Daily Archives

February 1, 2021

କୃଷି ଆନ୍ଦୋଳନ ଜଡିତ ୨୫୦ ଟୁଇଟର ଆକାଉଣ୍ଟକୁ ରଦ୍ଦ କଲେ ଭାରତ ସରକାର

ନୂଆଦିଲ୍ଲୀ: ଭାରତ ସରକାର ୨୫୦ ଟୁଇଟର ଆକାଉଣ୍ଟକୁ ରଦ୍ଦ କରିଦେଇଛି। ଏହି ଆକାଉଣ୍ଟଗୁଡିକ ଉପରେ ନକଲି ଏବଂ ଉତ୍ତେଜିତ କାରିବା ଭଳି ଟୁଇଟିସ୍ ଏବଂ ହାସଟ୍ୟାଗ କରିବା ଅଭିଯୋଗ ହୋଇଛି। କୃଷି ଆନ୍ଦୋଳନରେ #ModipPlanningFarmerGenocide ନାମରେ ହାସଟ୍ୟାଗ ଚଲା ଯାଇଥିଲା। ଏହି ହାସଟ୍ୟାଗର…

କୋରାପୁଟ ଦୁର୍ଘଟଣାରେ ମୃତାହତ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୋରାପୁଟ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା…

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣା: ଗିରଫ ହେଲେ ପ୍ରଶିକ୍ଷିକା

ଭୁବନେଶ୍ୱର: ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣା । ରାଜଧାନୀର ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣାରେ ମହିଳା ପ୍ରଶିକ୍ଷକ ମଧୁମଞ୍ଜରୀ ଧଳଙ୍କୁ ଏୟାରପୋର୍ଟ ଥାନା ପୋଲିସ ଗିରଫ କରିଛି । ତେବେ ଏଥିରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଏବେବି ଫେରାର ଥିବା…

ବଜେଟ ୨୦୨୧-୨୨ କୁ ନେଇ କଣ କହିଲେ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ:  ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଚଳିତ ବର୍ଷର ବଜେଟ୍ ଉପସ୍ଥାପନା କରିଛନ୍ତି। ୨୦୨୧-୨୨ର ଏହି ସାଧାରଣ ବଜେଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଏହି ବଜେଟକୁ ପ୍ରଶଂସନୀୟ କହିବା ସହ ଏହି ବଜେଟ୍ ଆଗାମୀ ଦିନରେ…

୧୮ରୁ ଓଡିଶା ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର: ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ଓଡିଶା ବିଧାନସଭାର ବଜେଟ ଅଧିବେଶନ। ଏହି ଅଧିବେଶନ ଏପ୍ରିଲ ୯ ଯାଏ ଚାଲିବ।ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ ଅଧିବେସନ । ପ୍ରଥମ ପର୍ଯ୍ୟାୟ ଅଧିବେସନ ଫେବଆରୀ ୧୮ ରୁ ୨୭ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେସନ ମାର୍ଚ୍ଚ…

ଚାଇଲ୍ଡ ଲାଇନ ଦ୍ଵାରା ନବଜାତ ଶିଶୁପୁତ୍ର ଉଦ୍ଧାର

ଫୁଲବାଣୀ: ରାସ୍ତା କଡରୁ ନବଜାତ ଶିଶୁପୁତ୍ର ଉଦ୍ଧାର । ରବିବାର ବିଳମ୍ବିତ ରାତିରେ ସ୍ଥାନୀୟ କେନ୍ଦୁପଦର ସେବାଶ୍ରମ ରାସ୍ତା କଡରୁ ଏକ ନବଜାତ ଶିଶୁପୁତ୍ରକୁ ଚାଇଲ୍ଡ ଲାଇନ ଉଦ୍ଧାର କରିଛି । ମିଳିଥିବା ସୂଚନା ଅନୁଯାୟୀ, ରାସ୍ତା କଡରେ ଶିଶୁର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଚାଇଲ୍ଡ ଲାଇନକୁ…

୭୫ବର୍ଷରୁ ଅଧିକ ବୟସ୍କଙ୍କୁ ଆୟକର ଛାଡ

ନୂଆଦିଲ୍ଲୀ: ଚଳିତ ବଜେଟରେ ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ନୂଆ ଘୋଷଣା କରାଯାଇଛି। ୭୫ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଆୟକର ଛାଡ କରାଯାଇଛି। ପ୍ରବାସୀ ଭାରତୀୟଙ୍କ ଲାଗି ଟିକସ ନିୟମରେ କେତେକ ପରିର୍ତ୍ତନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।…

ମଦ୍ୟପ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ମାଲକାନଗିରି: ନିଜ ନାବାଳିକା ଝିଅ ସମ୍ମୁଖରେ ସ୍ତ୍ରୀକୁ ଟାଙ୍ଗିଆରେ ଅତି ନୃଶଂସ ଭାବରେ ହତ୍ୟା କରିଛି ମଦ୍ୟପ ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି୭୨ ଗ୍ରାମରେ । ଘଟଣାରୁ ଜଣାପଡିଛି ଯେ, କାଲିମେଳା ବ୍ଲକ ଅନ୍ତର୍ଗତ ନାଳଗୁଣ୍ଠି…

ଝରାଫୁଲ ମୃତ୍ୟୁ ମାମଲା: ତିନି ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ରାକେଶ ସ୍ୱାଇଁ

ଭୁବନେଶ୍ୱର: ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ତିନି ଦିନିଆ ରିମାଣ୍ଡରେ ନେବ କୁଆଖିଆ ପୋଲିସ । ଏ ନେଇ ଆଜି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ତେବେ ୫ଦିନିଆ ରିମାଣ୍ଡରେ ନେବାକୁ ପୋଲିସ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇଥିଲା ।…

ଭୁବନେଶ୍ୱରରୁ ପୁଣି ୯ କରୋନା ଆକ୍ରାନ୍ତ ଚିହ୍ନଟ, ୮ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ଜଣେ ରହିଥିବା ବେଳେ ଲୋକାଲ କେସ୍‌ ୮ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ସେହିପରି ଆଜି ଭୁବନେଶ୍ୱରରୁ ୮ ଜଣ…
ବ୍ରେକିଂ