ନିଆଁରେ ପୋଡି ହୋଇ ଖୁଡି, ଝିଆରୀ ଗୁରୁତର
ବଲାଙ୍ଗୀର: ଗ୍ୟାସ୍ ଲିକ୍ ହୋଇ ନିଆଁରେ ପୋଡିଗଲେ ଖୁଡି, ଝିଆରୀ । ଏଭଳି ଅଘଟଣ ଘଟିଛି ବଲାଙ୍ଗୀର ଜିଲା ଲୋଇସିଂହା ଜଡାମୁଣ୍ଡା ବସ୍ତିରେ। ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ଯିବାରୁ ଜଣେ ମହିଳା ଓ ତାଙ୍କ ଝିଆରୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଅନସି ସୁନା(୩୯) ଓ…