Daily Archives

January 27, 2021

ଜବତ ହେଲା କଫସିରଫ ବୋଝେଇ ମାରୁତିଭ୍ୟାନ: ୫,୪୪୦ ବୋତଲ କଫସିରଫ ଜବତ, ୨ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ସଦର ପୋଲିସକୁ ପୁଣି ଏକ ବଡସଫଳତା ମିଳିଛି । ଆଜି ଚୋରାଚାଲାଣ ବେଳେ ଏକ କଫସିରଫ ବୋଝେଇ ମାରୁତିଭ୍ୟାନକୁ ପୋଲିସ ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର- ପାଟଣାଗଡ ରାସ୍ତାର ବାରପୁଡୁଗିଅ ଛକରେ ସଦର ଆଇଆଇସି ତୁଫାନ ବାଗଙ୍କ ନେତୃତ୍ବରେ ଏକ ପୋଲିସ ଟିମ…

ଦୁର୍ନୀତିର ଗନ୍ତାଘର କାଲିମେଳା ତହସିଲ, ଆଉ ଏକ ବରିଷ୍ଠ କିରାଣୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

ମାଲକାନଗିରି: ନିଲମ୍ବନ ହେଲେ ବରିଷ୍ଠ କୀରାଣୀ । ମାଲକାନଗିରି ଜିଲ୍ଲା କାଲିମେଳା ତହସିଲରେ ଲାଞ୍ଚ ନେବା ଘଟଣାର ଭିଡ଼ିଓ ଭାଇରଲ ପରେ ସଂପୃକ୍ତ ବରିଷ୍ଠ କିରାଣୀ ଶଶୀ ଶେଖର‌ ସେଠୀଙ୍କୁ ଜିଲ୍ଲାପାଳ ୱାଇ ବିଜୟ ନିଲମ୍ବନ କରିଛନ୍ତି । ତହସିଲର ବରିଷ୍ଠ କିରାଣୀ ଶଶୀ ଶେଖର ସେଠି କିଛି…

କଟକ ମହାନଗରରୁ ଚିହ୍ନଟ ହେଲେ ଆଉ ୧୦ କରୋନା ଆକ୍ରାନ୍ତ

କଟକ: ଗତ ୨୪ ଘଣ୍ଟାରେ ଆଜି କଟକ ମହାନଗରରୁ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ନୂଆ  ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ୱାରେଣ୍ଟିନରୁ ଥିବାବେଳେ ୮ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ଅବାଧରେ ଚାଲିଛି ପକ୍ଷୀ ଶିକାର, ମରି ପଡିଛନ୍ତି ଅନେକ ରୁଡ଼ି ଶେଲ ଡକ୍

ବାଙ୍କୀ: ଅବାଧରେ ଚାଲିଛି ପକ୍ଷୀ ଶିକାର । ଅନେକ ରୁଡ଼ି ଶେଲ ଡକ୍ ମରି ପଡିଥିବା ଚିତ୍ର ସାମ୍ନାକୁ ଆସିଛି । ଏଭଳି ଅଭାବନିୟ ଘଟଣା କଟକ ଜିଲ୍ଲା ବାଙ୍କୀ କୋଟଦ୍ୱାର ଗ୍ରାମରେ ଦେଖିବାକୁ ମିଳିଛି । ବୁଧବାର ସକାଳେ ବାଙ୍କୀ କଲେଜର ଜଣେ ଛାତ୍ର ତିନି ପକ୍ଷୀଙ୍କ ମୃତ ଦେହ ଓ ଆଉ ଏକ ପକ୍ଷୀ ଜୀବନ…

ମାର୍ଚ୍ଚରେ ହେବ ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ୮ମ ଟେଲି ପୁରସ୍କାର ଉତ୍ସବ

ଭୁବନେଶ୍ୱର: ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ୮ମ ଟେଲି ପୁରସ୍କାର ଉତ୍ସବ ଆସନ୍ତା ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ଆଜି ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପୂର୍ବରୁ ବିଜ୍ଞାପନ ପ୍ରକାଶ ପାଇ ଦରଖାସ୍ତ…

ଅନୁଗୁଳ ନାଲକୋ ପ୍ଲାଂଟର ସଂପ୍ରସାରଣ ପାଇଁ ପୁଞ୍ଜିନିବେଶର ଦ୍ୱାର ଫିଟିଲା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଆଲୁମିନିୟମ ପ୍ଲାଂଟ ସଂପ୍ରସାରଣର ପ୍ରକଳ୍ପ ଗୁଡିକ ପାଇଁ ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସବୁ ପଦକ୍ଷେପ ନିଆଯାଉଛି ବୋଲି କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି । ଗତ…

ଗତ ୨୪ ଘଣ୍ଟାରେ ଭୁବନେଶ୍ୱରର ମହାନଗରରୁ ଚିହ୍ନଟ ହେଲେ ଆଉ ୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଆଜି ଭୁବନେଶ୍ୱର ମହାନଗରରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ  ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ୱର ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୪୮ରେ…

୩୬ ନମ୍ବର ୱାର୍ଡ ବୁଲିଲେ ବିଏମସି କମିଶନର

ଭୁବନେଶ୍ୱର: ୱାର୍ଡ ବୁଲିଲେ ବିଏମସି କମିଶନର ।  ବିଏମସି କମିଶନର ଶ୍ରୀ ପ୍ରେମ ଚନ୍ଦ୍ର ଚୌଧlରୀ ଆଜି ବିଏମସି ଦକ୍ଷିଣ ପୂର୍ବ ମଣ୍ଡଳର ୩୬ ନମ୍ବର ୱାର୍ଡ ଅନ୍ତର୍ଗତ ମଧୁସୂଦନ ନଗର, ଏଜି କଲୋନୀ, ୟୁନିଟ ୪ ହାଟ ଓ ଏମଏଲଏ କଲୋନି ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ଗସ୍ତ ସମୟରେ କମିଶନର ୱାର୍ଡର…

ପକ୍ଷୀ ପ୍ରେମିଙ୍କ ପାଇଁ ଖୁସି ଖବର: ଏଥର ଓଡିଶା ଆସିଛନ୍ତି ୪ ଲକ୍ଷରୁ ଅଧିକ ପକ୍ଷୀ

ଭୁବନେଶ୍ୱର: ପକ୍ଷୀ ପ୍ରେମିଙ୍କ ପାଇଁ ଖୁସି ଖବର । ଗତ ବର୍ଷ ତୁଳନାରେ ଏବର୍ଷ ରାଜ୍ୟକୁ ଅଧିକ ସଂଖ୍ୟାରେ ଆସିଛନ୍ତି ଦେଶୀ ବିଦେଶୀ ପକ୍ଷୀ । ବିଭିନ୍ନ ସ୍ଥାନରେ ଗଣନା ପରେ ବନ୍ୟ ପ୍ରାଣୀ ବିଭାଗ ଏହି ତଥ୍ୟ ଦେଇଛି । ଏଥର ଗଣନା ଅନୁସାରେ ୪ ଲକ୍ଷରୁ ଅଧିକ ପକ୍ଷୀ  ଆସିଥିବା ଜଣାପଡିଛି ।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୧ ହଜାର ୫୩୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । Another 108 Covid patients have…
ବ୍ରେକିଂ