Daily Archives

January 9, 2021

୨୩ଟି ଦାମୀ ମୋବାଇଲ ଜବତ, ଜଣେ ଲୁଟେରା ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ବ୍ୟାପକ ପରିମାଣର ମୋବାଇଲ ଫୋନ୍ ଜବତ ହୋଇଛି । ମୋବାଇଲ ଲୁଟ୍ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୨୩ଟି ଦାମୀ ମୋବାଇଲ ଫୋନ୍ ପୋଲିସ ଜବତ କରିଛି । ମୋବାଇଲ ସହ ୩ଟି ଲାପଟପ ଏବଂ ଦୁଇଟି ବାଇକ୍ ଜବତ…

ଜାନୁଆରୀ ୧୬ରୁ ସାରାଦେଶରେ ଟିକାକରଣ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଘଟିବ ଅନ୍ତ । କରୋନାକୁ ହରାଇବା ପାଇଁ  ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହେବ ଦେଶବ୍ୟାପୀ ଟିକାକରଣ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତୋ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।  ପ୍ରଥମେ ଫ୍ରଣ୍ଟ୍ ଲାଇନ୍ କରୋନା ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା…

ଭାରତରେ ୯୦ ଛୁଇଁଲା କରୋନାର ନୂଆ ଷ୍ଟ୍ରେନ୍ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବ୍ରିଟେନରୁ ଆରମ୍ଭ ହୋଇଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ଏବେ ସାରା ବିଶ୍ୱା ଚିନ୍ତାରେ। ଭାରତରେ ମଧ୍ୟ ଏହାର ପ୍ରଭାବ ଧିରେ ଧିରେ ବଢିବାରେ ଲାଗିଛି। ଏବେ ଭାରତରେ କରୋନାର ନୂଆ ଷ୍ଟ୍ରେନ୍ ସଂଖ୍ୟା ୯୦ରେ ପହଁଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା…

ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୩୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ମୁତାବକ, ଚାନ୍ଦବାଲିର ଶାସ୍ତ୍ରୀନଗର ନିକଟରେ ଥିବା…

ଦେଶବାସୀଙ୍କୁ ଫ୍ରିରେ କରୋନା ଭ୍ୟାକସିନ ଦେବାକୁ କେଜ୍ରିୱାଲଙ୍କ ଅପିଲ

ନୂଆଦିଲ୍ଲୀ: ଦେଶବାସୀଙ୍କ ଫ୍ରିରେ କରୋନା ଭ୍ୟାକସିନ ଦେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦାବି କେନ୍ଦ୍ର ସରକାରଙ୍କୁ ଏନେଇ ଟ୍ୱିଟ୍ କରି ଜଣାଇଛନ୍ତି କେଜ୍ରିୱାଲ। ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରିଛନ୍ତି ଯେ ,  କରୋନା ଶତାବ୍ଦୀର ସବୁଠାରୁ ଭୟାବହ ମହାମାରୀ।…

ପୋଲିସ ଉପରକୁ ବୋମାମାଡ, କନେଷ୍ଟବଳ ଆହତ

ଆଠଗଡ : ପୋଲିସ ଉପରକୁ ବୋମାମାଡ । ଆଠଗଡ ଖୁଣ୍ଟୁଣି ଥାନା ଡାଳଭାଗ ଗାଁରେ ପୋଲିସ ଉପରେ ବୋମାମାଡ ହୋଇଥିବା ଜଣାପଡିଛି । ସେପଟେ ବୋମାମାଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁଯାୟୀ, ଆଠଗଡ ଖୁଣ୍ଟୁଣି ଥାନା ଅନ୍ତର୍ଗତ ଡାଳଭାଗ ଗାଁରେ ଏକ ସିମେଣ୍ଟ କାରଖାନାକୁ…

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତି ବିନ୍ଦୁ ସାଗରର ସଫେଇ ଓ ନବୀକରଣ ପାଇଁ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଉଦଘାଟନ ହୋଇଛି। ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ  କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।…

ଚୋରା ଚାଲାଣ ବେଳେ ୨୭୧ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡା  : ଚୋରା ଚାଲାଣ ବେଳେ ୨୭୧ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି ରାୟଗଡା ଟାଉନ ଥାନା ପୋଲିସ । ଏହି ଗଞ୍ଜେଇ ଏକ ପରିବା ବୋଝେଇ ଭ୍ୟାନରେ ରାୟଗଡାରୁ ବାଲାଶ୍ୱର ଚୋରା ଚାଲାଣ ହେଉଥିଲା । ତେବେ ଏହି ଘଟଣାରେ ଭ୍ୟାନ ଡ୍ରାଇଭର ଅମରେନ୍ଦ୍ର ଦାଶଙ୍କୁ ଗିରଫ କରାଯାଇଛି। ଗିରଫ…

୨୪ ଘଣ୍ଟାରେ ରାଜ୍ୟରେ ୨୦୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କ୍ରମାଗତ ଭାବରେ ହ୍ରାସ ପାଉଛି  । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୧୯ ଆକ୍ରାନ୍ତ ସଂଗରୋଧରେ  ରହିଥିବା ବେଳେ  ୮୭ଜଣ  ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଙ୍ଗଲ ଜଗୁଆଳି ମୃତ

ଦେବଗଡ଼ :  ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜଙ୍ଗଲ ଜଗୁଆଳିଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଲ ଥାନା ଅନ୍ତର୍ଗତ ଶାମପାଲି ଗାଁରେ । ରିଆମାଳ ଥାନା ଅନ୍ତର୍ଗତ ଶ୍ୟାମପାଲି ଗ୍ରାମର ଜଙ୍ଗଲ ସୁରକ୍ଷା…
ବ୍ରେକିଂ