୁରାଟରେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: ଜାନୁୟାରୀ ୧୧ ରୁ ଗୁଜୁରାଟରେ ଗୁଜୁରାଟରେ ଖୋଲିବ ସ୍କୁଲ। ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ  ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଗୁଜୁରାଟ ଶିକ୍ଷା ମନ୍ତ୍ରୀ ଭୂପେନ୍ଦ୍ର ସିଂ ଏହି ଘୋଷଣା କରିଛନ୍ତି । କୋଭିଡ ନିୟମ କଡାକଡି ଭାବରେ ପାଳନ କରି…

ଭିଜିଲାନ୍ସ ଜାଲରେ ମାଲକାନାଗିରି ଡିପିଏମ୍

ମାଲକାନାଗିରି: ଲାଞ୍ଚ ନେଇ ଧରାପଡିଲେ ଡିପିଏମ୍ । ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ମାଲକାନଗିରି ଏନଆରଏଚଏମର ଡିପିଏମ ସୁଦୀପ କେଶ । ସେ ଆଜି ତାଙ୍କ କାର୍ଯ୍ୟଳୟର କାର୍ଯ୍ୟରତ ଜେଇ ନବଘନ ଖୁଲଙ୍କ ଏକ ବିଲ ପାସ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଭିଜିଲାନ୍ସ…

୬ ହଜାର ୪ ଶହ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ୬ ହଜାର ୪ଶହ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମତି । ୫ ହଜାର ୩ଶହ ୫୮ କୋଟି ଟଙ୍କାର ପୁଞ୍ଜିନିବେଶକୁ ହାଇ ଲେଭେଲ୍ କ୍ଳିୟରାନ୍ସ ଅଥରିଟି ପକ୍ଷରୁ ମଞ୍ଜୁରୀ ଦିଆଯାଇଥିବା ବେଳେ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଳିୟରାନ୍ସ ଅଥରିଟି ପକ୍ଷରୁ ୧…

ଜାନୁଆରୀ ୮ରେ ଦେଶର ସମସ୍ତ ଜିଲ୍ଲାରେ ହେବ ଭ୍ୟାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଇ ରନ୍‌

ନୂଆଦିଲ୍ଲୀ: ଜାନୁଆରୀ ୮ ତାରିଖରେ ହେବ କୋଭିଡ ଭ୍ୟାକ୍ସିନର ଦ୍ୱିତ୍ୱୀୟ ପର୍ଯ୍ୟାୟ ଡ୍ରାଏ ରନ୍ । ଭ୍ୟାକ୍ସିନେସନ ପାଇଁ ପ୍ରଥମ ଡ୍ରାଇ ରନ ୨୮ ଓ ୨୯ ଡିସେମ୍ବରରେ ଦେଶର ୪ ରାଜ୍ୟରେ କିଛି ସ୍ଥାନରେ କରାଯାଇଥିଲା । ଏହାପରେ ଜାନୁୟାରୀ ୨ରେ ପୁରା ଦେଶରେ ପ୍ରଥମ ଡ୍ରାଇ ରନ ସମସ୍ତ ରାଜ୍ୟର କିଛି…

ଭୁବନେଶ୍ୱର ଏୟାରପୋର୍ଟରୁ ମିଳିଲା ପିସ୍ତଲ

ଭୁବନେଶ୍ୱର: ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରୁ ପିସ୍ତଲ ଜବତ । ଜଣେ ଯୁବକଙ୍କଠାରୁ ପିସ୍ତଲ ଜବତ କଲା ଏୟାରପୋର୍ଟ ସିକ୍ୟୋରିଟି । ପୁରୀ କୃଷ୍ଣପ୍ରସାଦ ଅଞ୍ଚଳର ରାମଚନ୍ଦ୍ର ଜେନାଙ୍କଠାରୁ ଏହି ବନ୍ଧୁକ ଜବତ କରାଯାଇଛି। ସୂଚନାନୁସାରେ ବେଙ୍ଗାଲୁରୁ ଯିବା ପାଇଁ ରାମଚନ୍ଦ୍ର ଏୟାର…

ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ : ବିଏମସି କମିଶନର

ଭୁବନେଶ୍ୱର:ଏଣିକି ବିନା କରୋନା ପରୀକ୍ଷାରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରାଯାଇପାରିବେ । ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ। ଏନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚଉଧାରୀ ସୂଚନା ଦେଇଛନ୍ତି। ମନ୍ଦିରକୁ ପ୍ରବେଶ ବେଳେ ସ୍କ୍ରିଂନି କରାଯାଇ…
ବ୍ରେକିଂ