Daily Archives

January 7, 2021

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଷଡଯନ୍ତ୍ର, ସୁରକ୍ଷା ନେଇ ତତ୍ପର ହେଲା ପ୍ରଶାସନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ କରାଯାଉଛି ଷକ୍ଷଯନ୍ତ୍ର । ଏନେଇ ନବୀନ ନିବାସକୁ ଆସିଛି ଏକ ବେନାମୀ ଚିଠି । ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ହେଉଥିବା ଜଣାପଡିବା ପରେ ରାଜ୍ୟ ପ୍ରଶାସନ ତତ୍ପର ହୋଇ ଉଠିଛି । ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା…

ଆଜି ଓଡିଶାରୁ ସୁସ୍ଥ ହେଲେ ୨୮୨ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ରାଜ୍ୟରେ ଧିରେ ଧିରେ କମୁଛି କରୋନାର ପ୍ରକୋପ । ଗୋଟିଏ ପରେ ଗୋଟିଏ ଜିଲ୍ଲା କରୋନା ମୁକ୍ତ ହେବାରେ ଲାଗିଛି। ଆଜି ରାଜ୍ୟରେ ୨୪ ଘଣ୍ଟାରେ ୨୩ଟି ଜିଲ୍ଲାରୁ ଆଉ ୨୮୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୨୯୦ରେ ପହଞ୍ଚିଛି।…

ମାସିକ ଋତୁଚକ୍ର ବେଳେ ପେଟ ଫୁଲିବା ସହ ଯନ୍ତ୍ରଣା ହେଉଛି କି ?

ସ୍ୱାସ୍ଥ୍ୟ ଟିପ୍ସ: ମାସିକ ଋତୁଚକ୍ର ବେଳେ ମହିଳାଙ୍କଠାରେ ବିଭିନ୍ନ ସମସ୍ୟା ଦେଖାଦିଏ। ସେଥିରୁ ପେଟ ଫୁଲିବା ଏକ ପ୍ରକାର ସମସ୍ୟା, ଯାହା ଅଧିକାଂଶ ମହିଳାମାନେ ସମ୍ମୁଖୀନ ହୁଅନ୍ତି। ପ୍ରତ୍ୟେକ ମହିଳା ସେମାନଙ୍କର ଜୀବନକାଳ ମଧ୍ୟରେ ୪୫୬ ଥର ଋତୁଚକ୍ରର ସାମ୍ନା କରିଥାନ୍ତି। କେବଳ ପ୍ରଜନନ…

କନ୍ଧମାଳରେ ପୋଲିସ ମାଓବାଦୀ ଗୁଳି ବିନିମୟ

କନ୍ଧମାଳ- ଗଞାମ ସୀମାନ୍ତ ଚକାପାଦ ବ୍ଳକ ଚାହାଳୀ ଜଙ୍ଗଲରେ ମାଓବାଦୀ ଓ ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। କମ୍ବି ଅପରେସନ ବେଳେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ଜଣାପଡିଛି।  ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳି ବିନିମୟ ହୋଇଥିଲେ ମଧ୍ୟ କେହି ମୃତାହତ ହୋଇ ନଥିବା…

ମେ ୨୬ ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ବର୍ଷ ୨୦୨୧ରେ ଲାଗିବ ଦୁଇଟି ଚନ୍ଦ୍ର ଗ୍ରହଣ।  ପାଞ୍ଜି ଓ ଜ୍ୟୋତିଷ ଗଣନା ଅନୁଯାୟୀ ବର୍ଷ ୨୦୨୧ରେ ମୋଟ ଦୁଇଟି ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେ' ୨୬ ତାରିଖରେ ଲାଗିବାକୁ ଯାଉଛି। ତେବେ ଭାରତରେ ଚନ୍ଦ୍ରଗ୍ରହଣର କଣ ପ୍ରଭାବ ପଡିବ ତାହା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ

ଭୁବନେଶ୍ୱର:  ନାଲକୋର ୪୧ତମ ପ୍ରତିଷ୍ଠା ଦିବସରେ ଯୋଗଦେବାକୁ ଓଡ଼ିଶା ଆସିଥିବା କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଉଭୟ ରାଜ୍ୟର ଖଣି ନିଲାମକୁ ନେଇ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ…

ସୁସ୍ଥ ହୋଇ ଘରକୁ ଫେରିଲେ ରାହୁଲ ରୟ

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ବଲିଉଡ ଅଭିନେତା ରାହୁଲ ରୟ । ହସ୍ପିଟାଲରୁ ଡିସଚାର୍ଜ ହୋଇ ରାହୁଲ୍ ରୟ ଇନଷ୍ଟାଗ୍ରାମରେ ନିଜ ପରିବାର ସହ ଫଟୋ ଶେଆର୍ କରି ଲେଖିଛନ୍ତି, ଦୀର୍ଘ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସା କରାଇବା ପରେ ଏବେ ମୁଁ ଘରକୁ ଫେରିଛି। ମୁଁ ସୁସ୍ଥ ହେଉଛି ଏବଂ…

ରାଜଧାନୀରୁ ୧୦ ନୂଆ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୧୧

ଭୁବନେଶ୍ୱର: ଆଜି ରାଜଧାନୀରୁ ଚିହ୍ନଟ ହୋଇଛନ୍ତି ୯ ପଜିଟିଭ୍ । ସେହିପରି ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମସି ଟୁଇଟ୍‌ କରି ସୂଚନା ଦେଇଛି। କ୍ୱାରାଣ୍ଟାଇନରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। Update on newly detected #COVID19…

ସଂପ୍ରସାରଣ କ୍ଷେତ୍ରରେ ୩୦ ହଜାର କୋଟି ଟଙ୍କା ନିବେଶ କରିବ ନାଲକୋ : ପ୍ରହ୍ଲାଦ ଜୋଶୀ

ନୂଆଦିଲ୍ଲୀ /ଭୁବନେଶ୍ୱର: ସଂପ୍ରସାରଣ ଓ ବିବିଧାୟନ ଯୋଜନାରେ ୩୦ ହଜାର କୋଟି ଟଙ୍କା ନିବେଶ କରିବ ନାଲକୋ। ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋ ଆଗାମୀ ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୩୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଜୋଶୀ ସୂଚନା…

ଜୁଲାଇ ୩ ରେ ହେବ JEE ଆଡଭାନ୍ସଡ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ :  ଜୁଲାଇ ୩ରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଏନେଇ ସୂଚନା ଦେଇଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନାନୁସାରେ ଜେଇଇ ଆଡଭାନ୍ସ ପରୀକ୍ଷା ୨୦୨୧ ଜୁଲାଇ ୩ରେ ଆୟୋଜନ କରାଯିବ।  ତେବେ ଆଇଆଇଟିରେ ପ୍ରବେଶ…
ବ୍ରେକିଂ