୮ ବର୍ଷର ନାବାଳିକା ନାଁରେ ସମନ ଜାରି କରି ହରଡ଼ଘଣାରେ ବାଲିପାଟଣା ପୋଲିସ
ବାଲିପାଟଣା: ନାବାଳିକା ନାଁରେ ସମନ ଜାରି କରି ହରଡ଼ଘଣାରେ ପୋଲିସ । ଜଣେ ୮ବର୍ଷର ନାବାଳିକାକୁ ସମନ ଜାରି କରି ହରଡ଼ଘଣାରେ ପଡିଛି ବାଲିପାଟଣା ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଦଫା ୧୦୭ (ଶାନ୍ତି ଭଙ୍ଗ ନ କରିବା )ବଳରେ ଏହି ନାବାଳିକା ସମେତ ପରିବାର ୪ ଜଣଙ୍କ ନାମରେ ଗତ ଡିସେମ୍ବର ମାସରେ…