Daily Archives

January 15, 2021

ଚିଟଫଣ୍ଡ ଠକେଇ ମାମଲାରେ ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ ରୋଜଭ୍ୟାଲି ଗ୍ରୁପ୍ ଚେୟାରମ୍ୟାନ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି ସିବିଆଇ । ତାଙ୍କୁ ତଦନ୍ତକାରୀ ସଂସ୍ଥା କୋଲକାତାରୁ ଗିରଫ କରିଥିବା ସୂଚନା ମିଳିଛି। ଶୁଭ୍ରା ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇଁ…

ଜାଣନ୍ତୁ ତୁଳସୀର ଚମତ୍କାରୀ ଗୁଣ

ସ୍ୱାସ୍ଥ୍ୟ ଟିପ୍ସ: ଭାରତୀୟ ସଂସ୍କୃତିରେ ତୁଳସୀକୁ କେବଳ ପୂଜା କରାଯାଇ ନଥାଏ, ଏହାକୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ। ଆୟୁର୍ବେଦରେ ତୁଳସୀର ପତ୍ର, ଡାଳ ଓ ମଞ୍ଜିକୁ ଔଷଧ ତିଆରି କରିବା ପାଇଁ ବ୍ୟବହାର କରାଯାଏ। ସାଧାରଣ ଜ୍ୱରଠାରୁ ଆରମ୍ଭ କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ…

ପାକିସ୍ତାନର ଯାତ୍ରୀବାହୀ ବିମାନକୁ ଜବତ କଲା ମାଲେସିଆ

କ୍ୱାଲାଲମ୍ପୁର: ଘୋର ଅପମାନର ଶୀକାର ହୋଇଛି ପାକିସ୍ତାନ । ବନ୍ଧୁ ଦେଶ ଭାବେ ପରିଚିତ ମାଲେସିଆ , ପାକିସ୍ତାନ ଆନ୍ତର୍ଜାତୀୟ ଏୟାରଲାଇନ୍ସର ଏକ ବିମାନକୁ ଜବତ କରିଛି । ସ୍ଥାନୀୟ କୋର୍ଟଙ୍କ ଆଦେଶ ପରେ କର୍ତୃପକ୍ଷ ଏହି ପଦକ୍ଷେପ ଗ୍ରହଣ କରିଛି । ଆଜି ବିମାନଟି କରାଚିରୁ ମାଲେସିଆରେ…

ପୁଣି ନମ୍ଵର ଓ୍ଵାନ ହେଲେ ନବୀନ: ଦେଶରେ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଶୀର୍ଷରେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ନବୀନ ପୁଣି ନମ୍ବର ୱାନ୍ । ଦେଶର ସବୁଠୁ ଭଲ ଆଉ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ସି-ଭୋଟର ଓ ଏବିପି ଦେଶ୍ କା ମୁଡ୍ ସର୍ଭରୁ ଏହା ଜଣାପଡ଼ିଛି । ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ସମସ୍ତଙ୍କୁ ପଛରେ ପକାଇଛନ୍ତି ନବୀନ ।ଏହା ପୂର୍ବରୁ…

ଯବାନଙ୍କ ସହ ସେନା ଦିବସ ପାଳିଲେ ଖିଲାଡି ଅକ୍ଷୟ କୁମାର

ମୁମ୍ବାଇ: ଗୁଡ୍ ପର୍ସିନାଲିଟି ପାଇଁ ସବୁବେଳେ ଫ୍ୟାନ୍ସ ପ୍ରଶଂସା ସାଉଁଟିଥିବା ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜି ହସଖୁସିରେ ସେନା ଦିବସ ପାଳନ କରିଛନ୍ତି।  ୭୩ ତମ ସେନା ଦିବସ ପାଳନ ଅବସରରେ ଭାରତୀୟ ସେନାଙ୍କ ସହ ଭଲିବଲ ଖେଳି ବଲିଉଡ୍ ଅଭିନେତା ଅକ୍ଷୟ କୁମାର ମଧ୍ୟ ସେନା ଦିବସ ପାଳନ…

