Daily Archives

January 29, 2021

କଟକ ମହାନଗରରୁ ଚିହ୍ନଟ ହେଲେ ଆଉ ୨ କରୋନା ଆକ୍ରାନ୍ତ

କଟକ: ଗତ ୨୪ ଘଣ୍ଟାରେ ଆଜି କଟକ ମହାନଗରରୁ ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ନୂଆ  ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟିନରୁ ଥିବାବେଳେ ଜଣେ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୩୩୮ରେ…

ମୋ ଜଙ୍ଗଲ ଓ ନୋ ୟୋର୍ ଫରେଷ୍ଟ ଲ୍ୟାଣ୍ଡ ମୋବାଇଲ୍‌ ଆପ୍‌ ଲୋକାର୍ପିତ

ଭୁବନେଶ୍ୱର: ଆଜି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ମୋ ଜଙ୍ଗଲ ମୋବାଇଲ୍‌ ଆପ୍‌ ଏବଂ ନୋ ୟୋର୍ ଫରେଷ୍ଟ ଲ୍ୟାଣ୍ଡ ମୋବାଇଲ୍‌ ଆପର ଲୋକାର୍ପଣ କରିଛନ୍ତି । ଲୋକସେବା ଭବନରେ ଏହି ଉପଲକ୍ଷେ ଅନୁଷ୍ଟିତ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଆରୁଖ ଯୋଗ…

ଭୁବନେଶ୍ୱରର ମହାନଗରରୁ ଚିହ୍ନଟ ହେଲେ ଜଣେ କରୋନା ଆକ୍ରାନ୍ତ, ୩୧,୮୫୭ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଆଜି ଭୁବନେଶ୍ୱର ମହାନଗରରୁ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ସ୍ଥାନୀୟ ସଂକ୍ରମଣ ରହିଛନ୍ତି ।ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ୱର ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୫୭ରେ ପହଞ୍ଚିଛି । ଏନେଇ…

ଜାତୀୟ ପତାକାକୁ ଅବମାନନା କରି ନିଲମ୍ବିତ ୨ ଶିକ୍ଷକ

ବାଙ୍କୀ: ଗତ ସାଧାରଣତନ୍ତ୍ର ଦିବସ ରେ ଜାତୀୟ ପତାକାକୁ ସକାଳେ ଉତ୍ତୋଳନ କରି ସନ୍ଧ୍ୟାରେ ଅବତରଣ କରିବା ପାଇଁ ନିଷ୍ପତ୍ତି ଥିବାବେଳେ ପ୍ରଧାନ ଶିକ୍ଷକ ଜାତୀୟ ପତାକାକୁ ସନ୍ଧ୍ୟା ୮ଘଟିକା ପର୍ଯ୍ୟନ୍ତ ଅବତରଣ ନକରିବା ଭାରତର ଜାତୀୟ ପତକାକୁ ଅସମ୍ମାନ । ଏସମ୍ପର୍କରେ ଗ୍ରାମବାସୀ ସିଆରସିସିଙ୍କୁ…

୫୦ ଲିଟର ଦେଶୀ ମଦ ଜବତ, ୨ଗିରଫ

କଳିଙ୍ଗନଗର: କଳିଙ୍ଗନଗର ପୋଲିସ ଆଜି ଦୁଇ ଜଣ ପେସାଦାର ମଦ ବେପାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫଦ୍ୱୟ ହେଲେ ମୟୁରଭଞ୍ଜ ଯମଦା ଥାନା କଂଖାର ମହେଶ ହାଁସଦାଙ୍କ ପୁଅ ଡାଁମୁ ହାଁସଦା (୩୮) ଏବଂ କେଉଁଝର ଦୈତାରୀ ଥାନା ବାରିଗାଁର ସିଂଘୁ ମୁର୍ମୁଙ୍କ ପୁଅ ରାମ ଚନ୍ଦ୍ର ମୁର୍ମୁ(୩୦)।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୩ ହଜାର ୮୨୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । 3 from Gajapati 3 from Nuapada 2…

ଲୋକାର୍ପିତ ହେଲା ଅଂଶୁପା ୱାଚ୍ ଟାୱାର

ଭୁବନେଶ୍ୱର: ଆଜି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଅଂଶୁପା ହ୍ରଦର ୱାଚ୍ ଟାୱାରର ଉଦ୍ଘାଟନ କରିଛନ୍ତି । ଅଂଶୁପାଠାରେ ଆୟୋଜିତ ଏହି ଉଦ୍ଘାଟନ ସମାରୋହରେ ମୁଖ୍ୟ ଅତିଥିଭାଦେ ଯୋଗ ଦେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ ଯେ, ଓଡ଼ିଶାର ଶ୍ରେଷ୍ଠ ମଧୁର…

ଦେବଗଡ: ମଣ୍ଡିରେ ଭିଜୁଛି ଧାନ, ନିଦ୍ରାରେ ଯୋଗାଣ ବିଭାଗ

ଦେବଗଡ଼: ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ତାବଡା ସେବା ସମବାୟ ସମିତିର ମଣ୍ଡିକୁ ଚାଷୀ ବିକ୍ରି ପାଇଁ ଆଣି ଥିବା ଧାନକୁ ଆଜି ମିଲର ନ ଆସିବାରୁ ପେକ୍ସ ଧାନ ନ କିଣିବାରୁ ଅଦିନିଆ ବର୍ଷାରେ ଧାନ ଭିଜି ନଷ୍ଟ ହୋଇଛି । ଫଳରେ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ସମବାୟ  ସମ୍ପାଦକଙ୍କ…

ତାତିଲେ ଛାତ୍ରଛାତ୍ରୀ: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ କଲେ ଭଙ୍ଗାରୁଜା

ବାରିପଦା: ତାତିଲେ ଛାତ୍ରଛାତ୍ରୀ । ମୟୁରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭଙ୍ଗାରୁଜା ଛାତ୍ରଛାତ୍ରୀ ଭଙ୍ଗାରୁଜା କରିଛନ୍ତି ।  ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ କଲେଜ ଡିନଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି  । ତେବେ,ଘଟଣା…

ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଭିଜିଲା ଧାନ: ଚିନ୍ତାରେ ଚାଷୀ

ଜମନକିରା: ଅଦିନିଆ ବର୍ଷାରେ ଭିଜିଲା ଧାନ । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମଣ୍ଡିମାନଙ୍କରେ ଖୋଲା ଆକାଶ ତଳେ ପଡିରହିଥିବାରୁ ଗତକାଲିର ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ବସ୍ତା ମଣ୍ଡିରେ ଭିଜିଯାଇଥିବା ଦେଖିବାକୁ ମିଲିଛି ।  ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି ।…
ବ୍ରେକିଂ