ଘରେ ପ୍ରସ୍ତୁତ କରନ୍ତୁ ବ୍ରେଡ ଦହିବରା
ରୋଷେଇ: ସାଧାରଣତଃ ଦହିବରାକୁ ସମସ୍ତେ ପସନ୍ଦ କରିଥାନ୍ତି। ଘରେ ହେଉ ଅବା ଭୋଜିଭାତ, ସବୁଠୁ ଦହି ବରାର ଚାହିଦା ଢେର ଅଧିକା। ଆପଣ ଜାଣିଛନ୍ତି ବିରିରେ ପ୍ରସ୍ତୁତ ହୁଏ ଦହି ବରା, କିନ୍ତୁ ବ୍ରେଡ୍ରେ ମଧ୍ୟ ଖୁବ୍ ସହଜରେ ଘରେ ଫଟାଫଟ ଦହିବରା ତିଆରି ହୋଇପାରିବ । ତେବେ ଆସନ୍ତୁ ଜାଣିବା ବ୍ରେଡ…