Daily Archives

January 13, 2021

ଫ୍ରଣ୍ଟଲାଇନ କୋଭିଡ ଯୋଦ୍ଧା ଭାବେ ପଞ୍ଚାୟତ ସମିତ କର୍ମକର୍ତ୍ତାଙ୍କୁ ସାମିଲ ପାଇଁ ନିର୍ଦେଶ

 ଭୁବନେଶ୍ୱର: କୋଭିଡ ଯୋଦ୍ଧା କହିଲେ ସାଧାରଣତଃ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ସାମ୍ବାଦିକଙ୍କ ଛବି ସାମ୍ନାକୁ ଆସିଯାଏ। ହେଲେ ଏମିତି କିଛି ବିଭାଗ ରହିଛି ଯିଏ ମହାମାରୀ କୋଭିଡ ସମୟରେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଛନ୍ତି। ହେଲେ ସେମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଆକ୍ଷା…

ଉଦ୍ଧାର ଲକ୍ଷ୍ମୀ ପେଚାଙ୍କ ନୂଆ ଠିକଣା ନନ୍ଦନକାନନ

ବାରଙ୍ଗ: କେବଳ ଆନ୍ଟ୍ରାକଟୀକା ମହାଦେଶକୁ ଛାଡ଼ିଦେଲେ ପ୍ରାୟ ସମସ୍ତ ଜଳବାୟୁରେ ସ୍ଥାନରେ ଦେଖାଯାଆନ୍ତି ଏହି ବିରଳ ପ୍ରଜାତିର ପେଚା । ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଅପରାହ୍ନରେ ରଘୁନାଥପୁର ବ୍ରିଜ ନିକଟରେ ଥିବା ଏକ ମଲ୍ ପଛପଟୁ ଚିନ୍ମୟ କୁମାର ସାମଲ ନାମକ ଜଣେ ଯୁବକ ଆହତ ଅବସ୍ଥାରେ ଗୋଟିଏ…

ବିଶେଷ ଟ୍ରେନର ସମୟ ସାରଣୀ ପରିବର୍ତ୍ତିତ

ଭୁବନେଶ୍ୱର: ପାଲାସା-ବିଶାଖାପାଟନମ୍-ପାଲାସା , ପାଲାସା-ଭୁବନେଶ୍ୱର-ପାଲାସା ଏବଂ ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ବିଶେଷ ଏକ୍ସପ୍ରେସ୍ ଟ୍ରେନର ସମୟ ସାରଣୀକୁ ଯାତ୍ରୀମାନଙ୍କ ସୁବିଧାପାଇଁ ୧୮ ଜାନୁୟାରୀ,୨୦୨୧ରୁ ନିମ୍ନଲିଖିତ ଅନୁଯାୟୀ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି ।…

କୂଅରେ ପଡ଼ି ୧୦ବର୍ଷ ଶିଶୁକନ୍ୟାର ମୃତ୍ୟୁ

ବାଙ୍କୀ: କୂଆରେ ବୁଡି ଚାଲିଗଲା ଶିଶୁକନ୍ୟାର ଜୀବନ । ବାଙ୍କୀ ଥାନା ଅଧିନସ୍ଥ ଗୋପାଳପୁର ଗାଁ କୂଅରେ ପଡ଼ି ଶିଶୁକନ୍ୟା ମୃତ୍ୟୁ ହୋଇଛି ।  ମୃତ ଶିଶୁକନ୍ୟାର ନାମ ଲକ୍ଷ୍ମୀ ପ୍ରିୟା ରାଉତ ବୋଲି ଜଣା ପଡିଛି। ମୁତ ଶିଶୁ କନ୍ୟାଙ୍କ ଘର ବଡମ୍ବା ଅଞ୍ଚଳର ତୁଳସୀପୁର ଗାଁ ମାନସ ରାଉତଙ୍କ ଝିଅ ବୋଲି…

