Daily Archives

January 20, 2021

ରାଜାରାଣୀ ଶାସ୍ତ୍ରୀୟ ସଙ୍ଗୀତ ଉତ୍ସବର ଉଦ୍‍ଯାପନୀ ସଂଧ୍ୟା

ଭୁବନେଶ୍ୱର : ରାଜାରାଣୀ ସଙ୍ଗୀତ ମହୋତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମତ୍କାର ସାଜସଜା ଏବଂ ୧୧ଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା…

ଓଡିଶା ଗସ୍ତରେ ରାକେଶ ଆସ୍ଥାନା, ସନ୍ତ୍ରାସବାଦ ଦମନ ପାଇଁ କଲେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : ଓଡିଶା ଗସ୍ତରେ ସୀମା ସୁରକ୍ଷା ବଳର ମହାନିର୍ଦ୍ଦେଶକ (ଡି.ଜି) ରାକେଶ ଆସ୍ଥାନା । ଏହି ଅବସରରେ ବୁଧବାର ଭୁବନେଶ୍ୱର ଠାରେ ବାମପନ୍ଥୀ ସନ୍ତ୍ରାସବାଦ ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ବି.ଏସ୍.ଏଫର…

ରାଜ୍ୟରେ ପୁଣି ବଢିଲା ବସ୍‌ ଭଡା

ଭୁବନେଶ୍ୱର : ରାଜ୍ୟରେ ପୁଣି ବଢିଲା ବସ୍‌ ଭଡା । ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବରେ ବୃଦ୍ଧି ପାଉଛି ଯାହାକୁ ଦୃଷ୍ଟିରେ ରଖି  ବୁଧବାର ବସ୍ ଭଡା ବୃଦ୍ଧି କରାଯାଇଥିବା  ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ଅଡିନାରି ବସ୍‌ ଭଡ଼ା କିଲୋମିଟର ପିଛା ୭୩ରୁ ୭୪…

ବାଙ୍କୀର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ, ଜଣେ ଗିରଫ

ବାଙ୍କୀ : ବାଙ୍କୀର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । ଏସାଇ ତେଲେଫର ଲାକ୍ରାଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀଙ୍କୁ ନେଇ ଗଠିତ ଏକ ଟିମ ଏହି ଚଢାଉ କରିଥିଲା । ଚଢାଉ ବେଳେ 2 ପେଟି ଚୋରା ବିଦେଶୀ ମଦ ଜବତ କରାଯାଇଛି । ଘଟଣାରେ ଜଣକୁ ଗିରଫ ମଧ୍ଯ କରାଯାଇଛି ।…

ଝାରସୁଗୁଡା ଜିଲ୍ଲା ପୋଲିସ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ଅନୁଷ୍ଠିତ

ଝାରସୁଗୁଡ଼ା : ଜିଲ୍ଲା ପୋଲିସ ପକ୍ଷରୁ ୩୨ ତମ ସଡକ ସୁରକ୍ଷା ସପ୍ତାହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଝାରସୁଗୁଡା ସହରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ସଚେତନତା ଶୋଭାଯାତ୍ରାରେ ପୋଲିସ ପକ୍ଷରୁ ଫୁଲ ଓ ହେଲମେଟ ପ୍ରଦାନ କରି ଲୋକଙ୍କୁ ସଡକ ସୁରକ୍ଷା ତଥା ବିଭିନ୍ନ…

ବିଡେନଙ୍କ ଶପଥ ଗ୍ରହଣ ପୂର୍ବରୁ ହ୍ୱାଇଟ ହାଉସ ଛାଡିଲେ ଟ୍ରମ୍ପ

ୱାଶିଂଟନ୍: ଜୋ ବିଡେନଙ୍କ ଶପଥ ଗ୍ରହଣ ପୂର୍ବରୁ ହ୍ୱାଇଟ ହାଉସ ଛାଡିଲେ ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବିଡେନଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ। ହ୍ୱାଇଟ ହାଉସ ଛାଡିବା ସମୟରେ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ ତାଙ୍କ ସହ…

