Daily Archives

January 11, 2021

ସୋନୁ ସୁଦ୍‌ଙ୍କ ଘର ଭଙ୍ଗା ଉପରେ ୨ ଦିନ ପାଇଁ ସ୍ଥଗିତାଦେଶ ଜାରି କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ସୋନୁ ସୁଦ୍‌ଙ୍କ ଘର ଭଙ୍ଗା ଉପରେ ୨ ଦିନ ପାଇଁ ସ୍ଥଗିତାଦେଶ ଜାରି କଲେ ବମ୍ବେ ହାଇକୋର୍ଟ।   ବିଏମସି ପକ୍ଷରୁ ବଲିଉଡ୍‌ ଅଭିନେତା ସୋଦୁ ସୁଦ୍‌ଙ୍କ ଘରର କିଛି ଅଂଶକୁ ବେଆଇନ ନିର୍ମାଣ ଦର୍ଶାଇ ଭାଙ୍ଗିବା ଲାଗି ନୋଟିସ୍ ଜାରି କରିଥିବା ପରିପ୍ରେକ୍ଷୀରେ ମଧ୍ୟବର୍ତ୍ତୀକାଳୀନ…

୮ ବର୍ଷ କାର୍ଯ୍ୟ କଲେ SIରୁ ଇନ୍ସପେକ୍ଟର ପଦକୁ ମିଳିବ ପଦୋନ୍ନତି

ଭୁବନେଶ୍ୱର: ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର । ପୋଲିସ ମାନୁଆଲରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୋଲିସ୍ ମାନୁଆଲ୍ ଆଇନର ଧାରା ୬୫୦ (ii) ଅନୁସାରେ ସବ୍ ଇନ୍ସପେକ୍ଟର ପଦରୁ ଇନ୍ସପେକ୍ଟର ପଦକୁ ପଦୋନ୍ନତି ପାଇଁ…

କେରେଜଙ୍ଗ-ଅନୁଗୁଳ ଦୋହରୀକରଣ କାର୍ଯ୍ୟ ରେକର୍ଡ ସମୟରେ ସମାପ୍ତ

ଭୁବନେଶ୍ୱର: ନିରନ୍ତର କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ପ୍ରୟାସ ଯୋଗୁଁ ୧୩.୫୧ କିଲୋମିଟର ଦୈର୍ଘ୍ୟ କେରେଜଙ୍ଗ-ଅନୁଗୁଳ ମଧ୍ୟରେ ରେଳଲାଇନ ଦୋହରୀକରଣ କାର୍ଯ୍ୟ ସମାପ୍ତ ହୋଇଛି। ଏହି କାର୍ଯ୍ୟକୁ ଏକ ରେକର୍ଡ ସମୟ ମଧ୍ୟରେ କରାଯାଇଛି। ନୂତନ ଦୋହରୀକରଣ ରେଳ ଲାଇନ ପାଇଁ ସର୍ବାଧିକ 100…

ଛତିଶଗଡର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ଓଡିଆ ପୁଅ ସୁବ୍ରତ ସାହୁ

ଭୁବନେଶ୍ୱର: ଛତିଶଗଡର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ଓଡିଆ ପୁଅ । ୧୯୯୨ ମସିହା ବ୍ୟାଚର ଆଇ.ଏ.ଏସ. ଅଧିକାରୀ ସୁବ୍ରତ ସାହୁ ଅତିରିକ୍ତ ଭାବେ ଛତିଶଗଡ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ମୁଖ୍ୟ ଶାସନ ସଚ୍ଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ…

