Daily Archives

January 26, 2021

ବାଲିପାଟଣା ସାହେବନଗର ଗାଁରୁ ୪୦ ପେଟି ଗୋମାଂସ ଜବତ

ବାଲିପାଟଣା: ଜବତ ହାଲା ୪୦ ପେଟି ଗୋମାଂସ । ବାଲିପାଟଣା ସାହେବନଗର ଗାଁରୁ ଆଜି ୪୦ ପେଟି ଗୋମାଂସ ଜବତ ହୋଇଛି । ଏହାକୁ ନେଇ ସାହେବନଗର ବସ୍ତିରେ ଆଜି ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଗାଁର ଫିରୋଜ ଖାଁ ଓରଫ ଜାପାନୀ ନିଜ ଘରେ ବେଆଇନ ଭାବରେ ଗୋରୁ କାଟି…

ପୁଣି ଠାବ ହେଲା ନକଲି କୋଲ୍ଡ ଡ୍ରିଙ୍କ୍ସ କାରଖାନା

ବ୍ରହ୍ମପୁର: ପୁଣି ଠାବ ହେଲା ନକଲି କୋଲ୍ଡ ଡ୍ରିଙ୍କ୍ସ କାରଖାନା । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ପୁଣି ଏକ ନକଲି କୋଲ୍ଡ ଡ୍ରିଙ୍କସ କାରଖାନା ଠାବ ହୋଇଛି । ସଦର ଥାନା ସୁକୁଣ୍ଡା ଗାଁରେ ଏହି କାରଖାନାକୁ ପୋଲିସ ଠାବ କରିଛି । ତେବେ, ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ…

ଉଗ୍ର ରୂପ ନେଲା ଚାଷୀ ଆନ୍ଦୋଳନ: ଆଇନ ଭାଙ୍ଗି ଲାଲକିଲ୍ଲାରେ ବିକ୍ଷୋଭ କଲେ ଚାଷୀ

ନୂଆଦିଲ୍ଲୀ: ଉଗ୍ର ରୂପ ନେଲା ଚାଷୀ ଆନ୍ଦୋଳନ । ଦିଲ୍ଲୀରେ ଆଇନ ଭାଙ୍ଗିଲେ ଆନ୍ଦୋଳନରତ ଚାଷୀ । ଆନ୍ଦୋଳନ କରୁଥିବା ଚାଷୀ ବ୍ୟାରିକେଡ ଭାଙ୍ଗି ଲାଲକିଲ୍ଲାରେ ଚଢିଛନ୍ତି । ଶାନ୍ତିଶୃଙ୍ଖଳା ପାଇଁ ଚେଷ୍ଠା କରୁଥିବା ଦିଲ୍ଲୀ ପୋଲିସକୁ ଚାଷୀମାନେ ଆକ୍ରମଣ କରିଛନ୍ତି । ଚାଷୀଙ୍କ ଆକ୍ରମଣରେ ଦିଲ୍ଲୀ…

କୋଭିଡ ନିୟମ ମଧ୍ୟରେ ଦେବଗଡ଼ରେ ୭୨ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ       

ଦେବଗଡ଼: ଆଜି ଦେବଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଷ୍ଟାଡିୟମଠାରେ କୋଭିଡ କଟକଣା ମଧ୍ୟରେ ୭୨ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଏହି ଜିଲସ୍ତରୀୟ ଉତ୍ସବରେ ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ  ଜାତୀୟ ପତାକା ଉତ୍ତୋଲନ କରିବା ସହ…

ରାଜ୍ୟରେ ଆଉ ୯୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଏନେଇ ରାଜ୍ୟ ସୂଚନା ଲୋକସମ୍ପର୍କ ବିଭାଗ ତରଫରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । Covid-19 Report For 25th…

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ୱିଟ୍ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି ନବୀନ। ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ସଭିଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ…

ସାଧାରଣତନ୍ତ୍ର ଦିବସ : ଜାତୀୟ ପତାକା ଉତ୍ତୋଳନର କିଛି ବିଶେଷ ନିୟମ

ଭୁବନେଶ୍ୱର: ଜାନୁଆରୀ ୨୬ ତାରିଖକୁ ସାରା ଭାରତ ବର୍ଷ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରିଥାଏ। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇଥିଲା। ଭାରତ ଏକ ସାର୍ବଭୌମତ୍ୱ ଗଣତନ୍ତ୍ର ରାଷ୍ଟ୍ର ରୂପେ ପରିଗଣିତ ହେବାସହ ଏହିଦିନ ଲିଖିତ ସାମ୍ବିଧାନିକ…

ଗଣତନ୍ତ୍ର ଦିବସ ଅବସରରେ ‘ଫୌଉ: ଜି’ ଗେମ ଲଞ୍ଚ କଲେ ଅକ୍ଷୟ କୁମାର

ମୁମ୍ବାଇ : ୭୨ ତମ ଗଣତନ୍ତ୍ର ଦିବସର ବିଶେଷ ଅବସରରେ ବଲିଉଡର ଖିଲାଡି କୁମାର ଅର୍ଥାତ୍ ଅକ୍ଷୟ କୁମାର 'ଫୌଉ: ଜି' ଗେମ ଲଞ୍ଚ କରିଛନ୍ତି ।  ଗଣତନ୍ତ୍ର ଦିବସରେ ସେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ 'ଫୌଉ: ଜି' ର ଭିଡିଓ ମଧ୍ୟ ସେୟାର କରିଛନ୍ତି । 'ଫୌଉ: ଜି' ର ଭିଡିଓ ସେୟାର କରି…

ବଲାଙ୍ଗୀର ଜେଲ୍‌ରେ ବିଚାରାଧୀନ କଏଦୀ ମୃତ

ବଲାଙ୍ଗୀର: ବଲାଙ୍ଗୀର ଜେଲ୍‌ରେ  ଜଣେ ବିଚାରାଧୀନ କଏଦୀଙ୍କର  ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ ବଲାଙ୍ଗୀର ସଦର ଥାନା ବାରପୁଗୁଡିଆରେ ଗାଁର ଗଣେଷ ନାଗ ବୋଲି ଜଣାପଡିଛି । ସେ ଏକ ହତ୍ୟା ମାମଲାରେ ବଲାଙ୍ଗୀର ଜେଲ୍‌ରେ ଥିଲେ । ଗଣେଷ ନାଗ ୨୦୧୮ରେ ନିଜ ସ୍ତ୍ରୀଙ୍କ ହତ୍ୟା ମାମଲାରେ ଗିରଫ…

ପ୍ରଗତିବାଦୀ କାର୍ଯ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ଆଜି ଦେଶ ପାଳୁଛି ୭୨ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ପ୍ରଗତିବାଦୀ ପ୍ରାଇଭେଟ ଲିମିଟେଡ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀଙ୍କ ଉପସ୍ଥିତରେ ,ଓଡିଆ ଡିଜିଟାଲ ମିଡିଆର…
ବ୍ରେକିଂ