Daily Archives

January 10, 2021

ଜୟପୁରରୁ ଜଣକୁ ଉଠାଇ ନେଲା ମୁମ୍ବାଇ ଏଟିଏସ୍

ଜୟପୁର: ସଦର ଥାନା କାଲାଗୁଡା ଗାଁର ଖଗପତି ପାଙ୍ଗିଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ୍ । ନାଗପୁରକୁ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ସବଇନ୍ସପେକ୍ଟର ଆସି ଠାକୁରଙ୍କ ନେତୃତ୍ୱରେ ଏଟିଏସ୍ ଟିମ୍‌ ଜୟପୁରରେ ପହଞ୍ଚି…

ରାଉରକେଲା: ପୋଖରୀ କଡରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ରାଉରକେଲା: ନବଜାତ ଶିଶୁର ମୃତଦେହ ଉଦ୍ଧାର । ରାଉଲକେଲା ବନ୍ଧମୁଣ୍ଡା ଥାନା ଡୁମେର୍ତା ପୋଖରି କଡରୁ ନବଜାତ ଶିଶୁର ମୃତଦେହକୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ରବିବାର ସକାଳୁ ଶିଶୁଟିର ମୃତ ଶରୀର ପୋଖରି ନିକଟ ବୁଦାମୂଳେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।…

ଜନ୍ମଦିନ ପାର୍ଟିରେ ସାମାନ୍ୟ ବଚସାରୁ ପଡୋଶିଙ୍କୁ ଲୁହା ଛଡରେ ପିଟି ହତ୍ୟା ଅଭିଯୋଗ

ସୁନ୍ଦରଗଡ଼: ଜନ୍ମଦିନ ପାର୍ଟିରେ ହତ୍ୟା ଅଭିଯୋଗ । ଜନ୍ମଦିନ ପାର୍ଟିରେ ସାମାନ୍ୟ ବଚସାରୁ ପଡ଼ୋଶୀଙ୍କୁ ଜଣେ ବ୍ୟକ୍ତି ଲୁହା ଛଡ଼ରେ ପିଟିପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ମୃତ ପଡ଼ୋଶୀ ହେଲେ ସୁନ୍ଦରଗଡ଼ ଜିଲ୍ଲାର ପୁରୁଣାପାଣି କଦମଟୋଲୀର ଜୁଏଲ ସୁରିନ । ହାତୀବାରି ଥାନା ପୁଲିସ…

କୋହଳ ହେଲା କଟକଣା: ବଡଠାକୁରଙ୍କ ଦର୍ଶନ ପାଇଁ ଜାନୁଆରୀ ୨୧ରୁ ଦରକାର ପଡିବନି କୋଭିଡ ନେଗେଟିଭ୍ ରିପୋର୍ଟ

ପୁରୀ: ଭକ୍ତଙ୍କ ପାଇଁ ଖୁସି ଖବର । ଶ୍ରୀମନ୍ଦିରକୁ ଯାଇ ବଡଠାକୁରଙ୍କୁ ଦର୍ଶନ କରିବା ପାଇଁ ଆଉ ଦରକାର ପଡିବ ନାହିଁ କୋଭିଡ୍ ରିପୋର୍ଟ । ଆଗମୀ ଜାନଆରୀ ୨୧ରୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୋଭିଡ ରିପୋର୍ଟ କଟକାଣା ଉଠାଇ ଦିଆଯାଇଛି । ଆଜି ଅନୁଷ୍ଠିତ ସମିକ୍ଷା ବୈଠକରେ ଏନେଇ ଶ୍ରୀମନ୍ଦିର…

ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତର ସ୍କୋର 98/2, ବିଜୟ ପାଇଁ ଆବଶ୍ଯକ 309 ରନ୍‌

ସିଡନୀ : ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ଦୁଇଟି ୱିକେଟ୍ ହରାଇ 98 ରନ୍ ସଂଗ୍ରହ କରିଛି । ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ  407 ରନ୍ ର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ମ୍ଯାଚ ଜିତିବା ପାଇଁ ଭାରତକୁ ଆହୁରି…

