Daily Archives

February 2, 2021

ମଙ୍ଗଳବାର ରାଜ୍ୟରୁ ସୁସ୍ଥ ହେଲେ ୧୩୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୩୮ ଜଣ କରୋନା ଆକ୍ରାନ୍ତ  । ଏଥି ସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୩୭୭କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।…

ଆସନ୍ତା ୬ ତାରିଖରୁ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକାକରଣରେ ସାମିଲ କରାଯିବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ପକ୍ଷରୁ ସୂଚନା ମିଳିଛି। ଏସିଏସଙ୍କ ପକ୍ଷରୁ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ବ୍ୟବସ୍ଥା କରିବା ଲାଗି ସମସ୍ତ ଜିଲ୍ଲାପାଳମାଙ୍କୁ ଚିଠି କରାଯାଇଛି । ମେଡ଼ିକାଲ…

କରୋନା ନିରାଶାରୁ ମୁକ୍ତି ଲାଗି ବଜେଟ

କରୋନାରେ ବିପର୍ଯ୍ୟସ୍ତ ଭାରତୀୟ ଅର୍ଥନୀତିକୁ ଉପରକୁ ଉଠାଇ ଅଭିବୃଦ୍ଧିର ରାସ୍ତାରେ ଆଗକୁ ନେବା ସକାଶେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଗତ କରିଥିବା ଆଗାମୀ ୨୦୨୧-୨୨ ଆର୍ଥିକ ବର୍ଷର  ବଜେଟରେ ଯଥାସମ୍ଭବ ଉଦ୍ୟମ କରିଛନ୍ତି । ସ୍ୱାସ୍ଥ୍ୟ ବଜେଟକୁ ରେକର୍ଡ ୧୩୭ ପ୍ରତିଶତ…

ପାରାଦୀପଗଡ ୟୁନିଅନ୍‌ ବ୍ୟାଙ୍କରୁ ୧୫ ଲକ୍ଷର କଏନ୍‌ ଗାଏବ

ପାରାଦୀପ: ପାରାଦୀପଗଡ଼ସ୍ଥିତ ୟୁନିଅନ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରେ ବଡ ଧରଣର ଗଫଲତି ହୋଇଥିବା କଥା ସାମ୍ନାକୁ ଆସିଛି । ବ୍ୟାଙ୍କରୁ ଗତ ୫ ବର୍ଷ ଭିତରେ ପ୍ରାୟ ୧୫ ଲକ୍ଷ ଟଙ୍କାର କଏନ୍‌ ଗାଏବ୍‌ ହେବା ନେଇ ଲକ୍‌ ଥାନାରେ ବ୍ୟାଙ୍କ୍‌ ପକ୍ଷରୁ ଅଭିଯୋଗ କରାଯାଇଛି । ଏ ଦୁର୍ନୀତିରେ…

ଅରୁଚିକର ମନ୍ତବ୍ୟ ଦେଇ ବହିଷ୍କୃତ ହେଲେ ଓଡିଶା ଏଫ୍‌ସି କୋଚ୍‌ ଷ୍ଟୁଆର୍ଟ ବକ୍ସଟର

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ମଙ୍ଗଳବାର ଓଡିଶା ଏଫସି ବିବାଦୀୟ ମନ୍ତବ୍ୟ ଦେଇଥିବା ନେଇ କୋଚ ଷ୍ଟୁଆର୍ଟ ବାକ୍ସଟରଙ୍କୁ ବିଦା କରିଛି । କ୍ଲବ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବ ସହ ଚୁକ୍ତି ମଧ୍ୟ ବାତିଲ କରାଯାଇଛି । ସୋମବାର ଜାମସେଦପୁର ବିପକ୍ଷ ମ୍ୟାଚ୍‌ରେ ୦-୧ ଗୋଲରେ…

