Daily Archives

January 9, 2021

ଡରାଉଛି ବାର୍ଡଫ୍ଲୁ: ଦିଲ୍ଲୀରେ ୨ଶହ କାଉ ମୃତ

ନୂଆଦିଲ୍ଲୀ: ଦେଶ ଗୋଟିଏ ପଟେ କରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ଏବେ ଚିନ୍ତା ବଢାଇଲାଣି ବାର୍ଡଫ୍ଲୁ । ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଅଣାୟତ ହୋଇ ପଡିଥିବା ବେଳେ ଏବେ ସେଠାରେ ବାର୍ଡଫ୍ଲୁ ବି ଆଉ ଏକ ସମସ୍ୟା ହୋଇ ଉଭା ହେଲାଣି । ଦିଲ୍ଲୀର ମୟୁର ବିହାରର ଏକ ପାର୍କ ନିକଟରେ…

ମାଲକାନଗିରିରେ ଶିଶୁ ବିକ୍ରିଘଟଣା: ତଦନ୍ତ ପାଇଁ ପହଁଞ୍ଚିଲା ଚାଇଲ୍ଡ ଲାଇନ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଖାଇରପୁଟ ବ୍ଲକର ସପ୍ତଧାରା ଗାଁରେ ୪ ମାସର ଶିଶୁପୁତ୍ର ବିକ୍ରୀକୁ ନେଇ ଖବର ପ୍ରସାରଣ ପରେ ଆଜି ପରିବାର ଲୋକଙ୍କ ପାଖରେ ପହଞ୍ଚିଛି ଚାଇଲ୍ଡ ଲାଇନ ।  ଶିଶୁଟିକୁ କୁଡୁମୁଲୁଗୁମା ଠାରେ ହଜାର ଟଙ୍କା ରେ ବିକ୍ରୀ କରାଯାଇଥିବା ଜଣା ପଡିଛି।  ତେବେ ଖୁବ ଶୀଘ୍ର…

ଓଦା ଡ୍ରେସ୍ ପିନ୍ଧିଲେ ହୋଇପାରେ ଏକ୍‌ଜିମା, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ପ୍ରତିକାର

ସ୍ୱାସ୍ଥ୍ୟ ଟିପ୍ସ: ଏକଜିମା ଏକ ପ୍ରକାର ଚର୍ମ ରୋଗ। ତେବେ ଏହି ରୋଗୀମାନଙ୍କୁ ଚିହ୍ନଟ କରିବା କିପରି ? ଜାଣନ୍ତୁ ଏହି ରୋଗର କାରଣ ଏବଂ ଲକ୍ଷଣ। ଯାଦୁ, କାଛୁ ଏବଂ କୁଣ୍ଡିଆ ଭଳି ଅନେକ ତ୍ଵଚା ସମ୍ବନ୍ଧୀୟ ରୋଗ ରହିଛି। ଏକଜିମା ରୋଗ ବେଶ ଯନ୍ତ୍ରଣାଦାୟକ ଏବଂ ଦୀର୍ଘ ସ୍ଥାୟୀ ମଧ୍ୟ। ଥରେ ଏହି ରୋଗ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୬୯ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଧିରେ ଧିରେ ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ରାଜ୍ୟରୁ ୨୬୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶା‌ଇଲେ ରାଜ୍ୟରୁ ଏଯାବତ ୩ ଲକ୍ଷ ୨୭ ହଜାର୮୦୩ ଜଣ କରୋନା…

ଛାତ୍ରଙ୍କ ପାଇଁ ବଦଳିଲା ମୋ ବସ ଚଳାଚଳର ସମୟ, ସହୟତା କଲେ ବୋଥ୍ରା

ଭୁବନେଶ୍ୱର: ଛାତ୍ରଙ୍କ ପାଇଁ ପରିବର୍ତ୍ତନ ହେଲା ମୋ ବସ ର ସମୟ। ପାଠକ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ହେଲେ ଏହା ସତ। ଭୁବନେଶ୍ୱରର ଜଣେ ଛାତ୍ରଙ୍କୁ ସଠିକ ସମୟରେ ସ୍କୁଲରେ ପହଞ୍ଚାଇବା ପାଇଁ ମୋ ବସ ତାର ଚଳାଚଳର ସମୟ ପରିବର୍ତ୍ତନ କରିଛି। ବସ୍ ଉପରେ ନିର୍ଭର କରୁଥିବା ରାଜଧାନୀର ଜଣେ ଛାତ୍ର…