ଶୋଇବା ବେଳେ ଖରାପ ସ୍ୱପ୍ନ ଦେଖୁଛନ୍ତି କି ? ଆପଣାନ୍ତୁ ଏହି ଉପଚାର

ଘରେ ଉପସ୍ଥିତ ଶକ୍ତି ଆମର ସ୍ୱପ୍ନକୁ ମଧ୍ଯ ପ୍ରଭାବିତ କରିଥାଏ । ନକାରାତ୍ମକ ଶକ୍ତିର ଅଧିକ ପ୍ରଭାବ ହେତୁ ସ୍ୱପ୍ନଗୁଡ଼ିକ ମଧ୍ଯ ନକାରାତ୍ମକ ହୋଇଥାଏ । ବିଶ୍ୱାସ କରାଯାଏ ଯେ ମନୁଷ୍ୟ ନିଜ କାର୍ଯ୍ୟ ଅନୁଯାୟୀ ଭଲ ବା ଖରାପ ସ୍ୱପ୍ନ ଦେଖେ । ଯଦି ଅବିସ୍ମରଣୀୟ ସ୍ୱପ୍ନ କ୍ରମାଗତ ଭାବରେ ଆସୁଛି,…

ପଶ୍ଚିମବଙ୍ଗ ସରକାରଙ୍କ ବଡ ଘୋଷଣା, ରାଜ୍ଯରେ ମାଗଣାରେ ମିଳିବ କରୋନା ଟିକା

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ଟୀକାକରଣକୁ ନେଇ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର ପଶ୍ଚିମବଙ୍ଗର ସମସ୍ତ ଲୋକଙ୍କୁ କରୋନା ଟିକା ମାଗଣାରେ ଦେବେ ବୋଲି ମମତା ବାନାର୍ଜୀ କହିଛନ୍ତି । ରାଜ୍ୟ ସରକାର ଏଥିପାଇଁ ବ୍ୟବସ୍ଥା କରୁଛନ୍ତି ବୋଲି ସେ କହିଛନ୍ତି।…

୨୪ ଘଣ୍ଟାରେ ରାଜ୍ଯରେ ୨୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ଯରେ କରୋନା ସ୍ଥିତି ଧୀରେ ଧୀରେ ଆୟତ୍ତ ହେବାରେ ଲାଗିଛି । ଦୈନିକ କରୋନା ସଂକ୍ରମଣ କ୍ରମାଗତ ଭାବରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ଯରେ ୨୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୫୧ ଜଣ ସଂଗରୋଧରେ ରହିଥିବା ବେଳେ…

ସ୍ୱଭିମାନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ଡ୍ରମ ଭିତରୁ ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି : ସ୍ୱଭିମାନ ଅଞ୍ଚଳରେ ରବିବାର ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୋରାସେତୁ ନିକଟସ୍ଥ ହାଣ୍ଡିଖାଲ ଜଙ୍ଗଲରୁ ଅଫୁଟା ଲ୍ୟାଣ୍ଡମାଇନ ସମେତ ଅନେକ ମାଓ ସାମଗ୍ରୀ ଜବତ କରିଛି ସ୍ଥାନୀୟ ବିଏସଫ । ସର୍ଚ୍ଚ ଅପରେସନ ସମୟରେ…

ମାଛ ଟିକ୍କା ମସଲା

ସାମଗ୍ରୀ : ରୋହୀ ମାଛ – ୬ ରୁ ୮ ଖଣ୍ଡ କାଶ୍ମିରୀ ଲଙ୍କାଗୁଣ୍ଡ – ୧ ଚା’ ଚାମଚ ହଳଦୀ ଗୁଣ୍ଡ – ୧/୨ ଚା’ ଚାମଚ ଅଦା ରସୁଣ ପେଷ୍ଟ – ୧ ଟେବୁଲ ଚାମଚ ଲେମ୍ବୁ ରସ – ୨ ଚା’ ଚାମଚ ଲୁଣ – ୧ ଚା’ ଚାମଚ କିମ୍ବା ସ୍ୱାଦ ଅନୁସାରେ କଟା ପିଆଜ – ୧ଟି (ବଡ଼) ନଡ଼ିଆ – ୫୦ ଗ୍ରାମ ଭଜା…
ବ୍ରେକିଂ