ବାରମ୍ବାର ମୁଣ୍ଡ ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ଟିପ୍ସ

ସ୍ୱାସ୍ଥ୍ୟ ଟିପ୍ସ: ଆଜିକାଲି ମୁଣ୍ଡ ବିନ୍ଧା ଏକ ସାଧାରଣ ସମସ୍ୟା। ମାନସିକ ଚାପ, ମାଇଗ୍ରେନ୍‌, ଶରୀରରେ ଜଳୀୟଅଂଶର ଅଭାବ ହେଲେ, ଗ୍ୟାସ୍‌ ହେଲେ, ଥକ୍କାପଣ ଭଳି ବିଭିନ୍ନ କାରଣ ଯୋଗୁଁ ମୁଣ୍ଡ ବିନ୍ଧା ହୋଇଥାଏ। ତେବେ କିଛି ଘରୋଇ ଉପଚାର ବ୍ୟବହାର କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।…

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୨୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସମ୍ବଲପୁରରୁ ସର୍ବାଧିକ ୩୬ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୩୪, ଅନୁଗୁଳରୁ ୨୮, ବରଗଡରୁ ୧୫, ଖୋର୍ଦ୍ଧାରୁ ୧୩,…

ମା ହେଲେ ରେସଲର ବବିତା ଫୋଗଟ, ପୁତ୍ର ସନ୍ତାନକୁ ଦେଲେ ଜନ୍ମ

ନୂଆଦିଲ୍ଲୀ: ମା ହେଲେ ଦଙ୍ଗଲ ଗାର୍ଲ ବବିତା ଫୋଗଟ । ଭାରତୀୟ ରେସଲର ବା ପହିଲମାନ ବବିତା ଫୋଗଟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆରେ ପୁଅର ପ୍ରଥମ ଫଟୋ ସେୟାର କରି ଫ୍ଯାନ୍ସଙ୍କୁ ଏହି ଖୁସି ଖବର ଦେଇଛନ୍ତି ସେ । ଫଟୋ ସେୟାର କରି ବାବିତା ଏକ ସୁନ୍ଦର ବାର୍ତ୍ତା ଲେଖିଛନ୍ତି…

ବାର୍ଡ ଫ୍ଲୁ ଭୟ : ବନ୍ଦ ରହିବ ନନ୍ଦନକାନନର ପକ୍ଷୀ ବିହାର

ଭୁବନେଶ୍ୱର : ମହାମାରୀ କରୋନା ପରେ ଏବେ ଦେଶରେ ଆତଙ୍କ ଖେଳାଇଲାଣି ବାର୍ଡ ଫ୍ଲୁ।  ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି। ଓଡିଶାରେ ବାର୍ଡ ଫ୍ଲୁ ଦେଖା ଯାଇ ନଥିଲେ ମଧ୍ୟ  ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସତର୍କମୂଳକ ପଦକ୍ଷେପ ନେଇଛନ୍ତି । ବାର୍ଡ ଫ୍ଲୁ ଯେପରି…

ପ୍ରଥମ ଥର ପାଇଁ ପେପର ଲେସ୍‌ ହେବ ବଜେଟ

ନୂଆଦିଲ୍ଲୀ : ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଦେଶରେ ପୂର୍ଣ୍ଣାଙ୍ଗ ବଜେଟ ପେପର ଲେସ୍‌ ହେବ। ଚଳିତ ବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୌଣସି ଆଟାଜି କିମ୍ବା ଫାଇଲ ଧରି ବଜେଟ ଉପସ୍ଥାପନ କରିବେ ନାହିଁ। ଚଳିତ ବର୍ଷ ପୂର୍ଣ୍ଣାଙ୍ଗ ବଜେଟ ପେପର ଲେସ୍‌ ହେବ ବୋଲି ଜଣାପଡିଛି । ତେବେ ବଜେଟ୍…

ଦେଶର ୯ଟି ସ୍ଥାନରେ ଦେଖା ଦେଇଛି ବାର୍ଡ ଫ୍ଲୁ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶର ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏବେ ଆତଙ୍କ ଖେଳାଇଛି ବାର୍ଡ ଫ୍ଲୁ। ଏନେଇ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ। କେରଳ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଗୁଜୁରାଟ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ ଦେଖା ଦେଇଥିବା…
ବ୍ରେକିଂ