ରାଜ୍ୟରେ ସୁସ୍ଥ ହେଲେ ୨୫୬ କରୋନା ଆକ୍ରାନ୍ତ

 ଭୁବନେଶ୍ୱର:  ରାଜ୍ୟରୁ ସୁସ୍ଥ ହେଲ ଆଉ ୨୫୬ଜଣ କରୋନା ଆକ୍ରାନ୍ତ । ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୨୯ହଜାର ୮୮ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଆଜି ରାଜ୍ୟର ବଲାଙ୍ଗୀର ଓ…

ଖୋଲିବ କିଡନୀ ରାକେଟର ଗୁମର: ମାଷ୍ଟରମାଇଣ୍ଡ ହିମାଂଶୁ ନନ୍ଦକୁ ୩ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି

ଭୁବନେଶ୍ୱର: କିଡନୀ କେଳେଙ୍କାରୀର ଗୁମର ଖୋଲିବ ନୟାପଲ୍ଲୀ ଥାନା ପୋଲିସ । ମାଷ୍ଟରମାଇଣ୍ଡ ହିମାଂଶୁ ନନ୍ଦକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଏସଡିଜେଏମ କୋର୍ଟ । କିଡନୀ ରାକେଟର ମୁଖ୍ୟ ହିମାଂଶୁ ନନ୍ଦକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ନୟାପଲ୍ଲୀ ଥାନା…

ତେଲ ବୋଝେଇ ଟ୍ରକ ଲୁଟ କରି ଓଡ଼ିଶାରୁ ବିହାର ଯାଉଥିବା ବେଳେ ଧରିଲା ଜିଏସଟି ବିଭାଗ

ସୁନ୍ଦରଗଡ଼: ଡ୍ରାଇଭରଙ୍କୁ ମାଡ଼ ମାରି ଟ୍ରକ ଲୁଟ କରୁଥିଲେ ଦୁର୍ବୃତ୍ତ। ରିଫାଇନ ତେଲ ବୋଝେଇ ଏକ ଟ୍ରକ୍‌କୁ ଲୁଟ କରି ଓଡ଼ିଶାରୁ ବିହାର ଅଭିମୁଖେ ଯାଉଥିବା ବେଳେ ଧରିଦେଲା GST ବିଭାଗ।  GST ଫାଙ୍କି ଅଭିଯୋଗରେ ସୋୟାବିନ ତେଲ ବୋଝେଇ ଟ୍ରକ୍‌କୁ ଜବତ କରିବା ପରେ ଜଣାପଡ଼ିଛି ପୁରା ଘଟଣା। ସୂଚନା…

ପାମ୍ପଡ ବ୍ୟବସାୟୀଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ଜିଏସଟି ଠକେଇ

ରାଉରକେଲା : ପାମ୍ପଡ ବ୍ୟବସାୟୀଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ। ରାଉରକେଲା ବାଲୁଘାଟ ନୂଆ ବସ୍ତିର ମହିଳା ଝୁନୁ ପ୍ରଧାନଙ୍କ ନାମରେ ଏହି ଅଭିଯୋଗ ହୋଇଛି। ଝୁନୁ ପାମ୍ପଡ ବିକ୍ରି କରୁଥିବା ବେଳେ ତାଙ୍କ ନାଁ ରେ ୧୩ ଲକ୍ଷ ୩୮ ହଜାର ୧୦୮ ଟଙ୍କା ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଛି। ତାଙ୍କ…

ବିଫଳ ହେଲା ଚୀଷୀ ଓ ସରକାରଙ୍କ ନବମ ବୈଠକ, ପୁଣି ଜାନୁଆରୀ ୧୯ରେ ବୈଠକ

ନୂଆଦିଲ୍ଲୀ: ପୁଣି ବିଫଳ ହେଲା ଚାଷୀ ଓ ସରକାରଙ୍କ ଆଲୋଚନା। ଶୁକ୍ରବାର ଚାଷୀ ଆନ୍ଦୋଳନ ଓ ନୂଆ କୃଷି ଆଇନକୁ ନେଇ ବସିଥିବା ବୈଠକରେ କୌଣସି ସମାଧାନର ବାଟ ବାହାରିପାରିନି। ଫଳରେ ଜାନୁଆରୀ ୧୯ ତାରିଖରେ ପୁଣି ଥରେ କୃଷକ ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ଦଶମ ବୈଠକ ବସିବ । ଦିନ ଗଡ଼ୁଛି,…
ବ୍ରେକିଂ