ଶୀତ ଦିନେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବେସନ ଲଡୁ

ରୋଷେଇ: ଥଣ୍ଡା ଦିନ ଆରମ୍ଭ ହେବା ମାତ୍ରେ ହିଁ ଘରେ ଘରେ ଗାଜର ହାଲୁଆ ଏବଂ ଲଡୁର ଡିମାଣ୍ଡ ବଢିଯାଇଥାଏ। ସେହିଭଳି ଥଣ୍ଡା ଦିନେ ଲୋକମାନେ ବେସନ ପିନ୍ନି ତିଆରି କରି ଖାଇବା ପାଇଁ ଖୁବ୍‌ ପସନ୍ଦ କରିଥାନ୍ତି । ଏହି ବେସନ ପିନ୍ନିକୁ ଅଧିକାଂଶ ଲୋକମାନେ ଚଣା ଲଡୁ ମଧ୍ୟ କହିଥାନ୍ତି। ଯଦି ଆପଣ ମଧ୍ୟ…

ଓଡ଼ିଶାବାସୀଙ୍କ ପ୍ରତି ଯତ୍ନ ଏବଂ ସହାୟତା ପାଇଁ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର । କୋରାପୁଟ ଜିଲ୍ଲା କୋଟପାଡ ଥାନା ମୂର୍ତାହାଣ୍ଡିରେ ଘଟିଥିବା ସଡକ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ପିଏମ ପାଣ୍ଠିରୁ ଆର୍ଥିକ ସହାୟତା ମଞ୍ଜୁର ହେବା ପ୍ରସଙ୍ଗରେ ଓଡ଼ିଶାବାସୀଙ୍କ ପ୍ରତି ଯତ୍ନ ଏବଂ ସହାୟତା ପାଇଁ କେନ୍ଦ୍ରମନ୍ତ୍ରୀ…

୮ ଲେନ୍ ବିଶିଷ୍ଟ ହେବ ପାରାଦୀପ-ବଡବିଲ୍ ରାସ୍ତା, ଖର୍ଚ୍ଚ ହେବ ୯ ହଜାର କୋଟି

ନୂଆଦିଲ୍ଲୀ/ଭୁବନେଶ୍ୱର: ୩୦୦ କିମି ବିଶିଷ୍ଟ ପାରାଦୀପ-ବଡ଼ବିଲ ରାସ୍ତା ୮ ଥାକିଆ ହେବ। ଏହି ରାସ୍ତା ପାରାଦୀପ ଠାରୁ ଆରମ୍ଭ ହୋଇ ଚଣ୍ଡିଖୋଲ, ଡ଼ୁବୁରି, କେନ୍ଦୁଝର, ରିମୁଳି ଓ ବଡରସାହି ଦେଇ ବଡବିଲରେ ଶେଷ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ…

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି: ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଆଜି ମାଲକାନଗିରି ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି  । ଏହି ଗସ୍ତରେ ମାଲକାନଗିରି ସଦର ମହକୁମାରେ ନୂତନ ଭାବେ ନିର୍ମିତ ହୋଇଥିବା କଲ୍ୟାଣ ମଣ୍ଡପକୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଏବଂ…

ଚମକିବ ପୁରୀ-ଭୁବନେଶ୍ୱର ବାଇପାସ୍, ଆସନ୍ତାକାଲି ଆଲୋକୀକରଣକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚମକିବ ପୁରୀ-ଭୁବନେଶ୍ୱର ବାଏପାସ୍। ଆଲୋକିତ ହେବ ୧୨ କିଲୋମିଟର ମୁଖ୍ୟ ରାସ୍ତା। ଉପକୃତ ହେବେ ଏକାମ୍ର, ମଧ୍ୟ, ଉତ୍ତର ଓ ଜୟଦେବ ଭୁବନେଶର ବାସିନ୍ଦା। ଭୁବନେଶ୍ୱର-ପୁରୀ ବାଏପାସ୍। ହାଇଟେକ୍ ଛକଠାରୁ ଦୟାନଦୀ ବ୍ରିଜ୍। ବୁଧବାରଠାରୁ ୧୨ କିଲୋମିଟର ବିସ୍ତୃତ ଏହି ରାସ୍ତା…
ବ୍ରେକିଂ