Daily Archives

January 21, 2021

ରାଜ୍ୟରୁ ସୁସ୍ଥ ହେଲେ ୨୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରୁ ୨୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ବର୍ତ୍ତମାନ ୩ଲକ୍ଷ ୩୦ହଜାର ୫୪୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ସୁନ୍ଦରଗଡ଼ରୁ ୪୩ଜଣ…

ଚିନ୍ତା ବଢାଉଛି କରୋନା ଟିକା, ଭ୍ୟାକ୍ସିନ୍‌ ନେଇ ତେଲେଙ୍ଗାନାରେ ଡ୍ରାଇଭର ମୃତ

ତେଲେଙ୍ଗାନା: ସାରା ଦେଶରେ କରୋନାର ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଛି । ଟୀକା ନେବା ପରେ ଧିରେ ଧିରେ ଲୋକଙ୍କ ପାଖରେ ପାଶ୍ୱର୍ପ୍ରତିକ୍ରିୟା ଦେଖାଯିବା ଆରମ୍ଭ କରିଲାଣି । କରୋନା ଟିକା ନେଇ ତେଲେଙ୍ଗାନାରେ ଜଣେ ୪୨ ବର୍ଷୀୟ ଆମ୍ବୁଲାନ୍ସ ଡ୍ରାଇଭର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

ଅନ୍ତର୍ଜାତୀୟ ମାନର ହେବ କୋଣାର୍କ ଅଞ୍ଚଳର ଭିତ୍ତି ଭୂମି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି। ଏହି କାର୍ଯ୍ୟକ୍ରମର ଅଂଶ ଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ ହୋଇଛି। କୋଣାର୍କକୁ ପ୍ରତିଦିନ ବିଶ୍ୱର ବିଭିନ୍ନ…

ସେରମ ନିଆଁରେ ଚାଲି ଗଲା ୫ ଜୀବନ, ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ଆଦର ପୁନୱାଲା

ପୁଣେ: ସେରମ୍ ଇନଷ୍ଟିଚ୍ୟୁଟରେ ଭୟାବହ ଅଗ୍ନିକାଣ୍ଡରେ ୫ ଜଣ କର୍ମଚାରୀ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ଅପରାହ୍ନରେ ସେରମ୍ ଇନଷ୍ଟିଚ୍ୟୁଟର ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା । ଯାହାକୁ ଲିଭାଇବା ପାଇଁ ପାଖାପାଖି ୧୦ଟି ଦମକଳ…

ଭୁବନେଶ୍ୱରରେ ୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୭

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଭୁବନେଶ୍ୱର ମହାନଗରରେ ମଧ୍ୟ ଆଗ ଅପେକ୍ଷା ଖୁବ କମ୍ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।  ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୮  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ…

କିଡନୀ ରାକେଟ ଠକ ହିମାଂଶୁ ଭୂଷଣକୁ ପୁଣି ରିମାଣ୍ଡରେ ନେଲା ପୋଲିସ

ଭୁବନେଶ୍ୱର: ପୁଣି ରିମାଣ୍ଡରେ କିଡନୀ କିଙ୍ଗପିନ୍। ୩ ଦିନିଆ ରିମାଣ୍ଡରେ ଯିବ ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ। ଲକ୍ଷ୍ମୀସାଗର ଥାନା ପୋଲିସକୁ ଏନେଇ ଅନୁମତି ଦେଇଛନ୍ତି ଏସଡିଜେଏମ କୋର୍ଟ। କିଡନୀ କେଳେଙ୍କାରୀ ଘଟଣାରେ ଡାକ୍ତରଙ୍କ ଲିଙ୍କ୍ ଥିବା ନେଇ ଗୁମର ଖୋଲିପାରେ। ଏନେଇ କିଛି ଘରୋଇ…

ସେବାୟତଙ୍କୁ କୋଭିଡ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ଟିକା ଦେବାକୁ ମନ୍ଦିର ପ୍ରଶାସନର ଅନୁରୋଧ । ଜଗନ୍ନାଥ ମନ୍ଦିର ସେବକ ଓ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ ଟିକା ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରତିଦିନ ମନ୍ଦିରକୁ ହଜାର ହଜାର ଲୋକ…

ଭାବବିହ୍ୱଳ ହୋଇ ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ମହମ୍ମଦ ସିରାଜ

ହାଇଦ୍ରାବାଦ: ମହମ୍ମଦ ସିରାଜ । ଖୁବ କମ ସମୟ ମଧ୍ୟରେ ଭାରତୀୟ ଦଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଯୁବ ବୋଲର । ଯେତେବେଳେ ଭାରତୀୟ ଦଳ ଶକ୍ତିଶାଳୀ କଙ୍ଗାରୁ ଟିମ ଆଗରେ ବର୍ଡର ଗାଭାସ୍କର ଟ୍ରଫି ଜିତିବାକୁ ସଂଘର୍ଷ କରୁଥିଲା ସେତିକିବେଳେ ଦଳ ପକ୍ଷରୁ ହିରୋ ସାଜି ମହମ୍ମଦ…

ଇରାକର ସେଣ୍ଟ୍ରାଲ ବାଗଦାଦ ମାର୍କେଟରେ ଆତ୍ମଘାତୀ ହମଲା : ୩୦ ମୃତ, ୭୩ ଆହତ

ବାଗଦାଦ: ଇରାକରେ ଆତ୍ମଘାତୀ ବିସ୍ଫୋରଣ। ସେଣ୍ଟ୍ରାଲ ବାଗଦାଦ ମାର୍କେଟରେ ଆତଙ୍କବାଦୀମାନେ ଡବଲ ଆଟାକ କରିଛନ୍ତି। ଏହି ଆତ୍ମଘାତୀ ହମଲାରେ ୩୦ ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ୭୩ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ…

ଆପଣ ନାଇଟ ସିଫ୍ଟ କରୁଛନ୍ତି କି ? ସକାଳେ କେମିତି ଶୋଇବେ ଭଲ ନିଦରେ ଆପାଣନ୍ତୁ ଏହି ଟିପ୍ସ

ସ୍ୱାସ୍ଥ୍ୟଟିପ୍ସ: ଏକ ସାଧାରଣ ମନୁଷ୍ୟ ପାଇଁ ଦୈନିକ ଅତିକମରେ ୭ ରୁ ୮ ଘଣ୍ଟାର ନିଦ ଜରୁରୀ। ହେଲେ ନାଇଟ ଡ୍ୟୁଟି କରୁଥିବା ଲୋକଙ୍କ ପାଇଁ ଏହା ସମ୍ଭବ ହୋଇପାରେ ନାହିଁ। ତେବେ ସଠିକ୍‌ ନିଦ ପାଇଁ ଆପଣାନ୍ତୁ ଏହି ଟିପ୍ସ। ଆଜିକାଲିର ସମସ୍ତେ ନିଜ ନିଜ କାମକୁ ନେଇ ବ୍ୟସ୍ତ ରହୁଛନ୍ତି।…
ବ୍ରେକିଂ