Monthly Archives

January 2021

ମନ କିବାତରେ ରାଉରକେଲା ଝିଅ ଭାଗ୍ୟଶ୍ରୀଙ୍କୁ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପଟ୍ଟଚିତ୍ର ପାଇଁ ପୁରୀ ଖ୍ୟାତି ଅର୍ଜନ କରିଥିଲେ ମଧ୍ୟ ରାଉରକେଲା ଝିଅ ଭାଗ୍ୟଶ୍ରୀ ସାହୁ ଏହି କଳା ଲାଗି ଆନ୍ତର୍ଜାତୀୟ କ୍ଷେତ୍ରରେ ପରିଚିତ ହୋଇପାରିଛନ୍ତି। ଆଉ ଭାଗ୍ୟଶ୍ରୀଙ୍କ ଏହି କଳାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି।…

ପିପିଲି ଗୋପୀନାଥ ଦେବ ମନ୍ଦିରରୁ ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରୀ

ପୁରୀ : ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ କାକୁଡ଼ିଆ ଗାଁରେ ଅବସ୍ଥାପିତ ପ୍ରଭୁ ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିରରୁ ଚୋରି ହୋଇଛି। ୧୩ ଶହ ଖ୍ରୀଷ୍ଟାବ୍ଦର ଅଷ୍ଟଧାତୁ ନିର୍ମିତ ରାଧା, କୃଷ୍ଣ, ଲଷ୍ମୀନାରାୟଣଙ୍କ ୪ ଗୋଟି ପୁରୁଣା ମୂଲ୍ୟବାନ ମୂର୍ତ୍ତି ଚୋରି ହୋଇଛି । ପିପିଲି ବ୍ଲକ କଣ୍ଟି…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

କୋଲକାତା: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ହସ୍ପିଟାଲରୁ ହିସଚାର୍ଜ ହୋଇଛନ୍ତି। ଜାନୁଆରୀ ୨୭ରେ ତାଙ୍କୁ କଲିକତାର ଆପୋଲୋ ହସ୍ପିଟାଲରେ ଆଡମିଟ୍‌ କରାଯାଇଥିଲା। ୨୯ ତାରିଖରେ ତାଙ୍କର ଦ୍ୱିତୀୟ ଆଞ୍ଜିଓପ୍ଲାଷ୍ଟ ହୋଇଛି। ଏହାକୁ ମିଶାଇ ଗାଙ୍ଗୁଲିଙ୍କର ଦୁଇଥର ଆଞ୍ଜିଓପ୍ଲାଷ୍ଟ…

ତ୍ରିରଙ୍ଗା ଅପମାନକାରୀଙ୍କୁ ଗିରଫ କର: ରାକେଶ ଟିକାୟତ

ନୂଆ ଦିଲ୍ଲୀ: ମୋଦୀଙ୍କ ମନ କି ବାତ୍ ପରେ ପ୍ରତିକ୍ରିୟା ରଖିଛନ୍ତି କୃଷକ ନେତା ରାକେଶ ଟିକାୟତ। କହିଲେ ତ୍ରିରଙ୍ଗା ଅପମାନକାରୀଙ୍କୁ ଗିରଫ କର । ତ୍ରିରଙ୍ଗା କେବଳ ପ୍ରଧାନମନ୍ତ୍ରୀଙ୍କର ନୁହେଁ । ସାରା ଦେଶ ତ୍ରିରଙ୍ଗାକୁ ଭଲ ପାଏ । ଯେଉଁମାନେ ତ୍ରିରଙ୍ଗାକୁ ଅପମାନ କରିଛନ୍ତି ପୋଲିସ…

କୋରାପୁଟ: ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ୍

କୋରାପୁଟ: କୋରାପୁଟରେ ଜବତ୍ ହେଲା ଗଞ୍ଜେଇ ।  ଟ୍ୟାଙ୍କରରେ ଲୁଚାଇ ନିଆଯାଉଥିବା ବେଳେ ପୁପଳ ପରିମାଣର ଗଞ୍ଜେଇ ଜବତ୍ ହୋଇଛି । କୋରାପୁଟ ଦଲିଆମ୍ବ ଛକରୁ ୧୫ କ୍ୱିଣ୍ଟାଲ ଗଞ୍ଜେଇ ପୋଲିସ ଜବତ କରିଛି  । ସିମିଳିଗୁଡା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏହି ଗଞ୍ଜେଇକୁ ଜବତ କରିଥିବା…

ଭର୍ଚୁଆଲ ରାଲିରେ ମମତାଙ୍କ ଉପରେ ଗର୍ଜିଲେ ଶାହା

କୋଲକାତା: ପଶ୍ଚିମବଙ୍ଗର ହାୱାଡାରେ ରବିବାର ଭାଜପା ପକ୍ଷରୁ ଏକ ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ରାଲିରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ରାଜନୈତିକ ଦଳ ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ଆସନ୍ତା…

ଭୁବନେଶ୍ୱରରୁ ଆଜି ୭ ପଜିଟିଭ୍‌ ଚିହ୍ନଟ, ୯ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩ ଜଣ ରହିଥିବା ବେଳେ ଲୋକାଲ କେସ୍‌ ୪ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ…

ଖାସ୍ ଅନ୍ଦାଜରେ ପ୍ରୀତିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଯୁବରାଜ

ମୁମ୍ବାଇ : ବଲିଉଡର ଲୋକପ୍ରିୟ ତଥା ଚୁଲବୁଲି ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କର ଆଜି ୪୬ତମ ଜନ୍ମଦିନ । ସୋସିଆଲ୍ ମିଡ଼ିଆରେ ଜନ୍ମଦିନ ଅବସରରେ ପ୍ରୀତି ଜିଣ୍ଟାଙ୍କୁ ତାଙ୍କ ପ୍ରଶଂସକ ଓ ସେଲିବ୍ରିଟି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ପ୍ରୀତିଙ୍କ ନିକଟ ବନ୍ଧୁ ତଥା କିଙ୍ଗ୍ସ ଇଲେଭେନ୍ ପଞ୍ଜାବର…

କଲରାପତରିଆ ବାଘ ମୃତ୍ୟୁ ମାମଲା : ୬ ଗିରଫ

ବ୍ରହ୍ମପୁର : କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ  । ଗତ ୨୮ ତାରିଖ ଦିନ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ରେଞ୍ଜର ବଡ଼ପଥର ଠାରେ ଶିକାରୀ ଫାସରୁ ଉଦ୍ଧାର ପରେ ବାଘର ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି ।…

ରବିବାର ରାଶିଫଳ: ଜାଣନ୍ତୁ ଆପଣଙ୍କ ପାଇଁ ଦିନଟି କିଭଳି ରହିବ

ମେଷ: ପରିସ୍ଥିତି ଓ ପରିବେଶକୁ ଆଖିରେ ରଖି କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଚିତ । ଦେହ ଅସୁସ୍ଥ ରହିବ । କର୍ମକ୍ଷେତ୍ରରେ ବିରୋଧର ସାମ୍ନା କରିବେ । ମଙ୍ଗଳ କାର୍ଯ୍ୟ ବିଳମ୍ବିତ ହେବ । ଧର୍ମ କର୍ମରେ ନିଷ୍ଠା, ରାଜନୀତିରେ ସଫଳ ହେବାର ଯୋଗ । ବୃଷ: କର୍ମକ୍ଷେତ୍ରରେ ଶାନ୍ତି ସନ୍ତୋଷ ପାଇବେ ।…
ବ୍ରେକିଂ