ମିଆଁମାର ବିଦ୍ରୋହ ଭାରତ ଲାଗି ଚିନ୍ତାଜନକ
ଭାରତର ପଡୋଶୀ ମିଆଁମାରରେ ସାମରିକ ବିଦ୍ରୋହ ଏଠାରେ ଗଣତନ୍ତ୍ରର ପ୍ରତିଷ୍ଠା ଓ ସୁଦୃଢୀକରଣ ପାଇଁ ଉଦ୍ୟମକୁ ଧୂଳିସାତ କରିଦେଇଛି । ସୋମବାର ସକାଳୁ ସେନାବାହିନୀ ପୂର୍ବରୁ ବର୍ମା ନାମରେ ପରିଚିତ ଉକ୍ତ ଦେଶରେ କ୍ଷମତା ଦଖଲ କରି ବର୍ଷକ ପାଇଁ ଜରୁରୀ ପରିସ୍ଥିତି ଜାରି କରିବା ସହ ଦେଶର ଲୋକପ୍ରିୟ…