Daily Archives

January 16, 2021

ଅଟକ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ୍

ରାଉରକେଲା: ଉଦ୍ଧାର ହେଲେ ୨ ଯୁବତୀ ।  ରାଉରକେଲା କୁଆଁରମୁଣ୍ଡା ଏସବିଆଇ ପଛ ପଟ ଏକ ଘରୁ ୨ ଯୁବତୀ ଉଦ୍ଧାର ହୋଇଛନ୍ତି । କୁଆଁରମୁଣ୍ଡା ଓ ରଘୁନାଥପାଲି ପୋଲିସ ଦ୍ୱାରା  ଏହି ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଚାକିରି ଦେବା ନାଁରେ ୨ ଯୁବତୀଙ୍କୁ ଏକ ଘରୋଇ…

କୁଟାସିଂହା ଜଙ୍ଗଲରେ ଗିରଫ ହେଲେ ୩ ଡକାୟତ

ବଲାଙ୍ଗୀର: ଜଙ୍ଗଲରୁ ଧରାପଡିଲେ ୩ ଡକାୟତ ।  ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କୁଟାସିଂହା ଜଙ୍ଗଲରୁ ପୋଲିସ ଓ ଗ୍ରାମବାସୀଙ୍କ ଉଦ୍ୟମରେ ୩ଜଣ ଅଣଓଡିଆ ଡକାୟତ ଧରା ପଡିଛନ୍ତି । ସୂଚନା ଅନୁଯାୟୀ, ଆଜି ଜଣେ ଯୁବକଙ୍କ ଠାରୁ ଲୁଟ କରି ଚମ୍ପଟ ମାରିଥିଲେ ୫ ଡକାୟତ । ଖବର ପାଇ…

୩୭୦ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା କରି ଇତିହାସ ରଚିଲା ଦେବଗଡ ଜିଲ୍ଲା

ଦେବଗଡ଼: ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ ଅନୁଯାୟୀ ଓଡିଶା ରାଜ୍ୟ ବାଲ୍ୟ ବିବାହ ହାର ୨୧.୩% ଥିବା ବେଳେ ଦେବଗଡ ଜିଲ୍ଲାର ହାର ୨୩.୪% ରହି ଆସିଅଛି ।  ବାଲ୍ୟ ବିବାହ ଭଳି ଏକ କୁପ୍ରଥା ଓ ବେଆଇନ କାର୍ଯ୍ୟ ର ନିରାକରଣ ପାଇଁ ବିଗତ କିଛି ବର୍ଷ ହେଲା ଦେବଗଡ ଜିଲ୍ଲାରେ ପ୍ରଶାସନ…

ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା ନେଲେ କରୋନା ଟିକା

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି କରୋନା ଟୀକାକରଣ ।  ଆଜି ଭର୍ଚୁଆଲ ମାଧ୍ୟମରେ ଟିକାକରଣର କାର୍ଯ୍ୟକ୍ରମକୁ  ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମ ପ୍ରର୍ଯ୍ୟାୟରେ  ୩ କୋଟି ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଏହା ସହିତ ଖୁବ୍‌ କମ ସମୟ ମଧ୍ୟରେ ୨ ପ୍ରକାର ଟିକା…

ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦୁର୍ବୃତ୍ତ

କୁଚିଣ୍ଡା: ହତ୍ୟାର ଶିକାର ହେଲେ ଶିକ୍ଷକ ।  କୁଚିଣ୍ଡା ଥାନା ଅନ୍ତର୍ଗତ ହାଡିପାଲି ଗ୍ରାମର ଶିକ୍ଷକ ରାମଚନ୍ଦ୍ର ଜୟପୁରିଆଙ୍କୁ କେହିଜଣେ ଦୁର୍ବୃତ୍ତ ଟାଙ୍ଗିଆରେ ହାଣି ହତ୍ୟା କରିଛି ।  ଶିକ୍ଷକ ଜଣକ  ପ୍ରାୟ ସାଢେ ୧୦ଟା ବେଳେ,ନିକଟସ୍ଥ ଝାରମୁଣ୍ଡା ପୋଖରୀକୁ ଗାଧୋଇବା ପାଇଁ ଯାଇ ଏଭଳି…