ବିଶ୍ୱସ୍ତରୀୟ ପଦକ୍ଷେପ ପାଇଁ ଯୁବବର୍ଗଙ୍କୁ ନିୟୋଜିତ କରିବ ଧ୍ୱନି: ଟାଟା ଷ୍ଟିଲ୍

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷ ଜାନୁଆରୀ ୧୧-୧୨ ତାରିଖରେ ଏକ ଯୁବ କନକ୍ଲେଭ୍ ଧ୍ୱନି ଆୟୋଜନ କରାଯିବ । ଜାତୀୟ ଯୁବ ଦିବସ ଉପଲକ୍ଷେ ଆୟୋଜନ କରାଯାଉଥିବା ଧ୍ୱନିର ଚତୁର୍ଥ ସଂସ୍କରଣକୁ ଚଳିତ ବର୍ଷ ଅନଲାଇନ୍ ମାଧ୍ୟମରେ ଆୟୋଜନ କରାଯିବ । ତିନି ବର୍ଷ ଭିତରେ ଧ୍ୱନି…

ଭିସ୍ତାରାର ଷଷ୍ଠ ବାର୍ଷିକୀ ସେଲ୍‌ : ମାତ୍ର ୧୨୯୯ ରେ ମିଳୁଛି ବିମାନ ଟିକେଟ

ନୂଆଦିଲ୍ଲୀ : ଟାଟା ଗ୍ରୁପ୍‌ ଓ ସିଙ୍ଗାପୁର ଏୟାରଲାଇନ୍ସ ମିଳିତ ବିମାନ ସେବା କମ୍ପାନୀ ଭିସ୍ତାରା ଏୟାରଲାଇନ୍ସ ଉଡାଣ ସେବାର ୬ ବର୍ଷ ପୂରଣ କରିଛି ।   ଏହି ୬ ବର୍ଷର ସେବା ପୂର୍ତ୍ତି ଉପଲକ୍ଷେ  କମ୍ପାନୀ The Grand 6th Anniversary Sale' ଘୋଷଣା କରିଛି । ଯାହାଦ୍ୱାରା କମ୍ପାନୀ ବହୁ…

ଘର ଭିତରକୁ ମାଡିଗଲା କାର୍, ମହିଳା ମୃତ

ନୂଆପଡା: ଘର ଭିତରକୁ ମାଡିଗଲା କାର୍ । ନୂଆପଡା ଜିଲ୍ଳା ଖଡିଆଳ ଥାନା ଗଡରାମୁଣ୍ଡା ଗାଁରେ ଏଭଳି ଅଘଟଣ ଘଟିଛି।  ଦୁର୍ଘଟଣାରେ ମାଆର ମୃତ୍ୟୁ ହୋଇଥିବା ବେଳେ ବାପ ଓପୁଅ ଗୁରୁତର ହୋଇଛନ୍ତି । ଗୁରୁତର ବାପ-ପୁଅଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ଗଡରାମୁଣ୍ଡା ଗାଁର ନମିତା ହଂସ…

ଭୁବନେଶ୍ଵରରୁ ୧୨ ନୂଆ କରୋନା ପଜିଟିଭ ଟିହ୍ନଟ, ୧୬ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ କମୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଆଜି ଭୁବନେଶ୍ଵରରୁ ୧୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୪ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ସେହିପରି ୧୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ…

ନିଖୋଜ ହେଲା ଇଣ୍ଡୋନେସିଆ ବିମାନ

ଜାକର୍ତ୍ତା : ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରୁ ଉଡାଣ ଭରିବା ପରେ ଏକ ବିମାନ ନିଖୋଜ ହୋଇ ଯାଇଥିବା ଜଣାପଡିଛି । ନିଖୋଜ ବିମାନଟି ବୋଇଂ ୭୩୭-୫୦୦ ଶ୍ରେଣୀର । ଯାହାକି ଶନିବାର ସନ୍ଧ୍ୟାରେ ଜାକର୍ତ୍ତାର ସୋକାର୍ନା-ହଟ୍ଟା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା । ସୂଚନା ଅନୁସାରେ…
ବ୍ରେକିଂ