Monthly Archives

February 2021

ଆଇପିଏସ ସତ୍ୟଜିତ ମହାନ୍ତି କାଲି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ

ଭୁବନେଶ୍ୱର: ପୋଲିସ ସେବାରୁ ଅବସର ଅବସର ନେଇଛନ୍ତି ଡକ୍ଟର ସତ୍ୟଜିତ ମହାନ୍ତି । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି ସତ୍ୟଜିତ । ଆସନ୍ତା କାଲି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ । ତାଙ୍କୁ ୬୨ ବର୍ଷ ହେବା ପର୍ଯ୍ୟନ୍ତ ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ରହିବେ…

ସେନାରେ ଭର୍ତ୍ତି ହେବା ପାଇଁ ମାଗଣାରେ ଯୁବକଙ୍କୁ ପ୍ରଶିକ୍ଷଣ ଦେଉଥିବା ସିଲୁ ସାରଙ୍କୁ ଧର୍ମେନ୍ଦ୍ରଙ୍କ ସାଧୁବାଦ

ଭୁବନେଶ୍ୱର: ସିଲୁ ସାରଙ୍କୁ ସାଧୁବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ । ରବିବାର ଭୁବନେଶ୍ୱର ଠାରେ ଦଳର କାର୍ଯ୍ୟକର୍ତ୍ତାଙ୍କ ଗ୍ରହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିବା ସହ ଏହି କାର୍ଯ୍ୟକ୍ରମରେ ନିଜ କାମ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା…

ଏପ୍ରିଲ ମାସରୁ କମିବ ତେଲ ଦର : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଦେଶରେ ଆକାଶ ଛୁଆଁ ତୈଳ ଦର। ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତଭାବେ ବୃଦ୍ଧି ପାଇବା ଦ୍ୱାରା ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଆସନ୍ତା ଏପ୍ରିଲ ମାସରୁ ତେଲ ଦର କମିବ ବୋଲି ଆଜି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ଡ୍ୟୁଟି ବେଳେ ମଦ୍ୟପାନ, ୪ ପୋଲିସ କର୍ମଚାରୀ ନିଲମ୍ବିତ

ଯାଜପୁର: ଡ୍ୟୁଟି ସମୟରେ ମଦ୍ୟପାନ କରିବା ମହଙ୍ଗା ପଡ଼ିଛି । ୪ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ଫାଣ୍ଡିର ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଯାଜପୁର ଏସପି ରାହୁଲ ପି.ଆର୍ । ନିଲମ୍ବିତଙ୍କ ମଧ୍ୟରେ ୨ ଜଣ କନେଷ୍ଟବଳ…

କଟକ ମହାନଗରରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଗତ ୨୪ ଘଣ୍ଟାରେ କଟକ ମହାନଗରରୁ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିରୁ ଜଣେ, ସ୍ଥାନୀୟ ସଂକ୍ରମଣ ୪ ଓ ପୂର୍ବ ସଂକ୍ରମିତଙ୍କ ସଂଶର୍ଷରେ ଆସି ଜଣେ ସଂକ୍ରମିତ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ…

ଓଡିଶାରେ ଅଗ୍ନିବର୍ଷା, ୩ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ଡହ ଡହ ଖରାରେ ସିଝୁଛି ଓଡିଶା। ବଢ଼ୁଛି ପାରଦ, ରେକର୍ଡ ଭାଙ୍ଗୁଛି ତାତି । ଗତ ୪ ଦିନ ହେଲା ଭୁବନେଶ୍ୱରରେ ତାତି ରେକର୍ଡ ଭାଙ୍ଗୁଥିବା ବେଳେ ରବିବାର ଅନୁଗୁଳରେ ପାରଦ ୪୦ ଡିଗ୍ରୀ ଡେଇଁଛି । ୪୦.୧ ଡିଗ୍ରୀ ତାପମାତ୍ରା ସହ ଆଜି ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି ।…

ବାଲେଶ୍ୱର: ବିଲ ମଝିରୁ କଟା ଗୋଡ଼ ଉଦ୍ଧାର

ବାଲେଶ୍ୱର: ବିଲ ମଝିରୁ ଉଦ୍ଧାର ହେଲା କଟା ଗୋଡ଼ । ବାଲେଶ୍ୱର  ଜିଲ୍ଲା ଜଳେଶ୍ୱର ଥାନା ପାର୍ଶ୍ୱ ଜମାଲପୁର ଗାଁର ଏକ ବିଲ ମଝିରେ ୨ଟି କଟା ଗୋଡ଼କୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସବୁଦିନ ପରି ଆଜି କିଛି ଲୋକ ବିଲକୁ କାମ କରିବାକୁ ଯାଇଥିଲେ । ଏହି ସମୟରେ ଜାତୀୟ ରାଜପଥର…

କାଲି ଓଲିଉଡ୍‌ ହିଟ୍ ଯୋଡି ସବ୍ୟ-ଅର୍ଚ୍ଚିତାଙ୍କ ବିବାହ

ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆସନ୍ତାକାଲି ବିବାହବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଲିଉଡ୍‌ର ହିଟ୍ ଯୋଡ଼ି ସବ୍ୟ-ଅର୍ଚ୍ଚିତା। ବିବାହ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଏହି ସସପେନ୍ସରେ ଉଭୟେ ବ୍ରେକ୍ ଲଗାଇଛନ୍ତି। <> Need all your…

ରବିବାର ଓଡିଶାରୁ ୫୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୭, ବଲାଙ୍ଗୀରିରୁ ୫, ବରଗଡ, ଦେବଗଡରୁ ୪ଜଣ…

ରାଜଧାନୀର ସାହାସୀ ବୁଲେଟ ରାଣୀ

ଭୁବନେଶ୍ୱର: ଲୁଟେରାଙ୍କୁ ଚେକମେଟ ଦେଲେ ରାଜଧାନୀର ସାହାସୀ ବୁଲେଟ ରାଣୀ । ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣକୁ ଆଣିଲେ କଲର ଘୋଷାଡି। ଏମିତି ଫିଲ୍ମ ଷ୍ଟାଇଲରେ ଲୁଟେରା ସହ ଲଢିଛନ୍ତି ଖଣ୍ଡଗିରି ରାଜୀବନଗର ରିନୁ ଡାକୁଆ । ନିଜେ ଘାଇଲା ହୋଇବି ଘାଇଲା ବାଘୁଣି ପରି ୧୫ ମିନିଟ ଧରି ଲଢେଇ କରିଥିଲେ…
ବ୍ରେକିଂ