ବେଲସୋଣ୍ଡା, ବୋଇଣ୍ଡା ଏବଂ ବୃନ୍ଦାମାଲ ଷ୍ଟେସନରେ ରୋଲିଙ୍ଗ ସ୍ଟକ ଯାଞ୍ଚ ପାଇଁ ପ୍ରତିଷେଧକ ରକ୍ଷଣାବେକ୍ଷଣ ପ୍ରଣାଳୀ…

ଭୁବନେଶ୍ୱର : ଟ୍ରେନ ଚଳାଚଳ କ୍ଷେତ୍ରରେ ପ୍ରତ୍ୟକ କ୍ଷଣ ରୋଲିଙ୍ଗ ସ୍ଟକ ଗୁଡିକର ପ୍ରତିଷେଧକ ରକ୍ଷଣାବେକ୍ଷଣ ଆବଶ୍ୟକତା ଥାଏ ।  ଏହି ଧାରାରେ, କୌଣସି ଆସନ୍ନ ବିଫଳତାର ପ୍ରକୃତ ଘଟଣା ପୂର୍ବରୁ ଦୋଷ ଚିହ୍ନଟ ହୁଏ ।  ଏହି ପ୍ରଣାଳୀ ଦ୍ୱାରା ଆସନ୍ନ ବିଫଳ ପୂର୍ବରୁ ଏକ ଆଲାର୍ମ ସୃଷ୍ଟି ହୁଏ । …

ମାଲକାନଗିରି ଗସ୍ତରେ ଓଏସଡିଏ  ଚେୟାରମେନ ସୁବ୍ରତ ବାଗଚୀ

ମାଲକାନଗିରି : ମାଲକାନଗିରି ଗସ୍ତରେ ଓଏସଡିଏ  ଚେୟାରମେନ ସୁବ୍ରତ ବାଗଚୀ। ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ସ୍ବାଭିମାନ ଅଞ୍ଚଳରେ ପହଞ୍ଚିଛନ୍ତି  ଚିତ୍ରକୋଣ୍ଡା ଓ ମାଲକାନଗିରି ଆଇଟିଆଇ କେନ୍ଦ୍ରକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ବାଗଚୀ । ତେବେ କିଛି ବର୍ଷ ତଳେ ସେ ମାଲକାନଗିରି…

ମାର୍ବଲ ଖସି ଶ୍ରମିକ ମୃତ , ୨ ଗୁରୁତର

ବଲାଙ୍ଗୀର : ବଲାଙ୍ଗୀର ପ୍ୟାଲେସଲାଇନ ପଡାରେ ବ୍ୟବସାୟୀ ଗୋପାଳ ଅଗ୍ରଓ୍ବାଲଙ୍କ ଘର ନିର୍ମାଣ ବେଳେ ଅଘଟଣ ଘଟିଛି । ଘରେ ମାର୍ବଲ କାମ କରୁଥିବା ବେଳେ ମାର୍ବଲ ଖସି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଘଟଣାରେ ଅନ୍ଯ 2 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ ଶ୍ରମିକ ଜଣକ କାଲସାଏପାଲିର…

‘ନେତାଜୀ ଏକ୍ସପ୍ରେସ୍’ ନାମରେ ନାମିତ ହେଲା ହାଓଡ଼ା-କାଲକା ମେଲ୍

ନୂଆଦିଲ୍ଲୀ : ହାଓଡ଼ା-କାଲକା ମେଲ୍ ତଥା ଟ୍ରେନ ନମ୍ବର 12311/12312 କୁ ଭାରତୀୟ ରେଳବାଇ ‘ନେତାଜୀ ଏକ୍ସପ୍ରେସ୍’ ନାମରେ ନାମିତ କରିଛି । ହାଓଡ଼ା-କାଲକା ମେଲ୍ ଭାରତୀୟ ରେଳବାଇରେ ଚଳାଚଳ କରୁଥିବା ଏକ ଲୋକପ୍ରିୟ ଓ ପୁରାତନ ଟ୍ରେନ । ହାଓଡ଼ା କାଲକା ମେଲ୍ (ପୂର୍ବ ରେଳବାଇ)ରୁ ଭାୟା ଦିଲ୍ଲୀ…
ବ୍ରେକିଂ