24 ଘଣ୍ଟାରେ ରାଜ୍ୟରେ 178 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଆଜିଠୁ ଦେଶବ୍ଯାପି କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ସେପଟେ ରାଜ୍ଯରେ ଦୈନିକ ସଂକ୍ରମଣ ସଂଖ୍ଯା ମଧ୍ଯ ହ୍ରାସ ପାଉଛି । ଯାହା ରାଜ୍ଯବାସୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ଗତ 24 ଘଣ୍ଟାରେ ରାଜ୍ଯରେ 178 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ଯରୁ 103 ଜଣ…

ଟିକାକରଣ ପରେ ଫିଡବ୍ୟାକ ନେଲେ ମୁଖ୍ୟମନ୍ତ୍ରୀ, ରାଜ୍ଯବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର : ରାଜ୍ଯରେ ଆରମ୍ଭ ହୋଇଛି ଚିକାକରଣ । ତେବେ ଏହାପରେ ଟିକାକରଣ ନେଇ ବିଭନ୍ନ ହସ୍ପିଟାଲରୁ ଫିଡ୍‌ବ୍ୟାକ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିକା ନେଇଥିବା ବ୍ୟକ୍ତିଙ୍କଠାରୁ ତାଙ୍କ ଅନୁଭୂତି ପଚାରି ବୁଝିଛନ୍ତି ମୁଖ୍ଯମନ୍ତ୍ରୀ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ…

ରିପବ୍ଲିକାନ ପାର୍ଟିର ଭାବମୂର୍ତ୍ତି ସଙ୍କଟ

ପୃଥିବୀର ସବୁଠାରୁ ଶକ୍ତିଶାଳୀ ତଥା ସମୃଦ୍ଧ ଗଣତାନ୍ତ୍ରିକ ରାଷ୍ଟ୍ରରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ବଦନାମର ଇତିହାସ ସୃଷ୍ଟି କଲେ ତାହା ଆମେରିକାକୁ ତଥା ତାଙ୍କ ପଦବୀକୁ ଆନ୍ତର୍ଜାତିକ ସ୍ତରରେ ନ୍ୟୁନ କରିଦେଇଛି ।  ଦୁଇଥର ବହିଷ୍କୃତ ହେବାରେ ସେ ପ୍ରଥମ ଆମେରିକୀୟ…

କ୍ଯାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ନେଲେ ପ୍ରଥମ ଟିକା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭାରମ୍ଭ ପରେ ସାରା ଦେଶରେ ଟିକାକରଣ ଆରମ୍ଭ ହୋଇଛି । ଏହାପରେ ପୂର୍ବାହ୍ନ ୧୧ଟା ୦୫ରୁ ରାଜ୍ଯରେ ମଧ୍ଯ ଆରମ୍ଭ ହୋଇଛି ଟିକାକରଣ । ତେବେ କ୍ଯାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଟିକା ଜଣେ ସଫେଇ କର୍ମଚାରୀଙ୍କୁ ଦିଆଯାଇଛି ।…

ବଲାଙ୍ଗୀରରେ ଟିକାକରଣର ଶୁଭାରମ୍ଭ, ଡ.ଉଦଗାତା ନେଲେ ପ୍ରଥମ ଟିକା

ବଲାଙ୍ଗୀର : କରୋନା ମହାମାରୀ ବିରୋଧରେ ଲଢେଇ ପାଇଁ ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ । ଏହିକ୍ରମରେ ବଲାଙ୍ଗୀର ଜିଲ୍ଲାକୁ ୮୦୦୦ ଭାଏଲ ଟିକା ଆସିଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଭେକ୍ସିନେସନ ସେଣ୍ଟରରେ ଆରମ୍ଭ କରାଯାଇଛି ।…
ବ୍ରେକିଂ