Daily Archives

January 8, 2021

ଆଇପିଏସ୍ ବିକେ ଶର୍ମାଙ୍କୁ ନୂଆ ଦିୟିତ୍ୱ

ଭୁବନେଶ୍ୱର: ପୂର୍ବତନ ଡିଜିପି ତଥା ୧୯୮୬ ବ୍ୟାଚ ଆଇପିଏସ୍ ବିକେ ଶର୍ମାଙ୍କୁ ନୂଆ ଦାୟିତ୍ୱ ।  ପ୍ରିଣ୍ଟି ଷ୍ଟେସନାରୀ ଆଣ୍ଡ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ବିକେ ଶର୍ମାଙ୍କୁ ଅବସ୍ଥାପିତ କରାଯାଇଛି। ୨୦୧୯ ନଭେମ୍ବର ୨୦ତାରିଖରେ ତାଙ୍କୁ ରାଜ୍ୟ ପୁଲିସ ଡିଜି ପଦରୁ ହଟା ଯାଇ ଗୃହ ବିଭାଗର…

ସ୍ୱାସ୍ଥ୍ୟପାଇଁ ରାମବାଣ ସଦୃଶ୍ୟ ହଳଦୀ ମିଶା କ୍ଷୀର

ସ୍ୱାସ୍ଥ୍ୟ ଟିପ୍ସ: ଜଳବାୟୁ ପରିବର୍ତ୍ତନ, ମାନସିକ ଚାପ ଦୈନଦିନ ଜୀବନରେ ବେଶ ପ୍ରଭାବ ପକାଇ ଥାଏ। ଫଳରେ ଦିନକୁ ଦିନ ଆମ ଶରୀରେ କ୍ଲାନ୍ତ ଓ ଥକ୍କାପଣ ଦେଖାଯାଇ ଥାଏ।  ଏହାଯୋଗୁ ଆମେ ନାନା ରୋଗର ମଧ୍ୟ ଶିକାର ହେଇଥାଉ। ଦୈନିକ କ୍ଷୀର ପିଇଲେ ଆମ ଶରୀରକୁ ଶକ୍ତି ମିଳିବା ସହ ପ୍ରୋଟିନ ମଧ୍ୟ…

ରାଜଧାନୀରେ ମୋ ଖତ ବିକ୍ରୟର ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜଧାନୀରେ ଜୈବିକ ସାର ମୋ ଖତ ବିକ୍ରୟର ଶୁଭାରମ୍ଭ ହୋଇଛି । ଏହାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭରମ୍ଭ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ପରିମଳରୁ ଏହି ମୋ ଖତ ପ୍ରସ୍ତୁତ ହେଉଛି । ବିଏମସି ପକ୍ଷରୁ ସହରର ଆବର୍ଜନା…

ହାଇଡ୍ରୋକାର୍ବନ ଏବଂ ଇସ୍ପାତ୍ କ୍ଷେତ୍ର ଉପରେ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ହାଇଡ୍ରୋକାର୍ବନ ଏବଂ ଇସ୍ପାତ୍ କ୍ଷେତ୍ର ଉପରେ ବିସ୍ତୃତ ଭାବେ ଦ୍ୱିପାକ୍ଷିକ ସହଯୋଗ ଉପରେ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶୁକ୍ରବାର ମଙ୍ଗୋଲିଆର ମନ୍ତ୍ରୀ, ସାଂସଦ ଏବଂ ପ୍ରମୁଖ କ୍ୟାବିନେଟ ସଚିବ ତଥା ଭାରତ-ମଙ୍ଗୋଲିଆ ଜଏଂଟ କମିଟି ଅଫ୍…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୪୪ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଦୀର୍ଘ ୯ ମାସରୁ ଅଧିକ ଦିନ ଆତଙ୍କ ଖେଳାଇଥିବା ମହାମାରୀ କରୋନା ଭାଇରସରୁ ଏବେ ଧିରେ ଧିରେ ଆଶ୍ୱସ୍ତି ମିଳୁଛି।  ଆଜି ରାଜ୍ୟରୁ ୨୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ…

ପକ୍ଷୀମାନଙ୍କ ତୀର୍ଥକ୍ଷେତ୍ର ହେଉଛି ଚିଲିକା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଲିକା ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀମାନଙ୍କ ପାଇଁ ଏକ ତୀର୍ଥସ୍ଥଳ। ସେଥିପାଇଁ ସେମାନେ ଦୂର ଦୂରାନ୍ତରୁ ପ୍ରତିବର୍ଷ ଚିଲିକାକୁ ଉଡ଼ିଆସନ୍ତି। ଏଠାକାର ପରିବେଶକୁ ସେମାନେ ଭଲ ପାଇଥାନ୍ତି।  …

ଭୁବନେଶ୍ୱର ଏବଂ ବାଙ୍ଗିରିପୋସି ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ଦଷ୍ଟିରେ ରଖି ଭୁବନେଶ୍ୱର ଏବଂ ବାଙ୍ଗିରିପୋସି ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ । ଏନେଇ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସୂଚନାନୁସାରେ 02892 ଭୁବନେଶ୍ୱର-ବାଙ୍ଗିରିପୋସି ସ୍ପେଶାଲ ୧୨ ଜାନୁୟାରୀରୁ ୨୮ ଫେବୃଆରୀ, ୨୦୨୧ ମଧ୍ୟରେ…

ପରି ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ନୟାଗଡ: ନୟାଗଡ ପରୀ ହତ୍ୟା ମାମଲାରେ କଂଗ୍ରେସର ସିବିଆଇ ତଦନ୍ତ ଦାବି।  ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ ପରୀ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାଵି ପତ୍ର ପ୍ରଦାନ କରିଛନ୍ତି। ପରୀ ମା' ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରି…

୧୧ରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଦେଶରେ କରୋନା ଟିକାଦାନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି । ଏହି ଟିକାଦାନ ପୂର୍ବରୁ ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର…

ମାହାଙ୍ଗା ଡବଲ ମର୍ଡର ଘଟଣା: ଡିଜିପି ଅଫିସ ସମ୍ମୁଖରେ ବିଜେପିର ବିକ୍ଷୋଭ

କଟକ: ଡିଜିପି ଅଫିସ୍‌ ଆଗରେ ବିଜେପି ନେତା ଓ କର୍ମୀଙ୍କ ଉତ୍ତେଜନା। ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଦାବି କରି ବିକ୍ଷୋଭ କରିଛି ବିଜେପି ।…
ବ୍ରେକିଂ