Daily Archives

January 18, 2021

ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଘନ କୁହୁଡି ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ତିନି ଦିନ ଅର୍ଥାତ ୨୧ ତାରିଖ ଯାଏଁ ପର୍ଯ୍ୟନ୍ତ ଘନ କୁହୁଡ଼ି ସମ୍ଭାବନା ରିହିଛି। ରାଜ୍ୟର ବହୁ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।…

ଭାରତୀୟ ସେନାର ୪୨ତମ ଉପମୁଖ୍ୟ ହେବେ ଓଡିଆ ପୁଅ ଚଣ୍ଡୀ ପ୍ରସାଦ ମହାନ୍ତି

ନୂଆଦିଲ୍ଲୀ: ଓଡିଆ ସେନା ଅଫିସରଙ୍କୁ ବଡ ଦାୟିତ୍ୱ । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଭାଇସ ଚିଫ । ଭାରତୀୟ ସେନାର ୪୨ ତମ ଭାଇସ ଚିଫ ହେବେ ଓଡିଶାର ଜଗସିଂହପୁର ଜିଲ୍ଲା ଜୟବଡରେ ଜନ୍ମିତ ଚଣ୍ଡିପ୍ରସାଦ ମହାନ୍ତି । ପ୍ରଥମ ଓଡିଆ ଭାବେ ଲେଫ୍ଟନାଣ୍ଟ…

କଟକ ମହାନଗରରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୪

କଟକରୁ : ଆଜି କଟକ ମହାନଗରରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ସମସ୍ତେ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।  ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ…

ସ୍ଵାସ୍ଥ୍ୟ ପାଇଁ ଉପକାରୀ ଅଁଳା

ସ୍ୱାସ୍ଥ୍ୟ ଟିପ୍ସ: ଆୟୁର୍ବେଦରେ ଅଁଳାକୁ ଔଷଧ ଭାବେ ବ୍ୟବହାର କରାଯାଏ। ଅଁଳା ରକ୍ତ ସଫା କରିବାରେ, ଶରୀରରେ ପିତ, ବାତ, କଫକୁ ନିୟନ୍ତ୍ରଣ କରିବାରେ, କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରେ। ଅଁଳାରେ ପ୍ରଚୁର ପରିମାଣରେ ଭିଟାମିନ୍‌ ସି ରହିଛି, ଯାହାକି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି…

ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ମମତା ବାନାର୍ଜୀ

କୋଲକାତା: ସରଗରମ ହେବାରେ ଲାଗିଛି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରାଜନୀତି । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବଡ ଘୋଷଣା କରିଛନ୍ତି। ସେ ଏଥର ନନ୍ଦିଗ୍ରାମରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ମମତା ବାନାର୍ଜୀ ନନ୍ଦିଗ୍ରାମ ଏକ ସଭାକୁ ସମ୍ବୋଧନ କରି…

ପୂର୍ବତଟ ରେଳପଥ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଦିଆଗଲା କୋଭିଡି ଟୀକା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନର ଏକ ଅଂଶ ଭାବରେ, କୋଭିଡ୍ -19 ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଏବଂ ଅନ୍ୟାନ୍ୟ ମେଡିକାଲ୍ କର୍ମଚାରୀଙ୍କ ସମେତ ସମସ୍ତ ରେଳ ସ୍ୱାସ୍ଥ୍ୟ…

୮୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କଲେଜ ଅଧ୍ୟକ୍ଷା

କଣ୍ଟାବାଞ୍ଜି: ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା ମିନତୀ ରଥ  ଲାଞ୍ଚ ନେଉଥିବା ବେଳେ ଆଜି ଅପରାହ୍ନରେ ଭିଜିଲାନ୍ସ ଚଢ଼ାଉ କରିଛି । ବଙ୍ଗୋମୁଣ୍ଡା ପଂଚାୟତ ସମିତି ମାଧ୍ୟମିକ ବିଦ୍ୟାଳୟର ସହକାରୀ…

୨୪ ଘଣ୍ଟାରେ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫ ନୂଆ କରୋନା ଆକ୍ରନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟିନରୁ ଥିବାବେଳେ  ୨ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ଟ୍ୱିଟ କରି ସୂଚନା ଦେଇଛି ।…

ରାଜଗାଙ୍ଗପୁରରେ ଶିଶୁ ପୁତ୍ର ଉଦ୍ଧାର

ରାଜଗାଙ୍ଗପୁର: ଉଦ୍ଧାର ହେଲା କଅଁଳ ଶିଶୁ ପୁତ୍ର । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରର ରାଣୀବନ୍ଦ କେନାଲଠାରେ ଦେଢ ମାସର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ରବିବାର ରାତି ପ୍ରାୟ ୧୦ଟାରେ ରାଣୀବନ୍ଦ କେନାଲଠାରେ ପ୍ରାୟ ଦେଢ ମାସର ଶିଶୁ ପୁତ୍ରକୁ…

ସୁନ୍ଦରଗଡରରେ ଗାଁ ସାଥୀଙ୍କୁ ନିର୍ମମ ହତ୍ୟା ଘଟଣା: ଗିରଫ ହେଲେ ଶାଶୂ ଓ ଜ୍ୱାଇଁ

ସୁନ୍ଦରଗଡ଼: ନିର୍ମମ ହତ୍ୟାର ଗୁମର ଖୋଲିଲା ପୋଲିସ । ସୁନ୍ଦରଗଡ଼ ଜିଲ୍ଲା ଭବାନୀପୁରରେ ଗାଁ ସାଥୀଙ୍କୁ ହତ୍ୟା କରାଯିବା ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଏହି ଘଟଣାରେ ସୁନ୍ଦରଗଡ଼ ଟାଉନ୍ ଥାନା ପୁଲିସ୍ ଜଣେ ମହିଳା ଓ ତାଙ୍କ ଜ୍ୱାଇଁଙ୍କୁ ଗିରଫ କରିଛି। ଏନେଇ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ସୂଚନା…
ବ୍ରେକିଂ