ପଦ୍ମ ପୁରସ୍କାର ଘୋଷଣା: ୬ ଓଡିଆ ପାଇବେ ପଦ୍ମ ପୁରସ୍କାର
ନୂଆଦିଲ୍ଲୀ: ୨୦୨୧ ପାଇଁ ଘୋଷଣା ହେଲା ପଦ୍ମ ପୁରସ୍କାର । ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି । ତେବେ, ଚଳିତ ବର୍ଷ ୬ ଓଡ଼ିଆଙ୍କ ସମେତ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ୬…