Daily Archives

January 14, 2021

ଦିନ ଦ୍ୱିପ୍ରହରରେ ବୃଦ୍ଧାଙ୍କୁ ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ଦିନ ଦ୍ୱିପହରରେ ଲୁଟ୍‌। ଲୁଟର ଶିକାର ହୋଇଛନ୍ତି ଜଣେ ବୃଦ୍ଧା। ଗତକାଲି ୩ ଜଣ ଦୁର୍ବୃତ୍ତ ପିପୁଲ ଗାର୍ଡେନ ନିକଟରେ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରି ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା। ସୂଚନାନୁସାରେ…

୮ ମାସ ପରେ ଚୀନରେ ପ୍ରଥମ କରୋନା ମୃତ୍ୟୁ

ଚୀନ: କରୋନା ଭାଇରସ୍‌ର ଜନ୍ମସ୍ଥାନ କୁହାଯାଉଥିବା ଚୀନରେ ପୁଣି ଥରେ କରୋନା ମୃତ୍ୟୁ । ୮ ମାସ ପରେ ପୁଣି ଜଣେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ଏହାସହ ନୂଆ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଚାଇନିଜ୍‌ ନ୍ୟାସନାଲ୍‌ ହେଲଥ କମିଶନ ପକ୍ଷରୁ ସୂଚନା ମିଳିଛି।…

ମକର ବୁଡ ପାଇଁ ଯାଇଥିବା ବେଳେ ଗଣଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବାରିପଦା: ମକର ସଂକ୍ରାନ୍ତିରେ ବୁଡ ପକାଇବାକୁ ଯାଇଥିବା ବେଳେ  ଯୁବତୀ ଙ୍କୁ ଦୁଷ୍କର୍ମ ଅଭିଯୋଗ । ଏଭଳି ଘଟଣା ଘଟିଛି ବାରିପଦାରେ  । ପୀଡିତାଙ୍କୁ ତାଙ୍କର ଦୁଇ ଜଣ ପଡୋଶୀ ବଳପୂର୍ବକ ନଦୀ କୂଳରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ହେଲେ ସେଠାରୁ ପୀଡିତା ଜଣଙ୍କ କୌଶଳକ୍ରମେ ଖସି…

ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଦିଲ୍ଲୀ, ପ୍ରତିଦିନ ୧୦୦ ଲୋକଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ: କରୋନା ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଦିଲ୍ଲୀ। ଏନେଇ ପ୍ରେସ୍ ବିଜ୍ଞପ୍ତି କରି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି ଯେ, ୮୧ଟି କେନ୍ଦ୍ରରେ କରୋନା ଟିକାକରଣ ହେବ। ଏହାପରେ ଟିକାକରଣ କେନ୍ଦ୍ର ସଂଖ୍ୟା ୧୭୫କୁ ବୃଦ୍ଧି କରାଯିବ।…

ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ଜାନୁଆରୀ ୨୩ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ । ୧୦ ଦିନ ଧରି ବନ୍ଦ ରହିବ ଭିତର କନିକା । ରାଜନଗର ବନଖଣ୍ଡର ୪ଟି ରେଞ୍ଜରେ କୁମ୍ଭୀର…

ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ଏଥିପାଇଁ ଚଳଚଳ ଶ୍ରୀମନ୍ଦିର। ଆଜି ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ମକର ନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା ହୋଇଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର…

ସିବିଆଇ ଅଧିକାରୀଙ୍କ ଘରେ ସିବିଆଇ ରେଡ୍

ଗାଜିଆବାଦ: ସିବିଆଇ ଅଧିକାରୀଙ୍କ ସଚ୍ଚୋଟତାକୁ ନେଇ ଉଠିଛି ପ୍ରଶ୍ନ। ଲାଞ୍ଚ ନେଇଥିବା ଅଭିଯୋଗରେ ନିଜ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ। ଉତ୍ତରପ୍ରଦେଶ ଗାଜିଆବାଦ୍‌ସ୍ଥିତ ସିବିଆଇ ଏକାଡେମୀରେ କାର୍ଯ୍ୟ କରୁଥିବା କେତେକ ଅଧିକାରୀଙ୍କ ଘରେ ଗୁରୁବାର ସିବିଆଇ ଚଢ଼ାଉ…

ପୁରୀରୁ ଯୋଧପୁର ଓ ଆଜମେରକୁ ଚଳାଚଳ କରିବ ଦୁଇ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ପୁରୀରୁ ଯୋଧପୁର ଏବଂ ପୁରୀରୁ ଆଜମେର୍‌ ମଧ୍ୟରେ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ରେଳବାଇ ନିଷ୍ପତ୍ତି ନେଇଛି। ଜାନୁଆରି ୨୦ ତାରିଖ ଠାରୁ ପ୍ରତି ବୁଧବାର ଅପରାହ୍ଣ ୪.୦୫ରୁ ୦୨୦୯୩/୦୨୦୯୪ ନମ୍ବରବିଶିଷ୍ଟ 'ପୁରୀ-ଯୋଧପୁର-ପୁରୀ' ସ୍ୱତନ୍ତ୍ର ରେଳ ପୁରୀରୁ ଯାତ୍ରା ଆରମ୍ଭ…

ପଦ୍ମ ଧରିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ

ବାଲେଶ୍ୱର : ବାଲେଶ୍ଵରର ପୂର୍ବତନ ବିଜେଡ଼ି ବିଧାୟକ ଜୀବନ ପ୍ରଦୀପ ଦାସ ପୁଣିଥରେ ବିଜେପିକୁ ଫେରିଛନ୍ତି । ସେ ଆଜି ବିଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ପ୍ରଦୀପ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ଜୀବନ ପ୍ରଦୀପ…

ଫାୟାରଷ୍ଟେଶନ ଓଭର ବ୍ରିଜ୍‌ ଉପରେ ହୁତୁ ହୁତୁ ହୋଇ ଜଳିଗଲା କାର୍‌

ଭୁବନେଶ୍ବର : ମଝି ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କାର୍‌ । ଅଳ୍ପକେ ବର୍ତ୍ତିଲେ କାର୍‌ରେ ଥିବା ସମସ୍ତ ଯାତ୍ରୀ ।  ଫାୟାରଷ୍ଟେଶନ ଓଭର ବ୍ରିଜ୍‌ ଉପରେ ଗୁରୁବାର ମଧ୍ୟାହ୍ନରେ ଦେଖିବାକୁ ମିଳିଛି ଏଭଳି ଘଟଣା । କାର୍‌ରେ ଡ୍ରାଇଭରଙ୍କ ସମେତ ୨ ଜଣ ଯାତ୍ରୀ ଥିଲେ। ତେବେ କାର୍‌ରୁ ହଠାତ୍‌…
ବ୍ରେକିଂ