Daily Archives

January 21, 2021

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୦ ଉଦଘାଟିତ

ଭୁନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧ ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆଜି ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇଛି । ଏହି ଅବସରରେ…

ପୋଖରୀ ହୁଡାରୁ ବୃଦ୍ଧ ଦମ୍ଫତ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ !

ବାଲେଶ୍ୱର: ପୋଖରୀ ହୁଡାରୁ ବୃଦ୍ଧ ଦମ୍ଫତ୍ତିଙ୍କ ମୃତଦେହ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଟୁକୁରିହାଜିରା ପଞ୍ଚାୟତ ଅନ୍ତର୍ଗତ ଚକଫୁଲବଣୀ ଗାଁର ଏକ ପୋଖରୀ ହୁଡାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ମୃତକ ହେଲେ କାହ୍ନୁଚଣ ମଣ୍ଡଳ ଓ ତାଙ୍କ ପତ୍ନୀ ବାସନ୍ତୀ ମଣ୍ଡଳ…

କଟକ ମହାନଗରରୁ ଚିହ୍ନଟ ହେଲେ ଆଉ ୪ କରୋନା ଆକ୍ରାନ୍ତ

କଟକ: ଗତ ୨୪ ଘଣ୍ଟାରେ ଆଜି କଟକ ମହାନଗରରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ୨ ନୂଆ  ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟିନରୁ ଥିବାବେଳେ ୩ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୨୯୬ ରେ…

କିନ୍ନରଙ୍କ ହାତରେ ପାର୍କିଂ ଦାୟିତ୍ୱ

ଭୁବନେଶ୍ୱର: କିନ୍ନରମାନଙ୍କ ଆର୍ଥିକ ବିକାଶ ସହ  ସାମାଜିକ ସ୍ରୋତରେ ସାମିଲ ବିଏମସି ପକ୍ଷରୁ ପ୍ରୟାସ କରାଯାଇଛି । ରାଜଧାନୀର ଦୁଇ ପ୍ରମୁଖ ପାର୍କିଂ ଅଞ୍ଚଳକୁ କିନ୍ନରଙ୍କୁ ହସ୍ତାନ୍ତର କରାଯାଇଛି । ଅଶୋକା ମାର୍କେଟସ୍ଥିତ ଖାଦିମ୍ ସୋରୁମ୍ ସାମ୍ନାରୁ ଶ୍ରୀଲେଦର ସୋରୁମ୍ ସାମନା , ହୋଟେଲ୍…

କମ ସମୟରେ ବନାନ୍ତୁ ଦଲିଆ ଖେଚୁଡି

ରୋଷେଇ: ବ୍ୟସ୍ତ ବହୁଳ ଜୀବନ ଭିତରେ ସାଧାରଣତଃ ଖାଦ୍ୟପେୟ ଉପରେ ବିଷେଷ ଧ୍ୟାନ ଦେଇ ହୋଇ ନଥାଏ। ଯାହା ପରବର୍ତ୍ତୀ ସମୟରେ ଆମ ଶରୀର ପାଇଁ କ୍ଷତିକାର ସାବ୍ୟସ୍ତ ହୋଇଥାଏ। ସମୟକୁ ଦଷ୍ଟିରେ ରଖି ଆମେ ଅନେକ ଥର ଚାଉଳ ପ୍ରସ୍ତୁତ ଖେଚୁଡି ପ୍ରସ୍ତୁତ କରି ଖାଇବାକୁ ଭଲ ପାଇଥାଉ। ଆଜି ଆମେ ଆଉ ଏକ…

ବଲାଙ୍ଗୀର ଜିଲ୍ଲାରୁ ଆଉ ୩୦ଲକ୍ଷ କ୍ୱିଣ୍ଟାଲ ଧାନକିଣା ଟାର୍ଗେଟ ପାଇଁ ପୂର୍ବତନ ସାଂସଦ କଳିକେଶଙ୍କ ଦାବି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଚଳିତବର୍ଷ ୩୦ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯାଇଛି । କିନ୍ତୁ ଚାଷିଙ୍କ ପାଖରେ ବହୁପରିମାଣରେ ଧାନ ରହିଛି । ତେଣୁ ଜିଲ୍ଲାରୁ ଆଉ ୩୦ ଲକ୍ଷ କ୍ୱିଣ୍ଟାଲ ଧାନକିଣା ଟାର୍ଗେଟ ଦେବାକୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଖାଦ୍ୟ ଓ ଯୋଗାଣମନ୍ତ୍ରୀଙ୍କ ସହ…

