କଳାହାଣ୍ଡିର ଦୁଇଟି ସ୍କୁଲକୁ ପୋଷ୍ୟ କଲେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ପୋଷ୍ୟ ସ୍କୁଲ’ ଅଭିଯାନରେ ସାମିଲ ହୋଇ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଓ ମହାଲିଙ୍ଗସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଫଳରେ ସେ ଏହି ଦୁଇଟି ହାଇସ୍କୁଲର ବିକାଶ ସହ ଏଗୁଡ଼ିକରେ…