ବାଇକ ଚାଳକଙ୍କୁ ୧.୧୩ ଲକ୍ଷ ଟଙ୍କା ଜରିମାନା, ଜାଣନ୍ତୁ କେଉଁଠି

ରାୟଗଡା: ମହଙ୍ଗା ପଡିଲା ଟ୍ରାଫିକ୍ ନିୟମ ନ ମାନି ବାଇକ ଚଳାଇବା। ଚାଳକଙ୍କୁ ୧.୧୩ ଲକ୍ଷ ଟଙ୍କା ଜରିମାନା ପକାଇଛି ପରିବହନ ବିଭାଗ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ। ନୂତନ ମଟର ଯାନ ଆଇନକୁ ନେଇ କଠୋର ହେଉଛି ପରିବହନ ବିଭାଗ। ନୂତନ ମଟର ଯାନ ଆଇନ କାର୍ଯ୍ୟକାରୀ ପରେ ବାଇକ…

ଭିଜିଲାନ୍ସ ଜାଲରେ ପୋଲିସ ଅଧିକାରୀ

ନୟାଗଡ: ଲାଞ୍ଚ ନେଉଥିଲେ , ଧରା ପଡି ଗିରଫ ହେଲେ । ଭଜିଲାନ୍ସ ଜାଲରେ ଧରାପଡିଛନ୍ତି ଜଣେ ପୋଲିସ ଅଧିକାରୀ ।  ଗିରଫ ହୋଇଥିବା ପୋଲିସ ଅଧିକାରୀ ହେଲେ ନୟାଗଡ ବାଣୀଗୋଛାର ଏଏସ୍‌ଆଇ ଲଳିତ କୁମାର ବେହେରା ।  ଆଜି ଜଣେ ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୭୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଖ୍ୟା। ଆଜି ରାଜ୍ୟରୁ ଆଉ ୧୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୮ ହଜାର ୬୨୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ…

ନେତାଜୀଙ୍କ ନାଁରେ କଟକରେ ହେବ ଅତ୍ୟାଧୁନିକ ବସ ଟର୍ମିନାଲ

ଭୁବନେଶ୍ୱର: କଟକର ଖାନନଗର ଠାରେ ନିର୍ମିତ ହେବାକୁ ଯାଉଛି ଅତ୍ୟାଧୁନିକ ବସ୍‌ ଟର୍ମିନାଲ। ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା। ମହାନ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଘୋଷଣା…

ସୁସ୍ଥ ରହିବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ମାଣ୍ଡିଆ

ସ୍ୱାସ୍ଥ୍ୟ ଟିପ୍ସ: ପରିବର୍ତ୍ତନ ଜୀବନ ଶୈଳୀ ଓ ଖାଦ୍ୟପେୟ ପାଇଁ ଅଧିକାଂଶ ଲୋକ ନାନାଦି ରୋଗରେ ପୀଡିତ ହୋଇଥାନ୍ତି। ହେଲେ ସବୁଠାରୁ ବଡକଥା ବର୍ତ୍ତମାନ ସ୍ଥିତିରେ ଛୋଟ ଠାରୁ ବଡ ଅଧିକାଂଶ ଲୋକ ମୋଟାପା ଓ ମଧୁମେହ ରୋଗର ଶିକାର ହୋଇଥାନ୍ତି। ତେବେ ଖାଦ୍ୟରେ କିଛି ପରିବର୍ତ୍ତନ ଆଣିଲେ ଆମେ ଏଥିରୁ…

ବାୟୁସେନାରେ ସାମିଲ ହେବ ୮୩ ତେଜସ ବିମାନ

ନୂଆଦିଲ୍ଲୀ:  ସାବଧାନ ଶତ୍ରୁପକ୍ଷ। ବଢିବ ଭାରତୀୟ ବାୟୁସେନାର ଶକ୍ତି। ରାଫେଲ ପରେ ଏବେ ବାୟୁ ସେନାରେ ସାମିଲ ହେବାକୁ ଯାଉଛି ତେଜସ୍‌। ଏକାଥରକରେ ୮୩ ଟି ତେଜସ୍‌ ବିମାନ ସାମିଲ ହେବାକୁ ଯାଉଛି। ନିରାପତ୍ତା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ବୁଧବାର ୪୮ ହଜାର କୋଟି ଟଙ୍କାର ତେଜସ…
ବ୍ରେକିଂ