Daily Archives

January 16, 2021

ରାଜ୍ୟରେ ପ୍ରଥମ ଦିନରେ ୧୩ହଜାର ୯୮୦ଜଣ ନେଲେ କରୋନା ଟିକା

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ । ଆଜି ସାରା ରାଜ୍ୟର ୧୬୧ଟି କେନ୍ଦ୍ରରେ ଟିକାକରଣ ହୋଇଛି ।  ପ୍ରଥମ ଦିନରେ ୧୬ ହଜାର ୪୦୫  ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଶନିବାର ଟିକାକରଣର ଶେଷ ସୁଦ୍ଧା ରାଜ୍ୟରେ ୧୩ ହଜାର ୯୮୦ ଜଣଙ୍କୁ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୨୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।   ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୨୯ ହଜାର ୩୧୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । Another 230 Covid patients have…

ଗୋଦାମରୁ ଜବତ ହେଲା ନକଲି ଲୁଗାଧିୁଆ ପାଉଡର

ସମ୍ବଲପୁର: ଗୋଦାମରୁ ନକଲି ଲୁଗାଧୁଆ ପାଉଡର ଜବତ । ସମ୍ବଲପୁରରେ ଏକ ଗୋଦାମରୁ ପୋଲିସ ଚଢାଉ କରି ନାମିୀ ବ୍ରାଣ୍ଡ ଲୁଗାଧୁଆ ପାଉଡର ଜବତ କରିଛି । ଏଥିରେ ସପୃକ୍ତ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ଚଢଉରେ ଜବତ ହୋଇଥିବା ସମସ୍ତ ବସ୍ତାରୁ ସର୍ଫ ଏକ୍ସେଲ ବ୍ରାଣ୍ଡିଂ ଡିଟର୍ଜେଣ୍ଟ ପାଉଡର ମିଳିଛି…

ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର

ପୁରୀ: ହୁହୁ ହୋଇ ଜଳିଗଲା ୧୦ ବଖରା ଘର ।  ପୁରୀ ଜିଲ୍ଲା ସଦର ବ୍ଲକ ଅଧିନସ୍ଥ ନୂଆଗାଁରେ ଅଗ୍ନିକାଣ୍ଡ ଘଟି ପାଞ୍ଚଟି ପରିବାରର ୧୦ ବଖରା ଘର ପୋଡି ପାଉଁଷ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ସତ୍ୟାବାଦୀ ଅଗ୍ନିଶମ…

ଘର କବାଟ ଭାଙ୍ଗି ଅଳଙ୍କାର ଓ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଦିଗପହଣ୍ଡି: ଘର କବାଟ ଭାଙ୍ଗି ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ ।  ଶୁକ୍ରବାର ବିଳମ୍ବିତ ରାତିରେ ଦିଗପହଣ୍ଡି ବ୍ଳକ ପଦ୍ମନାଭ ପୁର ଗାଁର ସୁରେନ୍ଦ୍ର ରେଡ୍ଡୀଙ୍କ ବାରିପଟ କବାଟ ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶି ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ୧୩ ଭରି ଓଜନର ସୁନା ଅଳଙ୍କାର ଏବଂ ନଗଦ ପ୍ରାୟ…

୨୪ ଘଣ୍ଟାରେ କଟକ ମହାନଗରରୁ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ

କଟକ: ଗତ ୨୪ ଘଣ୍ଟାରେ ଆଜି କଟକ ମହାନଗରରୁ ୩  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସଙ୍ଗରୋଧରୁ ଥିବାବେଳେ ଜଣେ ସ୍ଥାନୀୟ ସଂକ୍ରମଣ ଅଛନ୍ତି ।  ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୨୭୮ ରେ…

ଭୁବନେଶ୍ୱରରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୩

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଭୁବନେଶ୍ୱର ମହାନଗରରେ ମଧ୍ୟ ଆଗ ଅପେକ୍ଷା ଖୁବ କମ୍ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।  ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୪  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ…

ମାର୍ଚ୍ଚ ଶେଷ  ଯାଏଁ ବଢିଲା ପାର୍ବଣ ବିଶେଷ ଟ୍ରେନ ଚଳାଚଳ ଅବଧି

ଭୁବନେଶ୍ୱର: ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା  ୨୧ ଟି ଯୋଡ଼ା ବିଶେଷ ଟ୍ରେନ ଗୁଡିକର ଚଳାଚଳ ଅବଧିକୁ ୨୦୨୧ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ:- ୦୧. ଭୁବନେଶ୍ୱରରୁ ପ୍ରତି ବୁଧବାର ଓ ରବିବାର ଦିନ ଏବଂ ଆନନ୍ଦ…

ଚିତ୍ରକୋଣ୍ଡାରେ ପାଇଖାନା ଦୁର୍ନୀତି: ନିଲମ୍ବିତ ହେଲେ ବିଡିଓ, ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ

ମାଲକାନଗିରି: ନିଲମ୍ବିତ ହେଲେ ବିଡିଓ । ପାଇଖାନା ନିର୍ମାଣରେ ଦୁର୍ନୀତି କରି ନିଲମ୍ବିତ ହୋଇଛନ୍ତି ଚିତ୍ରକୋଣ୍ଡା ବିଡିଓ । ମାଲକାନଗିରି ଜ଼ୀଲ୍ଲା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ପାଇଖାନା ନିର୍ମାଣରେ ହୋଇଥିବା…

ବ୍ରିସବେନ ଟେଷ୍ଟର ଦ୍ୱିତୀୟ ଦିନରେ ବର୍ଷା ରୋକିଦେଲା ଖେଳ, ଭାରତ ୬୨/୨

ବ୍ରିସବେନ୍: ବ୍ରିସବେନ ଟେଷ୍ଟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ବର୍ଷା ସାଜିଛି ବାଧକ । ଯାହା ଫଳରେ ମ୍ୟାଚ ଅଧିକ ସମୟ ପର୍ଯ୍ୟନ୍ତ ଖେଳାଯାଇ ପାରିନାହିଁ । ମ୍ୟାଚର ଦ୍ୱିତୀୟ ଦିନ ଶେଷ ହେବା ବେଳକୁ ଭାରତ ୨ ୱିକେଟ ବିନିମୟରେ ୬୨ ରନ କରିବେରେ ସକ୍ଷମ ହୋଇଛି । ଭାରତ ପକ୍ଷରୁ ପୁଜାରା ଓ ଅଧିନାୟକ…
ବ୍ରେକିଂ