ନୟାଗଡ ପରୀ ପରିବାରକୁ ୯ ଲକ୍ଷ ଟଙ୍କାର ସହାୟତା
ଭୁବନେଶ୍ଵର: ନୟାଗଡ ପରୀ ପରିବାରକୁ ୯ ଲକ୍ଷ ଟଙ୍କାର ସହାୟତା ମିଳିବ। ଓଡ଼ିଶା ଷ୍ଟେଟ୍ ଲିଗାଲ୍ ସର୍ଭିସ ଅଥରିଟି ପକ୍ଷରୁ ଏହି ଘୋଷଣା ହୋଇଛି। ପ୍ରଥମେ ୫୦ ପ୍ରତିଶତ ସାଙ୍ଗେ ସାଙ୍ଗେ ଦେବାକୁ ଘୋଷଣା ହୋଇଛି। ମାମଲା ବିଚାର ପରେ ବାକି ୫୦ ପ୍ରତିଶତ ଦେବାକୁ ଘୋଷଣା କରାଯାଇଛି। ନୟାଗଡ ପରୀ…