Daily Archives

January 10, 2021

ରାଜ୍ୟରେ ସୁସ୍ଥ ହେଲେ ୨୪୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୨୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।   ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୨୮ ହଜାର ୦୪୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । Another 240 Covid patients have…

ଏଟିଏମ ଭିତରେ ଆକ୍ରମଣ କରି ଲୁଟିନେଲେ ୩୫ ହଜାର ଟଙ୍କା

ବାଲେଶ୍ୱର: ଏଟିଏମ ଭିତରେ ଲୁଟିଲେ ଟଙ୍କା । ଏଟିଏମ  ଭିତରେ ଦୁର୍ବୃତ୍ତମାନେ ଯୁବକଙ୍କୁ ଆକ୍ରମଣ କରି ୩୫ ହଜାର ଟଙ୍କା ଲୁଟି ନେଇଛନ୍ତି । ସୋର ଥାନା ଷ୍ଟେସନ ଛକ ଏଟିଏମ ଭିତରେ ଯୁବକଙ୍କୁ ମାଡ ମାରି ଦୁର୍ବୃତ୍ତମାନେ ଏପରି କାଣ୍ଡ ଘଟାଇଛନ୍ତି । ସୂଚନା ଅନୁଯାୟୀ,  ରବିବାର  ସୋର ଥାନା…

ନବରଙ୍ଗପୁରରେ ପୋଲ ଭୁସୁଡିବା ଘଟଣା:  କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର

ନବରଙ୍ଗପୁର: ପୋଲ ଭୁସଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ନବରଙ୍ଗପୁର ଉମରକୋଟରେ ପୋଲ ଭୁସିଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ।  ଏଥିସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।…

ଜୁଆ ଆଡ୍ଡାରେ ଚଢ଼ାଉ: ୪ ଜୁଆଡି ଗିରଫ

ପାତ୍ରପୁର: ଚାଲିଥିଲା ଜୁଆ ଆଡ୍ଡା, ହଠାତ୍ ପୋଲିସ୍ ପହଞ୍ଚି ସବୁ ଭଣ୍ଡୁର କରିଦେଲା ।  ଜୁଆ ଆଡାରେ ଚଢଉ କରି ୪ ଜଆଡିକୁ ଧରିଲା ପୋଲିସ୍ ।  ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ଉ କରି ୫୨୭୦ ଟଙ୍କା ଜବତ କରିବା ସହିତ ଚାରି…

କଟକ ମହାନଗରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୬

କଟକ: ରାଜ୍ୟରେ ଧିରେ ଧିଲେ କରୋନା ସଂକ୍ରମଣ କମିବାରେ  ଲାଗିଛି । କଟକ ମହାନଗରରୁ ମଧ୍ୟ ପ୍ରତିଦିନ ଅଳ୍ପ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । ଆଜି କଟକ ମହାନଗରରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ନୂଆ  ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୨ ଚିହ୍ନଟ ହୋଇଥିବା…

ନବରଙ୍ଗପୁରରେ ଭୁସୁଡିଲା ନିର୍ମାଣଧୀନ ପୋଲ: ୧ ମୃତ, ୬ ଆହତ

ନବରଙ୍ଗପୁର: ନବରଙ୍ଗପୁରରେ ଅଘଟଣ । ଉମରକୋଟରେ ନିର୍ମାଣଧୀନ ପୋଲ ଭୁସୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ  ୬ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଉମରକୋଟ ତାଲାପଦର ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ଚାଲୁଥିଲା । ଶ୍ରମିକମାନେ ଘରକୁ ଫେରୁଥିବା…

ଭୁବନେଶ୍ୱରରେ ୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୦

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଭୁବନେଶ୍ୱର ମହାନଗରରେ ମଧ୍ୟ ଆଗ ଅପେକ୍ଷା ଖୁବ କମ୍ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।  ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । Update on newly detected…

ନଦୀରେ ଭାସିଯାଇ ୨ ନିଖୋଜ

ରାଉରକେଲା: ବଣଭୋଜି ବେଳେ ଅଘଟଣ । ସାଙ୍ଗସାଥୀ ହୋଇ ବଣଭୋଜି କରିବାକୁ ଯାଇଥିବା ବେଳେ ନଦୀରେ ଭାସିଯାଇ ୨ ନିଖୋଜ ହୋଇ ଯାଇଛନ୍ତି । ତେତେରକେଲା ନିକଟରେ କୋଏଲ ନଦୀରେ ଦୁଇ ଜଣ ଯୁବକ ଭାସି ଯାଇଥିଲେ । ବିଶ୍ରା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଦ୍ୱାରା ଜଣେ ଯୁବକଙ୍କୁ…

ଝାଡ଼ଖଣ୍ଡରୁ ଜବତ ହେଲା ଚୋରୀ ଟ୍ରକ, ୨ ଗିରଫ   

ବ୍ରଜରାଜନଗର: ଧରାପଡିଲେ ଟ୍ରକ ଚୋର ।  ବ୍ରଜରାଜନଗରରୁ ଚୋରୀ ହୋଇଥିବା ଟ୍ରକକୁ ଝାଡଖଣ୍ଡରୁ ଜବତ କରିଛି ପୋଲିସ୍ । ଏଇ ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଗତ ନଭେମ୍ବର ମାସ ୨୭ ତାରିଖ ବିଳମ୍ବିତ ରାତିରେ ସ୍ଥାନୀୟ ଓରିଏଣ୍ଟ ଥାନା ଅନ୍ତର୍ଗତ ୯ ନମ୍ବର ମୁଣ୍ଡାପଡା…

ରସୁଲଗଡରେ ଅଗ୍ନିକାଣ୍ଡ: ଜଳିଗଲା ୩ଟି ଦୋକାନ

ଭୁବନେଶ୍ୱର: ରସୁଲଗଡ ସ୍ଥିତ ସାହାରା କ୍ୟାମ୍ପସରେ ଅଗ୍ୱିକାଣ୍ଡ ।  ଜଳିଗଲା ୩ଟି ଦୋକାନ । ରସୁଲଗଡ ସ୍ଥିତ ସାହାରା କ୍ୟାମ୍ପସରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଆଜି ଅପରାହ୍ନରେ ଗୋଟିଏ ଦୋକାନରୁ ନିଆଁ ଲାଗି…
ବ୍ରେକିଂ