Daily Archives

January 17, 2021

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ

କେନ୍ଦୁଝର: ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ । ପ୍ରଦେଶ କଂଗ୍ରେସ କମିଟିର ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟନାୟକଙ୍କ ଗାଡିକୁ କେତେକ ଅଜଣା ଦୁର୍ବୃତ୍ତ ଭଙ୍ଗାରୁଜା କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି ।  ତାଙ୍କ ସୁରକ୍ଷା କର୍ମଚାରୀ ଙ୍କୁ ଧକ୍କା ମାରି ଅପରାଧୀ ମାନେ…

ବେଦାନ୍ତ ଅଧିକାରୀ ପରିଚୟ ଦେଇ ଟଙ୍କା ଓ ମୋଟର ସାଇକେଲ ନେବା ଅଭିଯୋଗରେ ଗିରଫ ହେଲା ଯୁବକ

ଝାରସୁଗୁଡ଼ା: ବେଦାନ୍ତ ଅଧିକାରୀ ପରିଚୟ ଦେଇ ଟଙ୍କା ଓ ମୋଟର ସାଇକେଲ ନେଇ ଚମ୍ପଟ ମାରିଥିଲା ଯୁବକ । ଏବେ ଧରାପଡି ବନ୍ଧାହେଲା ଅଭିଯୁକ୍ତ ।  ବେଦାନ୍ତ ଆଲୁମିନା କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇ ସିରିଆପାଲି ଗ୍ରାମର କିଶୋର ନେଟି ନାମକ ଜଣେ ଯୁବକଙ୍କ ଠାରୁ ୫ ହଜାର ଟଙ୍କା ଓ…

ଟିକାଦାନର ସଫଳତାକୁ ଅପେକ୍ଷା

ଦେଶରେ ଶନିବାର ଦିନ କରୋନା ଟିକାକରଣ ଶୁଭାରମ୍ଭ ପରେ ଆଶ୍ୱସ୍ତିଜନକ ରିପୋର୍ଟ ମିଳିଥିବାରୁ ଆଶା କରାଯାଉଛି ଯେ ବିଦାୟୀ ୨୦୨୦ରେ ଆସିଥିବା ଏହି ମହାମାରୀର ଅନ୍ତଃ ଘଟିବ । ସ୍ୱାଭାବିକ ଭାବେ ପ୍ରଥମ ଦିନରେ ଯେତିକି ଟିକାଦାନ ଲକ୍ଷ୍ୟ ରଖାଯାଇଥିଲା ତା’ର ଅଧାରୁ କିଛିଟା ଅଧିକ ହାସଲ ହୋଇଛି ।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୨୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୨୯ ହଜାର ୫୪୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । 5 from Kendrapara 5 from…

ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ: ସୁପାରୀ ଦେଇ ଝିଅକୁ ହତ୍ୟା କରିଥିଲା ମା

ବାଲେଶ୍ୱର: ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ । ସୁପାରୀ ଦେଇ ନିଜ ଝିଅକୁ ହତ୍ୟା କରିଥିଲା ମା'।  ସଦରଥାନା ଅଧୀନ ରାଇସୁଆଁ ଗ୍ରାମର ବିବାହିତା ମହିଳା ଶିବାନୀ ନାୟକ (୩୬)କୁ ହତ୍ୟା କରି ନଗ୍ରମର ବେଲନଦୀ ତଳେ ଫିଙ୍ଗିବା ଘଟଣାରେ ପୁଲିସ ସୁପାରି କିଲର ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି…

ଶୀତରେ ବୁଲିବାକୁ ଯାଆନ୍ତୁ ସୌନ୍ଦର୍ଯ୍ୟର ଗନ୍ତାଘର ଅଂଶୁପା ହ୍ରଦ

ବାଙ୍କୀ: ଉତ୍କଳ ଇତିହାସ ରେ ମହାନଦୀ କଡ଼ ଲେଉଟାଏ । ପାହାଡ଼ ଓ ଜଙ୍ଗଲର ଲୁଚକାଳି ଖେଳରେ ସମ୍ପୃକ୍ତ ଥାଏ ସୂର୍ଯ୍ୟ। ସୂର୍ଯ୍ୟ ତଳେ ଉଡୁଥିବା ପକ୍ଷୀର ଛାଇ, ଛାଇ ତଳେ ଅଂଶୁପାର ହାଇ।ସେଇ ସ୍ୱପ୍ନ ରଙ୍କା କିମ୍ବଦନ୍ତୀ ର ଅପରୁପା ଲୋକକଥା ହୋଇ ଅଂଶୁପାର ସୌନ୍ଦର୍ଯ୍ୟ ବିସ୍ତାର । ଏଠାରେ ଶବ୍ଦ ରେ…

ଘନ କୁହୁଡି ନେଇ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କିଛି ଦନ ହେବ ଶୀତ ଲହରୀ ଲାଗିରହିଛି । କିଛି ଦନ ହେବ ରାଜ୍ୟରେ ଶୀତ କମିଯାଇଥିଲେ ବି ପୁଣି ଶୀତର ପ୍ରକୋପ ବଢିବାରେ ଲାଗିଛି । ଆହୁରି ଦୁଇ ଦିନ ଏଭଳି ଥଣ୍ଡା ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଶୀତ ଲହରୀ…

ଭୁବନେଶ୍ୱରରେ ଚିହ୍ନଟ ହେଲେ ଆଉ ୧୯ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଭୁବନେଶ୍ୱର ମହାନଗରରେ ମଧ୍ୟ ଆଗ ଅପେକ୍ଷା ଖୁବ କମ୍ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।  ଆଜି ଭୁବନେଶ୍ୱରରୁ ୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ…

କଟକ ମହାନଗରରୁ ଚିହ୍ନଟ ହେଲେ ଆଉ ୭ କରୋନା ଆକ୍ରାନ୍ତ

କଟକ: ଗତ ୨୪ ଘଣ୍ଟାରେ ଆଜି କଟକ ମହାନଗରରୁ ଆଉ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ୭ ନୂଆ ଆକ୍ରାନ୍ତ ସମସ୍ତେ ସ୍ଥାନୀୟ ସଂକ୍ରମଣ ଅଛନ୍ତି ।  ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୨୮୫ ରେ ପହଞ୍ଚିଛି । ଏନେଇ କଟକ ମହାନଗର ନିଗମ…

ଚାପୁଡା ମାରି ଅଡୁଆରେ ଫିଲ୍ମ ନିର୍ମାତା ମହେଶ ମଞ୍ଜରେକର

ମୁମ୍ବାଇ: ଚାପୁଡା ମାରି ଅଡୁଆରେ ପିଲ୍ମ ନିର୍ମାତା ମହେଶ ମଞ୍ଜରେକର ।  ଜଣେ ବ୍ୟକ୍ତି ତାଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ମଞ୍ଜରେକରଙ୍କ ଗାଡିରେ ତାଙ୍କ ଗାଡି ଧକ୍କା ହେବା ପରେ ତାଙ୍କୁ ଚାପୁଡ଼ା ମାରିବା ସହ ଦୁର୍ବ୍ୟବହାର କରାଯାଇଛି ବୋଲି ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।…
ବ୍ରେକିଂ