Daily Archives

January 18, 2021

ରାଜ୍ୟରେ ଟିକାକରଣର ଦ୍ୱିତୀୟ ଦିନରେ ୩୨ ହଜାର ୫୨୬ ଜଣ ନେଲେ କରୋନା ଟିକା

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଦ୍ୱିତୀୟ ଦିନର ଟିକାକରଣ ହୋଇଛି । ଆଜି ସାରା ରାଜ୍ୟରେ ଦ୍ୱିତୀୟ ଦିନର ଟିକାକରଣ ପାଇଁ ୩୮୦ଟି କେନ୍ଦ୍ରରେ ବ୍ୟବସ୍ଥା ହୋଇଥିଲା । ମାତ୍ର ୩୭୫ଟି କେନ୍ଦ୍ରରେ ଟିକାକରଣ ସମ୍ଭବ ହୋଇପାରିଛି ।  ତେବେ, ଦ୍ୱିତୀୟ ଦିନରେ ୩୧ ହଜାର ୯୦୨  ଜଣଙ୍କୁ ଟିକା ଦେବା ପାଇଁ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଉପ-କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର କ୍ଷିତି ଭୂଷଣ ଦାସ

ଭୁବନେଶ୍ୱର : କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ ଉପ-କୁଳପତି ନିଯୁକ୍ତ ହୋଇଛନ୍ତି ପ୍ରଫେସର କ୍ଷିତି ଭୂଷଣ ଦାସ । ସେ ସୋମବାରଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ କୁଳପତି ପ୍ରଫେସର ଆଇ.ରାମବ୍ରହ୍ମନ ପ୍ରଫେସର ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ…

ଜାନୁଆରୀ ୨୧ରୁ ତୋଷାଳି ମେଳା

ଭୁବନେଶ୍ୱର: ଜାନୁଆରୀ ୨୧ରୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ତୋଷାଳି ମେଳା । ଏହି ମେଳା ଫେବୃୟାରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ତୋଷାଳୀ ମେଳା ଆୟୋଜନ ନେଇ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ ସୂଚନା ଦେଇଛନ୍ତି । ତେବେ କୋଭିଡ କଟକଣା ମାନି ମେଳା ଆୟୋଜନ…

ରାମ ମନ୍ଦିର ନିର୍ମାଣ ସହଯୋଗର ହାତ ବଢାଇଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ

ଭୋପାଳ: ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ମଧ୍ୟ ଯୋଗଦାନ ଦେଇଛନ୍ତି। ସେ ୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ କରିଛନ୍ତି। ଦିଗବିଜୟ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜରିଆରେ ରାମ ଜନ୍ମଭୂମି…

ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

ଠାକୁରମୁଣ୍ଡା: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀର  ଶରତ ଥାନା ଅନ୍ତର୍ଗତ କଳମଗାଡ଼ିଆ ଗ୍ରାମପଞ୍ଚାୟତ ନାକଚିଡା ଗ୍ରାମରେ । ଆଜି ସେହି ଗ୍ରାମର ଗୁପ ସାମାଡ଼ଙ୍କ ସ୍ତ୍ରୀ ରାଧିକା…

ଟୀକାକରଣ ପାଇଁ ପୁଣି କାଲି ଓଡିଶାରେ ପହଞ୍ଚିବ କୋଭିସିଲ୍ଡ ଭ୍ୟାକ୍ସିନ

ଭୁବନେଶ୍ୱର: ମହାମାରୀ କରୋନାକୁ ମାତ ଦେବାକୁ ଆସନ୍ତାକାଲି ପୁଣି ଓଡିଶାରେ ପହଞ୍ଚିବ କୋଭିସିଲ୍ଡ  ଭ୍ୟାକ୍ସିନ। ୩ ଲକ୍ଷ ୩୪ ହଜାର ୫୦୦ ଡୋଜ୍ ବିଶିଷ୍ଟ କୋଭିସିଲ୍ଡ ଭ୍ୟାକ୍ସିନ ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶାରେ ପହଞ୍ଚିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ପୁଣେରୁ ଭୁବେନେଶ୍ୱର…

ଅଯୌକ୍ତିକ ଆଦେଶରୁ ମୁକ୍ତି  

୧୯୫୪ର ସ୍ୱତନ୍ତ୍ର ବିବାହ ଆଇନରେ ରହିଥିବା ଏକ ଅଯୌକ୍ତିକ ସର୍ତ୍ତକୁ ଉଠାଇ ଦେଇ ଆହ୍ଲାବାଦ ହାଇକୋର୍ଟ ବ୍ୟକ୍ତିଗତ ସ୍ୱାଧୀନତା ପ୍ରସଙ୍ଗରେ ଏକ ଉଦାରବାଦୀ  ସମୟୋଚିତ ରାୟ ଦେଇଛନ୍ତି । ଏହି ଆଇନରେ ରହିଥିବା ଏକ ବାଧ୍ୟତାମୂଳକ ଆବଶ୍ୟକତାକୁ  କୋର୍ଟ ଇଚ୍ଛାଧୀନ ପରିଚୟ ଦେଇଛନ୍ତି । ଆଇନର ୫ ଧାରାରେ…

ରାଜ୍ୟରୁ ସୁସ୍ଥ ହେଲେ ୨୫୫ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରୁ ସୁସ୍ଥ ହେଲେ ୨୫୫ଜଣ କରୋନା ଆକ୍ରାନ୍ତ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦିଆଯାଇଛି । ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ୩ ଲକ୍ଷ୨୯ ହଜାର ୮୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି। ଆଜି ଗଜପତି ଜିଲ୍ଲାରୁ ୨୩ଜଣ…

କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ

କଟକ :  ପୁଣି ଥରେ କୋର୍ଟରେ ହାଜର ହୋଇଛନ୍ତି ଡି-ବ୍ରଦର୍ସ । ଦୁଇ ଭାଇଙ୍କୁ କଟକ ଏସଡିଜେଏମ କୋର୍ଟରେ ହାଜର କରାଇଛନ୍ତି କମିଶନରେଟ ପୋଲିସ । ଧଳ ସାମନ୍ତ ସହଯୋଗୀକୁ ଗିରଫ କରିବା ସମୟରେ ତାଙ୍କ ନିକଟରୁ ଜବତ ହୋଇଥିବା ବେଆଇନ ବନ୍ଧୁକ ରଖିବା ଘଟଣାରେ ଉଭୟ ଭ୍ରାତାକ ନାଁରେ ମାମଲା ରୁଜୁ…

ପ୍ରଶାସନ ଦୃଷ୍ଟି ଆଢୁଆଳରେ ଟେଣ୍ଟେଇନଳୀ ଜଳପ୍ରପାତ, ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଁ ଦାବୀ 

ତେଲକୋଇ: କେନ୍ଦୁଝର ଜିଲ୍ଲା ଉପାନ୍ତ ତେଲକୋଇ ବ୍ଲକ ପଡାଙ୍ଗ ପଞ୍ଚାୟତ ଟେଣ୍ଟେଇନଳୀ ଗ୍ରାମରେ ଲୁକ୍କାୟିତ ଅବସ୍ଥାରେ ରହିଛି ଟେଣ୍ଟେଇନଳୀ ଜଳପ୍ରପାତ । ପର୍ଯ୍ୟଟନ ଋତୁ ଆସିଲେ ଏଠାକୁ ଜିଲ୍ଲା ତଥା ବାହାର ଜିଲ୍ଲାରୁ ବହୁ ପର୍ଯ୍ୟଟକ ମାନେ ଆସିଥାନ୍ତି । ଏହା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଲେ…
ବ୍ରେକିଂ