ନାଳରେ ବୁଡି ଦୁଇ ଶିଶୁଙ୍କ ସଲୀଳ ସମାଧି
ବଲାଙ୍ଗୀର: ଟିଟିଲାଗଡ ସହରରେ ଅଘଟଣ। ଟିଟିଲାଗଡ ସହର ବହିଦାରପଡା ନାଳରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁ ଦ୍ୱୟ ହେଲେ ଟିଟିଲାଗଡ଼ ସହର ହାଟପଦାର ଓକିଲ ସଞ୍ଜୀବ ପାଢ଼ୀ ଙ୍କ ଝିଅ ଶ୍ରଦ୍ଧା ପାଢ଼ୀ (୭) ଓ ସରୋଜ ରଥଙ୍କ ଝିଅ ରାକ୍ଷୀ ରଥ (୭) । ଖେଳିବାକୁ ଯାଇଥିବା ସମୟ ରେ କୌଣସି…