ସେଲ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ରେକର୍ଡ ଏକ ଦିବସୀୟ ଏଚଆର କଏଲ ଉତ୍ପାଦନ ହାସଲ

ରାଉରକେଲ : ସେଲ ରାଉରକେଲା ଇସ୍ପାତ କାରଖାନା ଏହାର ଉତ୍କୃଷ୍ଟ ପ୍ରଦର୍ଶନର ଧାରାକୁ ବଜାୟ ରଖି ଜାନୁଆରୀ ୨୦ ତାରିଖରେ ରେକର୍ଡ ଏକ ଦିବସୀୟ ଏଚଆର କଏଲ ଉତ୍ପାଦନ ହାସଲ କରିଛି । ଇସ୍ପାତ କାରଖାନାର ହଟ ଷ୍ଟ୍ରିପ ମିଲ-୧ ବିଭାଗ ୯୨୬୯ ଟନ ସ୍ଲାବ ରୋଲିଙ୍ଗ ପୂର୍ବକ ୯୦୬୭ ଟନ ଏଚଆର କଏଲ ପ୍ରସ୍ତୁତ…

ରାଜଧାନୀର ହୋଟେଲ ଓ ରେଷ୍ଟୁରାଣ୍ଟରେ ଲାଗିବ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍

ଭୁବନେଶ୍ୱର: ରାଜଧାନୀର ହୋଟେଲ ଓ ରେଷ୍ଟୁରାଣ୍ଟରେ ଲାଗିବ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍।  ହୋଟେଲ ଓ ରେଷ୍ଟୁରାଣ୍ଟରେ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ। ୭ ଦିନ ଭିତରେ ସେମାନେ ଦୋକାନ ସମ୍ମୁଖରେ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।…

ନଟରାଜନଙ୍କୁ ଭବ୍ୟ ସ୍ୱାଗତ: ରଥରେ ବସେଇ ପାଛୋଟି ନେଲେ ଗାଁ ଲୋକେ

ସାଲେମ୍: ୟର୍କର କିଙ୍ଗଙ୍କୁ ଭବ୍ୟ ସ୍ୱାଗତ । ଆଇପିଏଲରେ ଚମତ୍କାର ପ୍ରଦର୍ଶନ ପରେ ଭାରତୀୟ ଦଳରେ ସ୍ଥାନ ପାଇ ଅଷ୍ଟ୍ରେଲିଆ ଗସ୍ତରେ ଦମଦାର ପ୍ରଦର୍ଶନ କରିଥିବା ଟି ନଟରାଜନ ସ୍ୱଦେଶ ଫେରିଛନ୍ତି । ସେ ତାମିଲନାଡୁର ନିଜ ଗାଁ ଚିନ୍ନାପମ୍ପତୀରେ ପହଞ୍ଚିବା ପରେ ଗାଁ ଲେକେ ଉତ୍ସୁକତାର ସହ ତାଙ୍କୁ…

ଓଡିଶା-ମୋ ପରିବାର ସହଯୋଗରେ କୋଏମ୍ବାଟରରୁ କଳାହାଣ୍ଡି ଫେରିଲା ମୃତଦେହ

ଭୁବନେଶ୍ୱର: ତାମିଲନାଡୁର କୋଏମ୍ବାଟୁର ସହରରେ ମୃତ୍ୟୁ ଘଟିଥିବା କଳାହାଣ୍ଡିର ଯୁବକ ଗଜେନ୍ଦ୍ର ନାୟକଙ୍କ ମରଶରୀରକୁ ଓଡିଶା-ମୋ ପରିବାର  ସହଯୋଗ ରେ ଫେରି ପାଇଛନ୍ତି ତାଙ୍କ ପରିବାର ଲୋକ । ଆଜି ଭୋର ୩ଟାରେ ଶବ ଗାଁରେ ପହଂଚିବା ପରେ ସଂସ୍କାର କରାଯାଇଛି । ସୂଚନାନୁସାରେ କୋଏମ୍ବାଟୁରରେ…
ବ୍ରେକିଂ