Daily Archives

January 6, 2021

ବିବାଦ ସମାଧାନ କରିବାକୁ ଯାଇ ମାଡ ଖାଇଲେ ମଧ୍ୟସ୍ଥି

ଖୋର୍ଦ୍ଧା: ଗାଁ ଗହଳି ହେଉ ଅବା ସହରମାନଙ୍କରେ କୌଣସି ସମସ୍ୟାର ସମାଧାନ ପାଇଁ ଉଭୟପକ୍ଷ ମଧ୍ୟସ୍ଥି ଲୋଡିଥାନ୍ତି । ମଧ୍ୟସ୍ଥି ଉଭୟ ପକ୍ଷଙ୍କ ଯୁକ୍ତିକୁ ଶୁଣି ଆପୋଶ ବୁଝାବଣା କରିବାକୁ ବି ଚେଷ୍ଟା କରିଥାନ୍ତି । ତେବେ ଏନେକ ପରିସ୍ଥିତିରେ ମଧ୍ୟସ୍ଥି ମଧ୍ୟ ମାଡ ଖାଇଥିବାର ନଜିର ରହିଛି ।…

କଟକ ମହାନଗରରୁ ଚିହ୍ନଟ ହେଲେ ୫ କରୋନା ଆକ୍ରାନ୍ତ

କଟକ: ଗତ ୨୪ ଘଣ୍ଟାରେ ଆଜି କଟକ ମହାନଗରରୁ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ୫ ନୂଆ  ଆକ୍ରାନ୍ତଙ୍କ ମଧ୍ୟରୁ ସମସ୍ତେ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୨୨୮ ରେ ପହଞ୍ଚିଛି । ଏନେଇ କଟକ…

ଜାନୁଆରୀରେ ହେବ ପଞ୍ଚଦଶ ତୋଷାଳୀ ମେଳା

ଭୁବନେଶ୍ୱର: ହସ୍ତତନ୍ତ, ବୟନ ହସ୍ତଶିଳ୍ପର ବିକାଶ ଓ ବୁଣାକାର ଓ ଶିଳ୍ପୀଙ୍କ ଉତ୍ପାଦନ ବିକ୍ରି ପାଇଁ ସୁଯୋଗ ସୃଷ୍ଟି କରିବା ନିମନ୍ତେ ଜାନୁଆରୀରେ ହେବ ପଞ୍ଚଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା।  ହସ୍ତତନ୍ତ, ବୟନ ହସ୍ତଶିଳ୍ପ ବିଭାଗର ବୈଠକରେ ଏନେଇ ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି…

ପୁରୀ କୋଚିଂ ଡିପୋ ଠାରେ କାର୍ଯ୍ୟକ୍ଷମ ହେଲା ସ୍ୱୟଂଚାଳିତ କୋଚ୍ ୱାଶିଂ ପ୍ଲାଣ୍ଟ

ପୁରୀ: ପୂର୍ବତଟ ରେଳପଥ ପକ୍ଷରୁ ପୁରୀ କୋଚିଂ ଡିପୋରେ ସ୍ୱୟଂଚାଳିତ କୋଚ୍ ୱାଶିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯାଇଛି।| ଏହି କୋଚିଂ ଡିପୋକୁ ଆସୁଥିବା ଟ୍ରେନ୍ ରେକ୍ ର ଗତିକୁ ଅନୁଭବ କରି ସମଗ୍ର ଟ୍ରେନର ଧୋଇବା ପ୍ରକ୍ରିୟାକୁ ଫଳପ୍ରଦ ଭାବରେ ସମାପ୍ତ କରିବାକୁ ସ୍ୱଳ୍ପ ସମୟ ବ୍ୟୟ କରାଯାଉଥିବା…

ଅବକାରୀ ନିୟମକୁ ଫୁ: ସହର ମୁଖ୍ୟ ରାସ୍ତା କଡରେ ଠିପି ଖୋଲା ବିଦେଶୀ ମଦ ଦୋକାନ

ପୁରୁଷୋତ୍ତମପୁର: ମଦ ବ୍ୟାବସାୟରେ ମାଲାମାଲ ବ୍ୟବଯାୟୀ । ଅବକାରୀ ନିୟମକୁ ଫୁ କରି ସହର ମୁଖ୍ୟ ରାସ୍ତାର କଡରେ ଠିପି ଖୋଲା ବିଦେଶୀ ମଦ ଖୋଲାଯାଇଛି । ଯେଉଁଥିପାଇଁ ନାନାଦି ସମସ୍ୟା ଉପୁଜୁଛି । ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରର ଗୋପାଳ ବନ୍ଧ ସାମନାରେ ଥିବା ଏକ…

ଟୀକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଓଡିଶା: ଆଗାମୀ ୨ ମାସ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର: ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓଡିଶା। ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ଟୀକାକରଣ ସଂପର୍କରେ ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ…

ଭୁବନେଶ୍ୱରରେ ୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୮

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଭୁବନେଶ୍ୱର ମହାନଗରରେ ମଧ୍ୟ ଆଗ ଅପେକ୍ଷା ଖୁବ କମ୍ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।  ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ…

ରାଜ୍ୟରୁ ସୁସ୍ଥ ହେଲେ ୨୩୦ କରୋନା ଆକ୍ରାନ୍ତ

 ଭୁବନେଶ୍ୱର: ଆଜି ଓଡିଶାରୁ ଆରୋଗ୍ୟ ଲାଭ କରିଛନ୍ତି ୨୩୦ କରୋନା ରୋଗୀ । ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୭ ହଜାର ୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯେଗେ ସୂଚନା ମିଳିଛି। Another 230 Covid patients have recovered…

ପ୍ରବୀଣ ଆମ୍ରେ ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ କୋଚ୍

ନୂଆଦିଲ୍ଲୀ: ପ୍ରବୀଣ ଆମ୍ରେ ହେଲେ ସହାୟକ କୋଚ ।  ଲଗାତାର କିଛି ବର୍ଷ ଧରି ଆପିଏଲରେ ଦମଦାର ପ୍ରଦର୍ଶନ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ଟିମର ସହାୟକ କୋଚ ହୋଇଛନ୍ତି ପ୍ରବୀଣ ଆମ୍ରେ । ଏନେଇ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆ ଯାଇଛି । ? UPDATE ? Pravin Amre…

ରାଜ୍ୟରେ ନାହିଁ ବାର୍ଡ ଫ୍ଲୁ ଭୟ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ନାହିଁ ବାର୍ଡ ଫ୍ଲୁ ଭୟ । ରାଜ୍ୟବାସୀ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ବାର୍ଡ ଫ୍ଲୁ ସତର୍କତା ରିଭ୍ୟୁ ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏ ଯାଏଁ ରାଜ୍ୟରେ ୧୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି ।…
ବ୍ରେକିଂ