Monthly Archives

January 2021

ଶତ ପ୍ରତିଶତ ଦର୍ଶକରେ ଖୋଲିବ ସିନେମା ହଲ୍

ନୂଆଦିଲ୍ଲୀ : ଏଥର ଶହେ ପ୍ରତିଶତ ଦର୍ଶକରେ ଖୋଲିବ ସିନେମା ହଲ୍‌ । କରୋନା ଯୋଗୁ ଗତ ବର୍ଷ ମାର୍ଚ୍ଚ ମାସରୁ ହଲ୍ ସବୁ ବନ୍ଦ ରହିଥିବା ବେଳେ, ଗତ ଅକ୍ଟୋବରରୁ ୫୦ ପ୍ରତିଶତ ଦର୍ଶକରେ ଏହା ଖୋଲିଥିଲା। ହେଲେ ଏବେ ସିନେମା ହଲରେ ଜମିବ ଦର୍ଶକଙ୍କ ଭିଡ । କାରଣ, ହଲ୍‌ରେ ଦର୍ଶକ ସଂଖ୍ୟା…

ଅଷ୍ଟ୍ରେଲିଆ ସଫଳତା ପରେ ମୁଣ୍ଡନ ହେଲେ ନଟରାଜନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଦଳର ଐତିହାସିକ ସଫଳତା ପରେ ଦଳର ପେସ ବୋଲର ତ୍ୟାଗୀ ନଟରାଜନ ତାଙ୍କ ମାନସିକ ପୂରଣ ହୋଇଥିବା କହିଛନ୍ତି । ଭଗବାନ ମୁରଗାନଙ୍କ ମନ୍ଦିରରେ ସେ ସମ୍ପୂର୍ଣ୍ଣ ଭାବେ ଲଣ୍ଡା ହେବା ସହ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ନିଜ ଫଟୋ ଶେୟାର…

କୋଭିଡ ପରିଚାଳନା ପାଇଁ ସମ୍ମାନିତ ହେଲା ଓଡିଶା ପୋଲିସ

ନୂଆଦିଲ୍ଲୀ: କୋଭିଡ ପରିଚାଳନା ପାଇଁ ଓଡିଶା ପୋଲିସକୁ ସମ୍ମାନିତ କରିଛି ଜାତୀୟ ମହିଳା କମିଶନ । ଏନସିଡବ୍ଲୁର ୨୯ତମ ବାର୍ଷିକ ଉତ୍ସବରେ ସମ୍ମାନିତ କରାଯାଇଛି । ଓଡିଶା ପୋଲିସ ପକ୍ଷରୁ ସମ୍ମାନ ଗ୍ରହଣ କରିଛନ୍ତି ବରଗଡ ଏସପି ପଦ୍ମିନୀ ସାହୁ । ଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ସମ୍ମାନ…

ଭଗିପୁର ଜଙ୍ଗଲରୁ ପରିତ୍ୟକ୍ତ ଅବସ୍ଥାରେ ହରିଣ ଛାଲ ଉଦ୍ଧାର

ବାଙ୍କୀ: ଜଙ୍ଗଲରୁ ଉଦ୍ଧାର ହେଲା ହରିଣ ଛାଲ । ଆଜି ଚନ୍ଦକା ଡମପଡାବନା ଅଞ୍ଚଳ ଭଗିପୁର ସେକସନ ଅଧିନରେ ଥିବା ଭଗିପୁର ଜଙ୍ଗଲରୁ ପରିତ୍ୟକ୍ତ ଅବସ୍ଥାରେ ହରିଣ ଛାଲକୁ ବନବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବନବିଭାଗର ପେଟ୍ରୋଲିଂ ସମୟ ରେ ଭଗିପୁର ଗ୍ରାମ…

