Daily Archives

January 12, 2021

ଧ୍ୱନିର ଚତୁର୍ଥ ସଂସ୍କରଣ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

ଜାମସେଦପୁର/ଯାଜପୁର/ଭୁବନେଶ୍ୱର: ଭାରତର ବିଶିଷ୍ଟ ଚିନ୍ତାନାୟକ ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଏବଂ ତାଙ୍କ ଆଭିମୁଖ୍ୟ-ଉଠ, ଜାଗ୍ରତ ହୁଅ ଓ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ଅଟକ ନାହିଁର ପ୍ରତିଫଳନ ସହିତ ଧ୍ୱନିର ଦ୍ୱିତୀୟ ଦିବସ ଆରମ୍ଭ ହୋଇଥିଲା । ଝାଡଖଣ୍ଡ ଏବଂ ଓଡିଶାର ୮ଟି…

ସ୍ୱଦେଶୀ କୋଭିଡ୍ ଟୀକା ପହଞ୍ଚିବା ପରେ ମୋଦିଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର।  ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ସ୍ୱଦେଶୀ ପ୍ରସ୍ତୁତ କୋଭିଡଟୀକା ପହଁଚିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟ୍ ଜରିଆରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ଯୁକ୍ତିସଙ୍ଗତ ଓ ବୈଜ୍ଞାନିକ ଚିନ୍ତାଧାରାର ସମାହାର ବିବେକାନନ୍ଦ

ମହାନ୍‌ଯୋଗୀ ତଥା ସାଧକ ସ୍ୱାମୀ ବିବେକାନନ୍ଦ ବିଜ୍ଞାନ ସମ୍ମତ ଏବଂ ଯୁକ୍ତିସଙ୍ଗତ ଚିନ୍ତକଭାବରେ ବିଶ୍ୱବିଖ୍ୟାତ ବୋଲି ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟ କହିଛନ୍ତି । ଜାତୀୟ ଯୁବ ଦିବସ ପାଳନ ଅବସରରେ ଆଜି ପତ୍ରସୂଚନା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ…

ଓଡିଶାକୁ ମିଳିଲା ଜାତୀୟ ପୁରସ୍କାର, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ଜାଗାମିଶନ ଓ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶା ସରକାର ଦୁଇଟି ଜାତୀୟ ପୁରସ୍କାର ପାଇଛନ୍ତି । ଜନାଗ୍ରହ ସହର ପ୍ରଶାସନର ଦ୍ୱିତୀୟ ସଂସ୍କରଣରେ ଓଡିଶା ସ୍ଥାନ ପାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ଗୃହ ନିର୍ମାଣ ବ୍ୟାପାର…

ରାଜ୍ୟରେ ସୁସ୍ଥ ହେଲେ ୧୮୧ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୮୧ଜଣ କରୋନା ଆକ୍ରାନ୍ତ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରୁ ଏପର୍ଯ୍ୟନ୍ତ ୩ ଲକ୍ଷ୨୮ ହଜାର ୪୫୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ରିପୋର୍ଟ ରହିଛି।…

ଓଡିଶାରେ ଟିକା ପହଞ୍ଚିବା ନେଇ ଖୁସି ପ୍ରକଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ଟିକା ପହଞ୍ଚିବା ନେଇ ଖୁସି ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ୱିଟ୍‌ ଜରିଆରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡିଶା ଟିକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ। ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ନିରନ୍ତର ଟିକାକରଣ ଚାଲିବ। ଟିକାକରଣରେ ସ୍ୱାସ୍ଥ୍ୟ କର୍ମୀ ଓ…

ବିଶ୍ୱସ୍ତରୀୟ ହେବ ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମି

ଭୁବନେଶ୍ୱର: ପର୍ଯ୍ୟଟନ ରାଜ୍ୟ ସରକାରଙ୍କର ଅଗ୍ରାଧିକାର କ୍ଷେତ୍ର ଭାବରେ ବିକାଶ ଲାଭ କରିବା ଆରମ୍ଭ କରିଛି।ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ଉଚ୍ଚାଭିଳାଷ ଯୋଜନା ପ୍ରସ୍ତୁତ…

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର, ଫିସ୍ ଛାଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଛାତ୍ର ସମାଜର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍‌ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ୬…

ଲାଞ୍ଚ ନେବାବେଳେ ଧରାପଡିଲେ ଆଇସିଡିଏସ୍ ସୁପରଭାଇଜର

କଳାହାଣ୍ଡି : ଲାଞ୍ଚ ନେବା ବେଳେ ଭିଜିଲାଲ୍ସ ଜାଲରେ ଧରାପଡିଲେ ଆଇସିଡିଏସ୍ ସୁପରଭାଇଜର ରାଧାରାଣୀ ଦେଈ । 10,000 ଟଙ୍କା ଲାଞ୍ଚ ନେବା ତାଙ୍କୁ ଧରିଛି ଭିଜିଲାଲ୍ସ ଟିମ୍‌ । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା କୁଟ୍ରୃଖମାର ସେକ୍ଟର ଆଇସିଡିଏସ୍ ସୁପରଭାଇଜର ରାଧାରାଣୀ ଦେଈ ଜଣେ ଅଙ୍ଗନବାଡି…

ଅଲିଭ ରିଡଲେ ଦେହରେ ଲାଗିଲା ଟ୍ୟାଗ୍‌

ବ୍ରହ୍ମପୁର: ପ୍ରତିବର୍ଷ ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର ଲକ୍ଷାଧିକ ଅଲିଭ୍ ରିଡଲେ କଇଁଛ ଗଣ ଅଣ୍ଡା ଦାନ କରନ୍ତି । ଏହି ଗଣ ଅଣ୍ଡାଦାନ ପୂର୍ବରୁ ମୁହାଣ ନିକଟରେ କଇଁଛମାନେ ପ୍ରଜଜନ କରିଥାନ୍ତି । ତେବେ ଏହି କଇଁଛମାନଙ୍କ ଗତିବିଧି , ଅଣ୍ଡା ଦାନ କରିବା ପରେ କେଉଁଠି…
ବ୍ରେକିଂ