ମହଙ୍ଗା ପଡିଲା ଜାଲିଆତି, ବହିଷ୍କୃତ ହେଲେ ମହିଳା କିରାଣି

ମାଲକାନଗିରି: ୨୪ ବର୍ଷ ତଳେ କରିଥିଲେ ଜାଲିଆତି।  ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଖାଇ କରିଥିଲେ ସରକାରୀ ଚାକିରି। ତା’ଭିତରେ ପାଇଥିଲେ ପଦୋନ୍ନତି। କିନ୍ତୁ ଶେଷରେ ତାଙ୍କ ଜାଲିଆତି ଧରାପଡ଼ିଛି ଓ ଚାକିରିରୁ ତାଙ୍କୁ ବହିଷ୍କାର କରାଯାଇଛି। ଏଭଳି ଜାଲିଆତି କରି ଚାକିରିରୁ ବହିଷ୍କୃତ ହୋଇଥିବା…

ଶୀତରେ ଥରିବ ଓଡିଶା, ଜାରି ହେଲା ୟେଲୋୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥଣ୍ଡା ପବନ ଅନୁଭୂତ ହୋଇପାରେ। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼, ବରଗଡ଼, ସମ୍ବଲପୁର, ବଲାଙ୍ଗୀର,…

୧.୩ ଲକ୍ଷ କୋଟିରେ ୧୧୪ ଲଢୁଆ ବିମାନ କିଣିବାକୁ IAFର ପ୍ରସ୍ତୁତି

ନୂଆଦିଲ୍ଲୀ: ଆହୁରି ମଜବୁତ ହେବ ଭାରତୀୟ ବାୟୁସେନା । ୧.୩ ଲକ୍ଷ କୋଟି ଟଙ୍କାର ୧୧୪ ଲଢ଼ୁଆ ବିମାନ କ୍ରୟ କରିବାକୁ ଯୋଜନା କରିଛି ଇଣ୍ଡିଆନ ଏୟାର ଫୋର୍ସ ବା ଆଇଏଏଫ୍‌। ଆଗାମୀ ଏରୋ ଇଣ୍ଡିଆ ସମୟରେ ୮୩ ଏଲସିଏ ତେଜସ୍ ମାର୍କ ୧ଏ ବିମାନ କ୍ରୟ ଉପରେ ମୋହର ବାଜିବା ପରେ ଭାରତୀୟ ବାୟୁସେନା ଏବେ…

ବ୍ରହ୍ମପର: ନାବାଳିକା ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ପୋଲିସ

ବ୍ରହ୍ମପର: ନାବାଳିକା ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ଗୋଳନ୍ଥରା ଥାନାର ସୋରଳ ଗାଁରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ ପରେ ଗଳାକାଟି ହତ୍ୟା ଉଦ୍ୟମ ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏନେଇ ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ…

ତେଲେଙ୍ଗାନାରେ କରୋନା ଟିକା ନେବା ପରେ ତୃତୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ !

ନୂଆଦିଲ୍ଲୀ: ତେଲେଙ୍ଗାନାରେ କରୋନା ଟିକା ନେବା ପରେ ତୃତୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଅଭିଯୋଗ। ମୃତକ ଜଣକ ୫୫ ବର୍ଷ ବୟସ୍କା ମହିଳା ସ୍ୱାସ୍ଥ୍ୟ କର୍ମୀ ବୋଲି ଜଣାପଡିଛି। ତେଲେଙ୍ଗାନାର ମାନଚେରିଆ ଜିଲ୍ଲାର କାସିପେଟ ଗାଁର ବାସିନ୍ଦା। ସ୍ୱାସ୍ଥ୍ୟ କର୍ମୀ ଜାନୁଆରୀ ୧୯ ରେ PHC…

ରାଜ୍ୟରେ ଆଜି ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେନଣ୍ଟାଇନ୍‌ କେନ୍ଦ୍ରରୁ ୬୮ ଜଣ ଚିହ୍ନଟ ହୋଇଥିବା ବେଳେ ୪୬ ଟି ଲୋକାଲ କେସ୍‌ ରହିଛି।…
ବ୍ରେକିଂ